୧୦.୫.୨୦୨୬, ରବିବାର

ଜ୍ୟେଷ୍ଠ କୃଷ୍ଣପକ୍ଷ ଅଷ୍ଟମୀ

୧୦.୫.୨୦୨୬, ରବିବାର
Ipsita Picture
By: Ipsita
Published On

 
ମେଷ: ଧନଲାଭ, କାର୍ଯ୍ୟରେ ସଫଳ, ସମ୍ମାନବୃଦ୍ଧି, ଶୁଭଖବର, ଭୂସମ୍ପତ୍ତି ଲାଭ, ଦୂରଯାତ୍ରା, ଶରୀର ସୁସ୍ଥ, ନୂତନ ନିଯୁକ୍ତି, ଶତ୍ରୁ ପରାଜିତ, ଅର୍ଥଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୧, ଆରାଧନା-ମହାଲକ୍ଷ୍ମୀ।
ବୃଷ: ସମ୍ମାନଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭଖବର, ଆଶାରେ ବିଳମ୍ବ, ଶରୀର ସୁସ୍ଥ, ଦେବକାର୍ଯ୍ୟରେ ସଫଳ, ଶତ୍ରୁ ସମସ୍ୟା, ସମ୍ପତ୍ତିଚିନ୍ତା, ବିଦ୍ୟାରେ ସଫଳ, କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା- ଭଗବାନ ବିଷ୍ଣୁ।
ମିଥୁନ:   ଗୃହେ ଉତ୍ସବ, ଅର୍ଥସମସ୍ୟା, ଶରୀର ସୁସ୍ଥ, ମାନସିକ ଅଶାନ୍ତି, ଦାମ୍ପତ୍ୟ କଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା, ବନ୍ଧୁଲାଭ, ଅତିିଥି ଚର୍ଚ୍ଚା, ସମ୍ମାନହାନି, ଗୃହେ ସମସ୍ୟା, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ମା’ ମଙ୍ଗଳା୤
କର୍କଟ: ‌ଧନବ୍ୟୟ, ମନସ୍ତାପ, ଶାରୀରିକ ସମସ୍ୟା, ଦ୍ରବ୍ୟନଷ୍ଟ, ବିଶିଷ୍ଠ କାର୍ଯ୍ୟରେ ଲାଭ, ନୂତନ କର୍ମଆରମ୍ଭ, ଜମିଜମା ଗଣ୍ଡଗୋଳ, ଗାଡ଼ିଚାଳନାରେ ସାବଧାନ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮,  ଆରାଧନା-ମା’ ବଗଳାମୁଖୀ।
ସିଂହ: ଦ୍ରବ୍ୟଲାଭ, ଆଶା ସଫଳ, ସମ୍ମାନପ୍ରାପ୍ତି, ସମସ୍ୟାମୁକ୍ତ, ନୂତନ କାର୍ଯ୍ୟରେ ଲାଭ, ଶୁଭଖବର, କର୍ମକ୍ଷେତ୍ରେ ଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ଦାମ୍ପତ୍ୟ ସୁଖ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭,  ଆରାଧନା-ମା’ ଭଗବତୀ।
କନ୍ୟା: ମାନସମ୍ମାନ ବୃଦ୍ଧି, ଆର୍ଥିକଖୁସି, ସମ୍ପତ୍ତିଲାଭ, ଦ୍ରବ୍ୟପ୍ରାପ୍ତି, ଭ୍ରାତୃଭଗ୍ନୀଙ୍କ ସମସ୍ୟା, ଶରୀର ସୁସ୍ଥ, ସନ୍ତାନଲାଭ, ଯାତ୍ରାରେ ସଫଳତା, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ଉମାମହେଶ।
ତୁଳା:  ବାନ୍ଧମୀକଷ୍ଟ, ଶତ୍ରୁସମସ୍ୟା, ଆଶାରେ ବାଧା, ମାନସିକ କ୍ଲେଶ, ବ୍ୟବସାୟରେ ଲାଭ,ଶୁଭକାର୍ଯ୍ୟରେ ଶାନ୍ତି, ଶରୀର ସୁସ୍ଥ, ବନ୍ଧୁସାହାଯ୍ୟ, ନୂତନ କାର୍ଯ୍ୟ ଆରମ୍ଭ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବିଛା:   କାର୍ଯ୍ୟରେ ଅସନ୍ତୋଷ, ଶୁଭଖବରରେ ବିଳମ୍ବ, ଶତ୍ରୁବୃଦ୍ଧି, ଯାତ୍ରାରେ କଷ୍ଟ, ଶରୀର ସୁସ୍ତ, ସମ୍ମାନବୃଦ୍ଧି, ଦ୍ରବ୍ୟନଷ୍ଟ, ବାକିଧନ ପ୍ରାପ୍ତି, ନୂତନ କାର୍ଯ୍ୟରେ ଲାଭ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗଖ-ଖଇରୀ ସଂଖ୍ୟା-୪, ଆରାଧନା-ପ୍ରଭୁ ଜଗନ୍ନାଥ। 
ଧନୁ: ଆୟବୃଦ୍ଧି, ବନ୍ଧୁଦର୍ଶନ, ଦେବକାର୍ଯ୍ୟରେ ସନ୍ତୋଷ, ଶତ୍ରୁ ପରାଜିତ, ଦ୍ରବ୍ୟଲାଭ, ଦୂରଯାତ୍ରାରେ ଲାଭ, ଭ୍ରାତୃସ୍ନେହ, ମାମଲା ସମାଧାନ, କର୍ମକ୍ଷେତ୍ରେ ଶାନ୍ତି, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଲୋକନାଥ। 
ମକର: ସୁସମ୍ବାଦ, ଅତିଥିଚର୍ଚ୍ଚା, ସମ୍ମାନପ୍ରାପ୍ତି, ଅର୍ଥସମସ୍ୟା, ପାରିବାରିକ କଳହ, ଦାମ୍ପତ୍ୟ ଖୁସି, ତୀର୍ଥଯାତ୍ରା, ଦ୍ରବ୍ୟଲାଭ, କ୍ରୟବିକ୍ରୟ, ପଦବୀଲାଭ, ପୁରାତନ ବିବାଦ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭, ଆରାଧନା-ମା’ ଲକ୍ଷ୍ମୀ।
କୁମ୍ଭ: ‌ ଆଭୂଷଣ ପ୍ରାପ୍ତି, ମାନସିକ ଲାଭ, ଶୁଭକାର୍ଯ୍ୟରେ ଆଗ୍ରହ, ପାରିବାରିକ ଶତ୍ରୁତା, ବ୍ୟକ୍ତି ସହାୟତା, ରାଜସମ୍ମାନ ଯୋଗ, ସମ୍ପତ୍ତିଲାଭ, ମାମଲାସମାଧାନ, ଉଚ୍ଚଆଶା ପୂର୍ଣ୍ଣ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା-ମା’ କିଚକେଶ୍ବରୀ।
ମୀନ: ମନସ୍ତାପ, କାର୍ଯ୍ୟ ବିଫଳ, ଦାମ୍ପତ୍ୟଖୁସି, ପିଲାଙ୍କ ସମସ୍ୟା, ସମ୍ପର୍କରେ ବାଧା, ଅର୍ଥଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଅତିଥି ଚର୍ଚ୍ଚା, ଶରୀର ସୁସ୍ଥ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୩, ଆରାଧନା- ମା’ ଜଗଦ୍ଧାତ୍ରୀ।

Tags: