ସ୍ଵଛ ଵିଦ୍ୟାଳୟ ପରିଦର୍ଶନ କଲେ ଵିଧାନସଭା ଷ୍ଟାଣ୍ଡିଂ କମିଟି

ସମୟ ଲାଇଭ,୫/ ୨: ଓଡ଼ିଶାର ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟ ଭାବରେ ପୁରସ୍କୃତ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ୍ ଡମକର୍ଲାଖୁଟା ପଂଚାୟତ ଅଧିନସ୍ଥ ଡୁମେରଗୁଡା ସ୍କୁଲ ପରିଦର୍ଶନରେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଵିଧାନସଭା ଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ, ଝରିଗାଁ ଵିଧାୟକ ପ୍ରକାଶ ମାଝୀ ଯୋଗ ଦେଇ ଥିଵାଵେଳେ ଉପଜିଲ୍ଲାପାଳ ସୁଶାନ୍ତ ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମ.ରାମପୁର ଵିଡିଓ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ପରେ ଗ୍ରାମ ବାସୀ ଵିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଖୋଲା ଯାଉ ବୋଲି ଦାବି ପତ୍ର ପ୍ରଦାନ କରିଥିଲେ |

Comments are closed.