୧.୫.୨୦୨୬, ଶୁକ୍ରବାର

ବୈଶାଖ ଶୁକ୍ଳପକ୍ଷ  ପୂର୍ଣ୍ଣିମା 

୧.୫.୨୦୨୬, ଶୁକ୍ରବାର
Ipsita Picture
By: Ipsita
Published On

 

ମେଷ: ଶରୀର ଅସୁସ୍ଥ, ନୂତନ କାର୍ଯ୍ୟ ଅାରମ୍ଭ, ପାରିବାରିକ େସ୍ନହ, ବନ୍ଧୁଲାଭ, ବ୍ୟବସାୟରେ ମଧ୍ୟମ ଫଳ, ସୁସମାଚାର, ଚୁକ୍ତିସମ୍ପାଦନ, ଶତ୍ରୁ ପରାଜିତ, ଦାମ୍ପତ୍ୟ ଖୁସି, ଯାତ୍ରାରେ ସତର୍କ, ଶୁଭକାର୍ଯ୍ୟରେ ଧନଖର୍ଚ୍ଚ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳାଚେକ୍, ସଂଖ୍ୟା-, ଆରାଧନା-ମାମାଣିକେଶ୍ବରୀ

ବୃଷ: ଆର୍ଥିକ ଉନ୍ନତି, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ ବନ୍ଧୁଲାଭ, ଉଚ୍ଚକାର୍ଯ୍ୟରେ ବିଳମ୍ବ, ଶରୀର ସୁସ୍ଥ, ତୀର୍ଥାଟନ, ହଠାତ୍ ଯାତ୍ରା ସ୍ଥଗିତ, ସମ୍ପତ୍ତି ବିବାଦ, ବାହ୍ୟଶତ୍ରୁ ପରାଜିତ, ସନ୍ତାନଖୁସି, ପାରିବାରିକ ସହଯୋଗ, କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ମିଥୁନ:   ଅର୍ଥଲାଭ, ଶୁଭଖବର, ନୂତନ ବନ୍ଧୁଲାଭ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ବିଶିଷ୍ଠ ବ୍ୟକ୍ତି ସହାୟତା, ମାମଲା ସମାଧାନ, ଗୃହଶତ୍ରୁ ଲାଗି କଷ୍ଟ, କର୍ମକ୍ଷେତ୍ରେ  ପ୍ରଶଂସା, ଶରୀର ସୁସ୍ଥ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

କର୍କଟ: ମାନସିକ ଦ୍ବନ୍ଦ୍ବ, କାର୍ଯ୍ୟରେ ସହଯୋଗ, ଶୁଭଖବର, େଲାକସମ୍ପର୍କ, ବିବାଦ ସମାଧାନ, ଉଚ୍ଚକାର୍ଯ୍ୟରେ ଅଶାନ୍ତି, ଦ୍ରବ୍ୟପ୍ରାପ୍ତି, ବ୍ୟବସାୟରେ ଶତ୍ରୁତା, ଶରୀର ସୁସ୍ଥ, ସନ୍ତାନ ସମସ୍ୟା, ଜମି ଗଣ୍ଡଗୋଳ, ବ୍ୟକ୍ତି ସହାୟତା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣୀ, ସଂଖ୍ୟା-, ଆରାଧନା-ପ୍ରଭୁ ଲିଙ୍ଗରାଜ

ସିଂହ: ଯାତ୍ରାରେ କଷ୍ଟ, ଶରୀର ଅସୁସ୍ଥ, ସନ୍ତାନ କଷ୍ଟ, ନୂତନ େଯାଜନା ସଫଳ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗାଡ଼ିଚାଳନାରେ ସାବଧାନ, ବିଶିଷ୍ଠ ବ୍ୟକ୍ତିଙ୍କ ସାକ୍ଷାତ, ଥକାପଣ, ଅର୍ଥସମସ୍ୟା, ବିଦ୍ୟାଲାଭ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

