୮.୫.୨୦୨୬, ଶୁକ୍ରବାର

ଜ୍ୟେଷ୍ଠ କୃଷ୍ଣପକ୍ଷ ଷଷ୍ଠୀ

 ୮.୫.୨୦୨୬, ଶୁକ୍ରବାର
Ipsita Picture
By: Ipsita
Published On

 

 

ମେଷ: ମାନସିକ ଶାନ୍ତି, ଦୂରଯାତ୍ରା ସଫଳ, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚବ୍ୟକ୍ତିଙ୍କ ସହାୟତା, ପାରିବାରିକ ଖୁସି, ଶତ୍ରୁ ସମସ୍ୟା, ଶୁଭକାର୍ଯ୍ୟରେ ବିଳମ୍ବ, ଶରୀର ସୁସ୍ଥ, ନୂତନ କର୍ମେ ନିଯୁକ୍ତି, ଦ୍ରବ୍ୟଲାଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-, ଆରାଧନା-ମାଭଗବତୀ

ବୃଷ: ନୂତନ ଦ୍ରବ୍ୟ କ୍ରୟ, କର୍ମକ୍ଷେତ୍ରେ ଉନ୍ନତି, ପାରିବାରିକ ସୁଖ, ଗୃହନିର୍ମାଣ, ଦୂରଯାତ୍ରା,  ନୂତନ ବନ୍ଧୁଲାଭ, ଶତ୍ରୁ ପରାଜିତ, ବହୁ ପରିଶ୍ରମ, ସନ୍ତାନ ଖୁସି, ଲୋକସମ୍ପର୍କ ବୃଦ୍ଧି, ଦେବକାର୍ଯ୍ୟରେ ଅାନନ୍ଦ, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ

ମିଥୁନ:   ଆର୍ଥିକ ପ୍ରଗତି, ସାମାନ୍ୟ କଳହ, ସନ୍ତାନ ସମସ୍ୟା, କର୍ମକ୍ଷେେତ୍ର ସ୍ବଳ୍ପ ଖୁସି,  ବ୍ୟବସାୟରେ ସ୍ବଳ୍ପ ଲାଭ, ଦ୍ରବ୍ୟକ୍ରୟ, ନୂତନ ନିଯୁକ୍ତି, ପୁରାତନ ସମସ୍ୟାରୁ ମୁକ୍ତି, ଶରୀର ସୁସ୍ଥ, ଶତ୍ରୁସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଗ୍ରାମଦେବତୀ

କର୍କଟ: ଆତ୍ମବିଶ୍ବାସ ବୃଦ୍ଧି, ଧନଲାଭ, କର୍ମକ୍ଷେତ୍ରେ ସଫଳ, ନୂତନ କାର୍ଯ୍ୟ ଅାରମ୍ଭ, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟ ଖୁସି, ପାରିବାରିକ ସହଯୋଗ, ବିଦ୍ୟାରେ ସଫଳ, ଉଚ୍ଚଆଶା ସଫଳ, ନୂତନ ବନ୍ଧୁଲାଭ, ଶରୀର ସୁସ୍ଥ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-,  ଆରାଧନା-ପ୍ରଭୁ ହନୁମାନ

ସିଂହ: ଶୁଭକାର୍ଯ୍ୟରେ ଧନବ୍ୟୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାନସିକ ଶାନ୍ତି, କାର୍ଯ୍ୟ ସଫଳ, ଲୋସମ୍ପର୍କ ବୃଦ୍ଧି, ପୁରାତନ ରୋଗ ଦେଖାଦେବ, ଅତିଥÒ ସତ୍କାର, ଦ୍ରବ୍ୟପ୍ରାପ୍ତି, ଶୁଭଖବର, ବନ୍ଧୁ ସହଯୋଗ, ବିଦ୍ୟାରେ ସଫଳତା, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ଲକ୍ଷ୍ମୀନାରାୟଣ

