୩୦.୪.୨୦୨୬, ଗୁରୁବାର
ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ
ମେଷ: ଖୁସିଖବର,ବ୍ୟବସାୟରେ ସ୍ବଳ୍ପ ଲାଭ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ଶୁଭକାର୍ଯ୍ୟରେ ଧନଖର୍ଚ୍ଚ, ନୂତନ ବନ୍ଧୁଲାଭ, ବିଦ୍ୟାରେ ସଫଳ, ଦ୍ରବ୍ୟଲାଭ, ଶତ୍ରୁ ସମସ୍ୟା, ଦାମ୍ପତ୍ୟ କଳହ, ବ୍ୟକ୍ତି ସହାୟତା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ମହାଲକ୍ଷ୍ମୀ।
ବୃଷ: ନୂତନ ଆୟ, ବିଶିଷ୍ଠ କାର୍ଯ୍ୟରେ ଅନୁତାପ, ବ୍ୟବସାୟିକ ଖୁସି, ସମ୍ପତ୍ତିଲାଭ, ଉତ୍ସବ ପ୍ରତି ଆଗ୍ରହ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ପାରିବାରିକ ସହାୟତା, ଅର୍ଥଲାଭ, ଯାତ୍ରାରେ ସାବଧାନ, ନୂତନ ବନ୍ଧୁଲାଭ, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ମା’ ଭଗବତୀ।
ମିଥୁନ: ଶତ୍ରୁ ସମସ୍ୟା, ଅଯଥା କଷ୍ଟ, ବ୍ୟକ୍ତି ସହାୟତା, ଦୂରଯାତ୍ରା ସଫଳ, ମାଲିମୋକଦ୍ଦମା, ନୂତନ ସମସ୍ୟା, ବ୍ୟବସାୟିକ କଷ୍ଟ, କ୍ରୟବିକ୍ରୟ, କର୍ମକ୍ଷେତ୍ରେ ଅଶାନ୍ତି, ଆର୍ଥିକ ଚିନ୍ତା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ।
କର୍କଟ: ଶୁଭକାର୍ଯ୍ୟରେ ଧନବ୍ୟୟ, ଅତିଥି ସତ୍କାର, ସମ୍ମାନପ୍ରାପ୍ତି, ଦୂରଯାତ୍ରା, ବନ୍ଧୁଲାଭ, ମୋକଦ୍ଦମାରେ ବିଜୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ସମ୍ପତ୍ତି ମାମଲା, ସନ୍ତାନଖୁସି, ବିଦ୍ୟାରେ ସଫଳ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୯, ଆରାଧନା-ଗଣେଶ ଭଗବାନ।
ସିଂହ: ବନ୍ଧୁ ସାହାଯ୍ୟ, ଶରୀର ସୁସ୍ଥ, ଲୋକସମ୍ପର୍କରେ ଉନ୍ନତି, ଆର୍ଥିକଲାଭ, ନୂତନ ଖବର, ଦୂରଯାତ୍ରାରେ ସତର୍କ, ପୁରାତନ ମାମଲାରେ କଷ୍ଟ, ବାନ୍ଧବୀ ଲାଭ, ବିଦ୍ୟାରେ ସଫଳତା, ଦାମ୍ପତ୍ୟ କଳହ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା-ମା’ ଭୁବନେଶ୍ବରୀ।
କନ୍ୟା: ଆୟ ବୃଦ୍ଧି, ଶୁଭଖବର, ନୂତନ ନିଯୁକ୍ତି, ବ୍ୟବସାୟରେ ଲାଭ, ଦ୍ରବ୍ୟପ୍ରାପ୍ତି, ଶରୀର ସୁସ୍ଥ, ସମ୍ମାନଲାଭ, ନୂତନ ବାଣିଜ୍ୟଲାଭ, ସମ୍ପତ୍ତିଲାଭ, ଅନୁଷ୍ଠାନରୁ ଲାଭ, ସୁମିଷ୍ଠ ଭୋଜନ, ବିଦ୍ୟାରେ ସଫଳ, ଦାମ୍ପତ୍ୟ ଖୁସି, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ନାରାୟଣ।
