ବାଡି଼ ବଗିଚାରେ ଚାଷପାଇଁ ଏମିତି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ଖତ

ସମୟ ଲାଇଭ୍‍,୩୦/୧୧: ପ୍ରଥମେ ଏକ ଗଭୀର ଗାତ ଖୋଳନ୍ତୁ ।ଏହାପରେ ଏକ ସ୍ତରରେ ନଡ଼ା ପକାନ୍ତୁ ,ଏହାପରେ ଗୋବର ଏବଂ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ପକାଇ ଭଲଭାବରେ ଏହି ଗର୍ତ୍ତକୁ ପୋତି ଦିଅନ୍ତୁ । କିଛିଦିନପରେ ଏହା ଖତ ଭାବରେ ପ୍ରସ୍ତୁତ ହୋଇଯିବ । ଏହି ଖତକୁ ଆପଣ ଯେକୌଣସି ଫସଲରେ ବିନିଯୋଗ କରିପାରିବେ ।
୨ପ୍ରଣାଳୀ- ଧାନ ବା ମୁଗ ଯେ କୌଣସି ସବୁଜ ଫସଲ ସରିବା ପରେ ଅବଶିଷ୍ଟାଅଂଶ ଅଦରକାରି ନଡ଼ା ବା ଖାଡ଼ି ଯଦ ଉକ୍ତ ଚାଷ ଜମି ରେ ପୋଡ଼ି ଦିଆଯିବ ଏହା ମଧ୍ୟ ଏକ ସୁନ୍ଧର ପ୍ରାକୃତିକ ଖତ ରୂପେ ବ୍ୟବହାର କରାଯାଇପାରିବ । ଏଥିସହ ଚାଷ ଜମିର ଉର୍ବରତା ବଢ଼ିବ ଏବଂ ଫସଲ ନିଶ୍ଚିତ ଭଲ ହେବ ଆପଣ ମାନେ ଲାଭଦାୟକ ହୋଇପାରିବେ ।

Comments are closed.