ମାଓବାଦୀ ପାଳୁଛନ୍ତି ‘ପିଏଲଜୀଏ’ ସପ୍ତାହ

ସମୟ ଲାଇଭ୍‍,୨/୧୨: ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ‘ପିଏଲ୍‍ଜୀଏ’ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ପାଇଁ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କୁଡ଼ାକଡ଼ି କରାଯାଇଛି। ସେହିପରି କୋରାପୁଟ ଓ ରାୟଗଡ଼ା ଆଦି ସ୍ଥାନକୁ ବସ୍‍ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ର୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତେବେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପିଏଏ୍‍ଜିଏ ସପ୍ତାହ ପାଳନରେ ସହଯୋଗ କରିବା ପାଇଁ ଲାଲବାହିନୀ ସୂଚନା ଦେଇଛି।

Comments are closed.