ଦୁର୍ଘଟଣାରେ ଆହତଙ୍କୁ ଏବେ ମାଗଣା ଚିକିତ୍ସା ଯୋଗାଇଦେବେ ରାଜ୍ୟ ସରକାର

ସମୟ ଲାଇଭ,୨୯/୧୦:  ଆଉ ହେବାକୁ ପଡିବନି ହନ୍ତସନ୍ତ କି ଅର୍ଥ ଅଭାବରୁ ଯିବନାହିଁ ଜୀବନ। ଦୁର୍ଘଟଣାରେ ଆହତଙ୍କୁ ଏଣିକି ରାଜ୍ୟ ସରକାର ଯୋଗାଇଦେବେ ସବୁ ପ୍ରକାର ସୁବିଧା ସୁଯୋଗ।

Comments are closed.