ହାତରୁ ଦି ହାତ ହେଲେ ଝିଲିକ

ସମୟ ଲାଇଭ,୧୨/୩ : ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କଙ୍କ ପୁତ୍ର ପ୍ରିତିରଞ୍ଜନ ଘଡାଇ ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଛନ୍ତି । ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି ଉଭୟଙ୍କ ବିବାହ ।

ତେବେ ଉଭୟଙ୍କ ବିବାହ ଫଟୋ ଅଭିନେତ୍ରୀ ଝିଲିକ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରି ସମସ୍ତଙ୍କର ଆଶୀର୍ବାଦ କାମନା କରିଛନ୍ତି | ତେବେ ଏହି ନବବିବାହିତ ଦମ୍ପତିଙ୍କୁ ବିବାହ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି |

Comments are closed.