୭.୫.୨୦୨୬, ଗୁରୁବାର
ବୈଶାଖ କୃଷ୍ଣପକ୍ଷ ପଞ୍ଚମୀ
ମେଷ: ଯାତ୍ରାରେ ଶୁଭ, ମନ ପ୍ରଫୁଲ୍ଲ, ଶରୀର ସୁସ୍ଥ, ଶୁଭକାର୍ଯ୍ୟରେ ଧନବ୍ୟୟ, ଶତ୍ରୁ ସମସ୍ୟା, ଦୂରସ୍ଥାନେ ସତର୍କ, ଆଶାରେ ସଫଳ, ଚିନ୍ତାଶୂନ୍ୟ, ବିଦ୍ୟାରେ ସଫଳତା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ।
ବୃଷ: ଶତ୍ରୁ ପରାଜିତ, ଅର୍ଥଲାଭ, ନୂତନ କାର୍ଯ୍ୟରେ ସଫଳ, ଦୂରଯାତ୍ରାରେ ଖୁସି, କାର୍ଯ୍ୟରେ ସଫଳତା, ସନ୍ତାନଲାଭ, ସ୍ବାସ୍ଥ୍ୟସମସ୍ୟା, ଦାମ୍ପତ୍ୟ ଖୁସି, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ବ୍ୟବସାୟରେ ବ୍ୟସ୍ତ, ଶତ୍ରୁ ସମସ୍ୟା, ମାନସିକ କ୍ଲେଶ, ଧନଲାଭ, ପୁରାତନ ଦ୍ରବ୍ୟଲାଭ, ମାଲିମୋକଦ୍ଦମା, ବିଦ୍ୟାରେ ସଫଳ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ।
କର୍କଟ: ଯନ୍ତ୍ରଣାବୃଦ୍ଧି, ବ୍ୟବସାୟରେ ଶତ୍ରୁତା, କାର୍ଯ୍ୟରେ ଅସ୍ଥିର, ଉପରିସ୍ଥ ଅଧିକାରୀଙ୍କ ସହାୟତା, ଯାନବାହନେ ସତର୍କ, ନୂତନ କାର୍ଯ୍ୟାରମ୍ଭ, ଦାମ୍ପତ୍ୟ ଖୁସି, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା-ଲକ୍ଷ୍ମୀନାରାୟଣ।
ସିଂହ: କାର୍ଯ୍ୟରେ ସଫଳ, ଦୂରଯାତ୍ରା, ନୂତନ ବନ୍ଧୁଲାଭ, ଦାମ୍ପତ୍ୟ ଖୁସି, ଶତ୍ରୁ ପରାଜିତ, ସୁମିଷ୍ଠ ଭୋଜନ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଶ୍ରୀରାମ।
କନ୍ୟା: ବନ୍ଧୁମିଳନ, ଶୁଭସମାଚାର, ନୂତନ ସମସ୍ୟା, ଚୁକ୍ତିସମ୍ପାଦନ, ଅର୍ଥଲାଭ, ସନ୍ତାନଖୁସି, ବିବାଦମୁକ୍ତ, ଗୁରୁଜନେ ଆଶୀର୍ବାଦ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭୁ ନୃସିଂହ।
ତୁଳା: ଶୁଭକାର୍ଯ୍ୟରେ ଧନବ୍ୟୟ, ବହୁକାର୍ଯ୍ୟରେ ଖୁସି, ସୁସମ୍ବାଦ, ଦୂରଯାତ୍ରା, ଶତ୍ରୁ ସମସ୍ୟା, ବ୍ୟବସାୟରେ ଲାଭ, ପୁରାତନ ମାମଲା ସମାଧାନ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବିଛା: ମାନସିକକ୍ଳେଶ, ଶତ୍ରୁ ପରାଜିତ, କାର୍ଯ୍ୟରେ ବିଳମ୍ବ, ଉଚ୍ଚସ୍ଥାନରୁ ଲାଭ, ଦୂରଯାତ୍ରାରେ ସତର୍କ, ବ୍ୟବସାୟରେ ସ୍ବଳ୍ପ ଲାଭ, ସୁମିଷ୍ଠ ଭୋଜନ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ: ସମ୍ମାନ ବୃଦ୍ଧି, ବ୍ୟବସାୟରେ ଲାଭ, ଆଶା ସଫଳ, ଶତ୍ରୁ ପରାଜିତ, ପାରିବାରିକ କଷ୍ଟ, ଅନୁଷ୍ଠାନରୁ ଖୁସି, ବିଦ୍ୟାରେ ସଫଳ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା-ମା’ ଭଗବତୀ।
ମକର: ପ୍ରସନ୍ନତା, ସୁମିଷ୍ଠ ଭୋଜନ ପ୍ରାପ୍ତି, ଆଶାପୂର୍ତ୍ତି, ବିଶିଷ୍ଠ କାର୍ଯ୍ୟରେ ଅଶାନ୍ତି, ବ୍ୟବସାୟରେ ଲାଭ, ସମ୍ପତ୍ତି କଳହ, ବିଦ୍ୟାରେ ସଫଳ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮, ଆରାଧନା-ମା’ ବିମଳା।
କୁମ୍ଭ: ଚିନ୍ତାଶୂନ୍ୟ, ଅର୍ଥଲାଭ, ବନ୍ଧୁପ୍ରାପ୍ତି, ଦ୍ରବ୍ୟଲାଭ, ପାରିବାରିକ ଖୁସି, ନୂତନ କର୍ମାରମ୍ଭ, ଶତ୍ରୁ ସମସ୍ୟା, ସନ୍ତାନ ଚିନ୍ତା, କିଛି କିଣାକିଣି କରିବେ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୭, ଆରାଧନା-ମା’ ବଗଳାମୁଖୀ।
ମୀନ: ସଫଳତା ପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ ସଫଳ, ସମ୍ମାନ ଲାଭ, ଅର୍ଥଲାଭ, ଦୂରସ୍ଥାନକୁ ଯାତ୍ରା, ଗୃହେ ଉତ୍ସବ, ମାଲିମୋକଦ୍ଦମାରେ ପଡ଼ିପାରନ୍ତି, ଦାମ୍ପତ୍ୟ କଳହ, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୧୦, ଆରାଧନା- ମା’ ଭୁବନେଶ୍ବରୀ।



