ଫେବୃଆରୀ ୧୯ରୁ ମାଟ୍ରିକ୍‍ ପରୀକ୍ଷା

ସମୟ ଲାଇଭ୍‍,୨୪/୧୨: ଶିକ୍ଷାବର୍ଷା ୨୦୧୯-୨୦ର ମାଟ୍ରିକ୍‍ ପରୀକ୍ଷା ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଏନେଇ ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୨ ତାରିଖ ଯାଏଁ ହେବାକୁ ଥିବା ପରୀକ୍ଷାରେ ସ୍ୱଚ୍ଛତା ଆଣିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
୧୯ ତାରିଖରେ ମାତୃଭାଷା, ୨୨ ରେ ଦ୍ୱିତୀୟ ଭାଷା ଓ ୨୪ ତାରିଖରେ ତୃତୀୟ ଭାଷାରେ ପରୀକ୍ଷାର୍ଥୀ ପରସକ୍ଷା ଦେବେ। ସେହିପରି ୨୬ ତାରିଖରେ ଗଣିତ, ୨୮ ତାରିଖରେ ସାଧାରଣ ବିଜ୍ଞାନ ଓ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷାରେ ପରୀକ୍ଷା ଅନୁଷ୍ଠିତ ହେବ। ୧ ତାରିଖ ଦିନ ପ୍ରାକ୍ଟିକାଲ ପରୀକ୍ଷା ହେବାକୁଥିôବାବେଳେ ପ୍ରତ୍ୟକ ଦିନ ସକାଳ ୧୦ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ।
ତେବେ ପ୍ରଶ୍ନପତ୍ର ଭାଇରାଲ ଉପରେ ରୋକ୍‍ ଲଗାଇବା ପାଇଁ ପ୍ରଶ୍ନପତ୍ରରେ ସୁରକ୍ଷା କୋଡ଼ ବ୍ୟବହାର କରାଯିବ।

Comments are closed.