ଘରୁ ବାହାରିଲେ ପ୍ରିୟଙ୍କା ଚୋପ୍ରା!

ମୁମ୍ବାଇ: ସବୁବେଳେ ବ୍ୟସ୍ତ ରହୁଥିବା ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଶୁଟିଂ ନ ଥିବାରୁ ଘରେ ପରିବାର ସହ ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ଏଥିରୁ ବାଦ୍‌ ପଡି ନାହାନ୍ତି। ଏବେ ସେ ତାଙ୍କ ଶାଶୁଘରେ ଲସ୍‌ ଆଞ୍ଜେଲସରେ ଥିବା ବେଳେ ସ୍ବାମୀ ନିକ୍‌ ଜୋନସଙ୍କ ସହ କିଛି କିଛି ଫଟୋ ମଝିରେ ମଝିରେ ସୋସିଆଲ ମିଡିଆରେ ଅପଲୋଡ କରୁଥିବା ଦେଖିବାକୁ ମିଳିଛି।

https://www.instagram.com/p/B-BA-iujURK/?igshid=qeqwpok0q0n7

ତେବେ ଦୀର୍ଘ ୨ ମାସ ପରେ ସେ ପୁଣିଥରେ ବାହାରକୁ ବାହାରିଛନ୍ତି ବୋଲି କହିଛନ୍ତି। ମୁହଁରେ ମାସ୍କ ପିନ୍ଧିଥିବା ଏକ ଫଟୋ ଶେୟାର କରି ପ୍ରିୟଙ୍କା ଏହା କହିଛନ୍ତି। ହେଲେ ସେ କାହିଁକି ବାହାରକୁ ବାହାରିଛନ୍ତି ତାହା ସ୍ପଷ୍ଟ କରି ନାହାଁନ୍ତି। ତାଙ୍କର ମାସ୍କ ପିନ୍ଧା ଫଟୋ ଦେଖିବା ପରେ ଅନେକ ଲୋକ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

https://www.instagram.com/p/CAEEdoljpYy/?igshid=1s845dyszp19l

ସେ ଯାହା ହେଉ ପ୍ରିୟଙ୍କା ଯେ ଏକ ଜରୁରୀ କାମରେ ବାହାରିଛନ୍ତି ତାହା ଅନେକେ ଅନୁମାନ ଲଗାଇଛନ୍ତି।

Comments are closed.