କନ୍ୟା: ଲୋକସମ୍ପର୍କ ବୃଦ୍ଧି, ଶୁଭକାର୍ଯ୍ୟରେ ଅଗ୍ରଗତି, ନୂତନ ଚୁକ୍ତି, ଅର୍ଥଲାଭ, ଶତ୍ରୁ ପରାଜିତ, ସ୍ବାସ୍ଥ୍ୟରେ ଉନ୍ନତି, ଅଚାନକ ଦୂରଯାତ୍ରା, ବ୍ୟବସାୟରେ ସ୍ବଳ୍ପ ଲାଭ, ବିଦ୍ୟାଲାଭ, ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନାରାୟଣ

ତୁଳା: ବନ୍ଧୁସହଯୋଗ, ନୂତନ େଯାଜନା ସଫଳ, ଶରୀର ସୁସ୍ଥ, ସନ୍ତାନଖୁସି, ଦୂରଯାତ୍ରା, ବ୍ୟବସାୟରେ ଉନ୍ନତି, ବିବାଦ ସମାଧାନ, ଉଚ୍ଚଆଶା ସଫଳ, ସୁସମାଚାର, ଦ୍ରବ୍ୟଲାଭ, ଯାନବାହନ କ୍ରୟ, ବିଦ୍ୟାରେ ସଫଳ, ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ପ୍ରତିକାର- ଗୋସେବା କରନ୍ତୁ

ବିଛା: ସନ୍ତାନ ସମସ୍ୟା, ବିଶିଷ୍ଠ କାମରେ ଅାନନ୍ଦ, ଅନୁଷ୍ଠାନରୁ ଲାଭ, ଦୂରଯାତ୍ରା ସଫଳ, ବିଦ୍ୟାରେ ସଫଳ, ଶତ୍ରୁ ସମସ୍ୟା, କିଛି କାର୍ଯ୍ୟରେ ବିବାଦ, ସମ୍ପତ୍ତି ସମସ୍ୟା, ନୂତନ କାର୍ଯ୍ୟ ଅାରମ୍ଭ, ଅର୍ଥଲାଭ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ଭଗବାନ ବିଷ୍ଣୁ

ଧନୁ: ମାନସିକ ଶାନ୍ତି, କାର୍ଯ୍ୟ ସଫଳ, ଆଶାପୂର୍ଣ୍ଣ, ଦାମ୍ପତ୍ୟ ଖୁସି, ପାରିବାରିକ ସମସ୍ୟା, ନୂତନ କର୍ମଲାଭ, ଅାର୍ଥିକକଷ୍ଟ, ଶତ୍ରୁ ପରାଜିତ, ସନ୍ତାନଲାଭ, ବିଦ୍ୟାରେ ସଫଳତା, ଦୂରଯାତ୍ରାରେ ଲାଭ, ସମ୍ପତ୍ତିଲାଭ,  ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୦, ଆରାଧନା- ପ୍ରଭୁ ହନୁମାନ

ମକର: କାର୍ଯ୍ୟରେ ପ୍ରଶଂସା, ଅର୍ଥଲାଭ, ଶତ୍ରୁସମସ୍ୟା, ଯାତ୍ରାରେ କଷ୍ଟ, ହଠାତ୍ ଧନଲାଭ, ବିଶିଷ୍ଠ କାର୍ଯ୍ୟରେ ଅଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ସୁମିଷ୍ଠ େଭାଜନ,  ବିଦ୍ୟାରେ ସଫଳତା, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-,  ଆରାଧନା-ମହାଲକ୍ଷ୍ମୀ

କୁମ୍ଭ: ଧର୍ମକାର୍ଯ୍ୟରେ ଯୋଗଦାନ, ମାନସିକ ଶାନ୍ତି, ବନ୍ଧୁଲାଭ, ଦ୍ରବ୍ୟପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ ଲାଭ, ସମ୍ପତ୍ତିଲାଭ, ନୂତନ କାର୍ଯ୍ୟ ଅାରମ୍ଭ, ସମ୍ମାନ ବୃଦ୍ଧି, ଅାଶା ସଫଳ, ଶରୀର ସୁସ୍ଥ, ଅର୍ଥ ସମସ୍ୟା ସମାଧାନ, ସନ୍ତାନ ଖୁସି, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣୀ, ସଂଖ୍ୟା-୧୧, ଆରାଧନା- ଭଗବାନ ଶଙ୍କର

Tags: