ରତନଙ୍କ ଚୁଲି ରୋଷେଇ!

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ରତନ ରାଜପୁତ ଲକ୍‌ଡାଉନ୍‌ ଯୋଗୁ ବିହାରର ଏକ ଗାଁରେ ଫସି ରହିଛନ୍ତି। ସେଠାର ସେ କିପରି ଜୀବନ ବିତାଉଛନ୍ତି ତା’ର ଭିଡିଓକରି ସବୁ ସମୟରେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

https://www.instagram.com/tv/B_ta4gqHgD4/?igshid=97zkgngvj5ib

ନିକଟରେ ଏକ ଭିଡିଓ ସେ ଶେୟାର କରିଛନ୍ତି। ଭିଡିଓରେ ସେ ଚୁଲିରେ ଚଣା ମସାଲା ଓ ଭାତ କିପରି ତିଆରି ହେବ ତାହା ଶିଖାଉଛନ୍ତି।

https://www.instagram.com/tv/B_oEt3QnRqp/?igshid=1315jthc2fmtk

ସେ ସହଜରେ ରୋଷେଇ କରୁଥିବା ବେଳେ ଚୁଲି ଲଗାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।

https://www.instagram.com/tv/B_ljlPMHAc9/?igshid=1uu3g8vfummun
ରତନ ଛୋଟପରଦାର ଅତି ପରିଚିତ ନାମ। ସେ ‘ରାଧା କି ବେଟିୟା କୁଛ୍‌ କର୍‌ଦିଖାଏଗୀ’, ‘ଅଗ୍‌ଲେ ଜନମ ମୋହେ ବିଟିୟା ହି କିଯୋ’, ‘ସ୍ବୟମ୍ବର’, ‘ଜୟ ସନ୍ତୋଷୀ ମା’ ଆଦି ଧାରାବାହିକରେ ନଜର ଆସିସାରିଛନ୍ତି।

Comments are closed.