୩.୫.୨୦୨୬, ରବିବାର
ବୈଶାଖ କୃଷ୍ଣପକ୍ଷ ଦ୍ବିତୀୟା
ମେଷ: ମାନସିକ ଅବସାଦ, ଦୂରଯାତ୍ରା, ବାଣିଜ୍ୟରେ ସ୍ବଳ୍ପଲାଭ, ଅମୂଲ୍ୟବସ୍ତୁଲାଭ, ବନ୍ଧୁଲାଭ, ନ୍ୟାୟିକ ବ୍ୟବସ୍ତାରେ ଖୁସି, ଅର୍ଥସମସ୍ୟା ଦୂର, ଭୂସମ୍ପତ୍ତିଲାଭ, କର୍ମକ୍ଷେତ୍ରେ ସହଯୋଗ, ବିଦ୍ୟାଲାଭ, ଶରୀର ସୁସ୍ଥ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୪, ଆରାଧନା-ଭଗବାନ ଶଙ୍କର।
ବୃଷ: ଯାନବାହନେ ସତର୍କ, ବ୍ୟବସାୟରେ ମାନ୍ଦା, କାର୍ଯ୍ୟ ଅସଫଳ, ଥଣ୍ଡାଜନିତ ରୋଗ, ଶତ୍ରୁ ଉପଦ୍ରବ, ଅଳ୍ପ ସମସ୍ୟା ସମାଧାନ, ପିଲାଙ୍କଖୁସି, ଅଧିକ ଖର୍ଚ୍ଚ, ମିଷ୍ଠାନ୍ନ ପ୍ରାପ୍ତି, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୩, ଆରାଧନା- ପ୍ରଭୁ ଜଗନ୍ନାଥ।
ମିଥୁନ: ଲୋକସମ୍ପର୍କ ବୃଦ୍ଧି, ଶତ୍ରୁନାଶ, ବିଦ୍ୟାରେ ଉନ୍ନତି, ପାରିବାରିକ ଖୁସି, ବନ୍ଧୁମନାନ୍ତର, ହଠାତ୍ ଦୂରଯାତ୍ରା, କିଛି ସମସ୍ୟା ସମାଧାନ, ତୀର୍ଥାଟନ, ବ୍ୟବସାୟରେ ସ୍ବଳ୍ପଲାଭ, ମାମଲା ସମାଧାନ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ।
କର୍କଟ: ଲୋକସମ୍ପର୍କ, ଅନୁରାଗ ବୃଦ୍ଧି, ଜନସେବା, କର୍ମକ୍ଷେତ୍ରେ ଲାଭ, ଉଚ୍ଚପଦବୀ, ମାନସିକ ଅବସାଦ, ଭୂସମ୍ପତ୍ତି କ୍ରୟ, ବ୍ୟବସାୟରେ ଲାଭ, ଅର୍ଥଆଗମନ, ନୂତନ କାର୍ଯ୍ୟ ପ୍ରତି ଉତ୍ସାହ, ଶରୀର ସୁସ୍ଥ, ଶତ୍ରୁ ପରାଭବ, ଆୟବ୍ୟୟ ସମାନ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୩, ଆରାଧନା-ମହାଲକ୍ଷ୍ମୀ।
ସିଂହ: କଳହ, ମାନସିକ ଅବସାଦ, ଦ୍ବନ୍ଦ୍ବ, ଶତ୍ରୁ ଲାଗିରହିବେ, ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ, ଅର୍ଥସମସ୍ୟା, ବାଣିଜ୍ୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ଦୂରଯାତ୍ରା, ବିଦ୍ୟାରେ ଅବନତି, ବନ୍ଧୁ ସାହାଯ୍ୟ, ମୋକଦ୍ଦମାରେ ପଡ଼ିବେ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମା’ ବଗଳାମୁଖୀ।
କନ୍ୟା: କାର୍ଯ୍ୟରେ ସଫଳ, ଅବସାଦରୁ ମୁକ୍ତି, ଅର୍ଥଲାଭ, ଭୂସମ୍ପତ୍ତିଲାଭ, ବାଣିଜ୍ୟରେ ଲାଭ, ଦୂରଯାତ୍ରା, ଶତ୍ରୁ ପରାଜିତ, ସ୍ବାସ୍ଥ୍ୟ ସମସ୍ୟା, କିଛି ଶୁଭଖବର ରହିବ, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୨, ଆରାଧନା-କୁବେର ଭଗବାନ।