କନ୍ୟା: ସମ୍ମାନଲାଭ, ଶୁଭଖବର, ସୁମିଷ୍ଠ େଭାଜନ, ନିଯୁକ୍ତିଲାଭ, ସମସ୍ୟା ସମାଧାନ, ଶରୀର ସୁସ୍ଥ, ଦୂରଯାତ୍ରାରେ ଲାଭ, ଶତ୍ରୁ ପରାଜିତ, ନୂତନ କାର୍ଯ୍ୟ ଅାରମ୍ଭ, ଦାମ୍ପତ୍ୟଖୁସି,  ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୦, ଆରାଧନା-ଭଗବାନ ବିଷ୍ଣୁ

ତୁଳା: ମାନସିକ ଅଶାନ୍ତି, ଅର୍ଥସମସ୍ୟା, କର୍ମକ୍ଷେତ୍ରେ ସମସ୍ୟା, ଉତ୍ସବପାଇଁ ଦୂରଯାତ୍ରା,  ବ୍ୟବସାୟରେ ସ୍ବଳ୍ପ ଲାଭ, ବିଭିନ୍ନ କାର୍ଯ୍ୟରେ ବିଳମ୍ବ, ସନ୍ତାନଖୁସି, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା- ଶ୍ରୀ ଗଣେଶ

ବିଛା:   ବନ୍ଧୁଲାଭ, ବିବାଦ ସମାଧାନ, ସୁସମାଚାର, ଭୂସମ୍ପତ୍ତିଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ଦାମ୍ପତ୍ୟ ଖୁସି, ନୂତନ ନିଯୁକ୍ତି, ବିଶିଷ୍ଠ କାର୍ଯ୍ୟରେ ଶାନ୍ତି, ବ୍ୟବସାୟିକ ଖୁସି, ବିଦ୍ୟାରେ ସଫଳତା, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ: ଖୁସିଖବର, ନୂତନ କାର୍ଯ୍ୟ ଅାରମ୍ଭ, ଅର୍ଥସମସ୍ୟା, ଶରୀର ଅସୁସ୍ଥ, ନୂତନ ବନ୍ଧୁଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୁରୁଜନେ ଖୁସି, ଲୋକସମ୍ପର୍କ ହାନି,  ପରିବାରରେ ବିଦ୍ରୋହ, ଦ୍ରବ୍ୟ କ୍ରୟ ବିକ୍ରୟ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ନୃସିଂହ

ମକର: କର୍ମକ୍ଷେତ୍ରେ ଅଶାନ୍ତି, ନୂତନ ସମସ୍ୟା, ଲୋକସମ୍ପର୍କରେ ଉନ୍ନତି, ବ୍ୟବସାୟରେ ମାନ୍ଦା, ଶତ୍ରୁସମସ୍ୟା, ହେବା କାର୍ଯ୍ୟରେ ବିଳମ୍ବ, ଯାତ୍ରାରେ ସତର୍କ, ବିଦ୍ୟାରେ ଅସଫଳ,  ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ମାଗୌରୀ

କୁମ୍ଭ: ଅପମାନଯୋଗ, କର୍ମେ ଅଶାନ୍ତି, ଶରୀର ସୁସ୍ଥ, ମୋକଦ୍ଦମାରେ କଷ୍ଟ, କର୍ମକ୍ଷେତ୍ରେ ସମସ୍ୟା, ବିଦ୍ୟାରେ ଅସଫଳ, ନୂତନ କର୍ମେ ଖୁସି, ବିଶିଷ୍ଠ ବ୍ୟକ୍ତି ସହାୟତା, ଅର୍ଥସମସ୍ୟା ବନ୍ଧୁଗୃହେ ଯାତ୍ରା, ଦ୍ରବ୍ୟକ୍ରୟ, ଅନୁଷ୍ଠାନରୁ ଲାଭ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

Tags: