ଡୋପ ଟେଷ୍ଟରେ ଧରା ପଡିଲେ ଅନ୍ତର୍ଜାତୀୟ ଭାରୋତ୍ତଳକ କେ. ରବି କୁମାର

ସମୟ ଲାଇଭ,୫/୧୧: ୪ବର୍ଷ ବାସନ୍ଦ ହେଲେ ଓଡ଼ିଆ ଭାରୋତ୍ତଳୋକ କେ. ରବି କୁମାର। ଡୋପ ଟେଷ୍ଟରେ ଧରା ପଡିଲେ ଅନ୍ତର୍ଜାତୀୟ ଭାରୋତ୍ତନିଜର ଳକ କେ. ରବି କୁମାର। ତେଣୁ ତାଙ୍କୁ ୪ ବର୍ଷ ବାସନ୍ଦ କରିଛି ନାଡା। ଡୋପିଂ ନିୟମକୁ ଉଲଂଘନ କରିବା ଅଭିଯୋଗରେ କେ ରବିକୁମାରଙ୍କ ସମେତ ଦେଶର ପ୍ରାୟ ୨୫ ଜଣ ଖେଳାଳିଙ୍କ ଉପରେ ଏହି ବାସନ୍ଦାଦେଶ ଲଗାଇଛି ନାଡା । ନିଜର ମୂତ୍ର ନମୁନା ପରୀକ୍ଷାବେଳେ ଧରା ପଡିଥିେଏ କେ. ରବି କୁମାର। ତାଙ୍କ ଅଜାଣତରେ ଏପରି ହୋଇଥିଲା ବୋଲି ନାଡାକୁ ଜଣାଇଛନ୍ତି କେ. ରବି କୁମାର। ଏହି ମାମଲା ଏବେ ବିଚାରାଧିନ ଥିବା ବେଳେ ଖୁବଶୀଘ୍ର ତାଙ୍କୁ ନ୍ୟାୟ ମିଳିବ ବୋଲି ରବି କୁମରେ ଆଶ ରଖିଛନ୍ତି।

Comments are closed.