ମୋ ଝିଅକୁ ମାରିଦେଳେ ମତେ ବି ସେମାନେ ମାରିଦେବେ : ସ୍ମିତାରରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ

0

ସମୟ ଲାଇଭ,୧/୧: ମୋ ଝିଅକୁ ମାରିଦେଳେ ମତେ ବି ସେମାନେ ମାରିଦେବେ ଏଭଳି ଏକ ଅବେଗଭରା କଣ୍ଠରେ କହିଛନ୍ତି ମୃତ ସ୍ମିତାରାଣୀଙ୍କ ବାପା। ସେଇ ଭୟ ଏବେ ଘାରିଛି ସ୍ମିତାରରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳଙ୍କୁ। ସେ ଏବେ ଗାଁ ଓ ସହର ଛାଡି ରଜ୍ୟ ବାହାରକୁ ଚାଲିଯିବାକୁ ମନସ୍ଥ କରିଛନ୍ତି। ମୋ ପୁଅମାନେ ଦ୍ୱିଲ୍ଲୀ ଓ ମୁମ୍ବାଇରେ ରହୁଛନ୍ତି ମୁଁ ସେମାନଙ୍କ ପାଖକୁ ଚାଲିଯିବି ବୋଲି କହିଛନ୍ତି ସଦାନନ୍ଦ। ସେପଟେ ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ସ୍ମିତାରାଣୀଙ୍କ ଘଟଣାରେ ସିବିଆଇ ତଦନ୍ତ ଦାବୀ କରିଛନ୍ତି। ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାରେ ପୁଲିସ୍ ତତ୍ପରତା ଦେଖାଉ ନଥିବା ନେଇ ତାଙ୍କ ସ୍ୱାମୀ ଅଭିଯୋଗ କରିଥିବା ବେଳେ ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ ରାଜ୍ୟଛାଡ଼ି ପଳାଇବେ ବୋଲି କହିଛନ୍ତି।

Leave A Reply

Your email address will not be published.