ବର୍ଷାରେ ବୁଡ଼ିଲା କୋଣାର୍କ

0

ସମୟ ଲାଇଭ,୨୪/୧୦:  ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡିଲା ଅର୍କକ୍ଷେତ୍ର କୋଣାର୍କ । କୋଣାର୍କ ମନ୍ଦିର ଆଗରେ ଆଣ୍ଠୁଏ ଉଚ୍ଚାର ପାଣି । ଆଉ ପର୍ଯ୍ୟଟକ ମାନେ ହାତରେ ଛତା ଧରି ଏହି ଆଣ୍ଠୁଏ ପାଣିରେ ଦେଖୁଛନ୍ତି ବିଶ୍ୱ ଏ୍ୟତିହ୍ୟ କୋଣାର୍କର ସୋନ୍ଦର୍ଯ୍ୟକୁ । ଏହା ଆଜିର ସମସ୍ୟା ନୁହେଁ ବରଂ ବର୍ଷ ବର୍ଷ ଧରି ଏଭଳି ଅସୁବିଧା ଛପୁଜୁଛି ବର୍ଷା ହେଲେ । ବର୍ଷା କାରଣରୁ ଅଧିକ ପର୍ଯ୍ୟଟକ ଆସିନଥିଲେ ମଧ୍ୟ ଯେତିକି ବୁଲିବାକୁ ଆସିଛନ୍ତି ଏହି ସବୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

Leave A Reply

Your email address will not be published.