ତୁଳା: ଶାନ୍ତିପ୍ରଦ, ସୁସମାଚାର, ସନ୍ତାନଖୁସି, ବନ୍ଧୁସାହାଯ୍ୟ, ନୂତନ କାର୍ଯ୍ୟ ଆରମ୍ଭ, ଅନୁଷ୍ଠାନରୁ ଖୁସି, ବ୍ୟବସାୟରେ ସ୍ବଳ୍ପ ଲାଭ, କିଛି ମାମଲାରେ ପଡ଼ିବେ, କର୍ମକ୍ଷେତ୍ରେ ବହୁ ପରିଶ୍ରମ, ଆଶାରେ କଷ୍ଟ, ବିଦ୍ୟାରେ ଅସଫଳ, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ପ୍ରଭୁ ଲିଙ୍ଗରାଜ।
ବିଛା: ବନ୍ଧୁଲାଭ,ବିବାଦ ସମାଧାନ, ସୁସମାଚାର, ଭୂସମ୍ପତ୍ତି ଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ଭ୍ରାତୃ ଭଗ୍ନୀଙ୍କ ସହାୟତା, ଦାମ୍ପତ୍ୟ ଖୁସି, ନୂତନ ନିଯୁକ୍ତି, ବିଶିଷ୍ଠ କାର୍ଯ୍ୟରେ ଖୁସି, ବ୍ୟବସାୟିକ ଖୁସି, ବିଦ୍ୟାରେ ସଫଳତା, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ: ଖୁସିଖବର, ନୂତନ କାର୍ଯ୍ୟ ଅାରମ୍ଭ, ଅର୍ଥ ସମସ୍ୟା, ଶରୀର ଅସୁସ୍ଥ, ନୂତନ ବନ୍ଧୁଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୁରୁଜନେ ଖୁସି, ଲୋକସମ୍ପର୍କ ହାନି, ପରିବାରରେ ବିଦ୍ରୋହ, ଦ୍ରବ୍ୟକ୍ରୟ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-ପ୍ରଭୁ ନୃସିଂହ
ମକର: କର୍ମେକ୍ଷେତ୍ରେ ଅଶାନ୍ତି, ଆଶାରେ କଷ୍ଟ, ନୂତନ ସମସ୍ୟା, ଗୃହେ ସହଯୋଗ, ଲୋକସମ୍ପର୍କରେ ଉନ୍ନତି, ବ୍ୟବସାୟରେ ମାନ୍ଦା, ଶତ୍ରୁ ସମସ୍ୟା, ହେବାକାର୍ଯ୍ୟ ବିଳମ୍ବ, ଯାତ୍ରାରେ ସତର୍କ, ବିଦ୍ୟାରେ ଅସଫଳ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬, ଆରାଧନା-ମା’ ଗୌରୀ।
କୁମ୍ଭ: ଅପମାନଯୋଗ, କର୍ମେ ଅଶାନ୍ତି, ଶରୀର ସୁସ୍ଥ, ମୋକଦ୍ଦମାରେ କଷ୍ଟ, କର୍ମକ୍ଷେତ୍ରେ ସମସ୍ୟା, ବିଦ୍ୟାରେ ଅସଫଳ, ବିଶିଷ୍ଠ ବ୍ୟକ୍ତି ସହାୟତା, ଅର୍ଥ ସମସ୍ୟା, ଦ୍ରବ୍ୟକ୍ରୟ, ଅନୁଷ୍ଠାନରୁ ଲାଭ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୪, ଆରାଧନା-ମା’ ବଗଳାମୁଖୀ।
ମୀନ: ପ୍ରୀତିଲାଭ, କାର୍ଯ୍ୟ ସଫଳ, ନୂତନ କାର୍ଯ୍ୟରେ ଶାନ୍ତି, ବନ୍ଧୁଲାଭ, ଦ୍ରବ୍ୟପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ ଲାଭ, ମାନସମ୍ମାନ ପ୍ରାପ୍ତି, ଉଚ୍ଚଆଶା ସଫଳ, ଲୋକସମ୍ପର୍କ ବୃଦ୍ଧି, ବାଣିଜ୍ୟରେ ସଫଳତା, ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା’ ଦକ୍ଷିଣକାଳୀ ।



