ଶିବସେନାରେ ସଲମାନଙ୍କ ବଡିଗାର୍ଡ

0

ସମୟ ଲାଇଭ,୨୦/୧୦:  ବଲିଉଡର ଦବଙ୍ଗ ବୟ ସଲମନ ଖାନଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଶେରା ଏବେ ଶିବସେନାରେ । ଶେରା ଆଜି ଶିବସେନାରେ ଯୋଗ ଦେଇଛନ୍ତି । ଶିବସେନରା ଅଧ୍ୟକ୍ଷ ଉଦ୍ଧବ ଥାକ୍ରେ ଓ ଯୁବ ଶିବସେନାର ଅଧ୍ୟକ୍ଷ ତଥା ତାଙ୍କ ପୁଅ ଆଦିତ୍ୟ ଥାକ୍ରେଙ୍କ ଉପସ୍ତିତିରେ ଶେରା ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗଦେଇଛନ୍ତି । ଏ ନେଇ ଶିବସେନା ତରଫରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଆଗକୁ ମହାରାଷ୍ଟ୍ର ନିର୍ବାଚନ ଥିବାରୁ ଶେରାଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.