ତୁଳା: ବିଶିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ, ଅର୍ଥସମସ୍ୟାରୁ ମୁକ୍ତି, ଲୋକସମ୍ପର୍କବୃଦ୍ଧି, ବ୍ୟବସାୟରେ ଉନ୍ନତି, ଶରୀର ସୁସ୍ଥ, କାର୍ଯ୍ୟ ସଫଳ, ରାଜଦଣ୍ଡରୁ ମୁକ୍ତି, ଶତ୍ରୁ ପରାଜିତ, ଅଳ୍ପ ସମସ୍ୟା, ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧, ପ୍ରତିକାର- ଭଗବାନ ଆଶୁତୋଷ।
ବିଛା: ଆକସ୍ମିକ ଲାଭ, ଦୂରଯାତ୍ରା,ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ରହିବେ, ରାଜଦଣ୍ଡ, କର୍ମକ୍ଷେତ୍ରେ ସ୍ଥାନାନ୍ତର, ବାଣିଜ୍ୟରେ ସ୍ବଳ୍ପଲାଭ, ଆଶା ପୂରଣ, ଆର୍ଥିକ ସମସ୍ୟା, ଶରୀର ସୁସ୍ଥ, କର୍ମପ୍ରତି ଆଗ୍ରହ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ମା’ ଭଗବତୀ।
ଧନୁ: ଦ୍ରବ୍ୟପ୍ରାପ୍ତି, ଆର୍ଥିକ ଉନ୍ନତି, ବ୍ୟବସାୟରେ ଲାଭ, ଲୋକସମ୍ପର୍କ ବୃଦ୍ଧି, ବିଦ୍ୟାରେ ଲାଭ, ଦୂରସ୍ଥାନକୁ ଯାତ୍ରା, ପରୋପକାର, ଦାମ୍ପତ୍ୟ ଖୁସି, ଶତ୍ରୁ ରହିବେ, ଶରୀର ସୁସ୍ଥ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ , ସଂଖ୍ୟା-୨, ଆରାଧନା-ଲକ୍ଷ୍ମୀନାରାୟଣ।
ମକର: ପ୍ରୀତିହାନି, ମାନସିକ ଅବସାଦ, ବ୍ୟବସାୟ ମଧ୍ୟମ, ଶତ୍ରୁ ପରାଭବ, ଗାଡ଼ିଚାଳନାରେ ସାବଧାନ, ଶରୀର କଷ୍ଟ, କାର୍ଯ୍ୟରେ ବିଳମ୍ବ, ଜମିଜମା ଗଣ୍ଡଗୋଳ, ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୬, ଆରାଧନା-ମା’ ଦକ୍ଷିଣକାଳୀ।
କୁମ୍ଭ: ବନ୍ଧୁସାହାଯ୍ୟ,ଅର୍ଥ ସମସ୍ୟା, ଆକସ୍ମିକ ଦୁର୍ଘଟଣା, ବାଣିଜ୍ୟରେ ଲାଭ, ତୀର୍ଥାଟନ, ବିଦ୍ୟାରେ ଲାଭ, ଲୋକସମ୍ପର୍କ ବୃଦ୍ଧି, ସନ୍ତାନଖୁସି, ଶରୀର ଅସୁସ୍ଥ, ଚାଷ କରିବେ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮, ଆରାଧନା-ବୈଦ୍ୟନାଥ ଅଶ୍ବିନୀ କୁମାର ।
ମୀନ: କର୍ମକ୍ଷେତ୍ରେ ସହଯୋଗ, ବନ୍ଧୁଦର୍ଶନ, ସମସ୍ୟା ସମାଧାନ, ବ୍ୟବସାୟରେ ଲାଭ, ଗୃହଶତ୍ରୁ ରହିବେ, କାର୍ଯ୍ୟ ପ୍ରତି ଏକାଗ୍ରତା, କିଛି କାର୍ଯ୍ୟରେ ବିରୋଧ, ନୂତନ ନିଯୁକ୍ତି, ବିବାଦିତ ରହିବେ, ସନ୍ତାନପ୍ରୀତି ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ ।



