୨୮.୪.୨୦୨୬, ମଙ୍ଗଳବାର
ବୈଶାଖ ଶୁକ୍ଳପକ୍ଷ ଦ୍ବାଦଶୀ
ମେଷ: ମାନସିକ ଶାନ୍ତି, ଗୃହେ ଉତ୍ସବ, ଦୂରଯାତ୍ରା ସଫଳ, ବ୍ୟବସାୟରେ ସ୍ବଳ୍ପଲାଭ, ଉଚ୍ଚବ୍ୟକ୍ତିଙ୍କ ସହାୟତା, ପାରିବାରିକ ଖୁସି, ଶତ୍ରୁ ସମସ୍ୟା, ଶୁଭକାର୍ଯ୍ୟରେ ବିଳମ୍ବ, ଶାରୀରିକ ସୁସ୍ଥତା, ନୂତନ କର୍ମନିଯୁକ୍ତି, ଦ୍ରବ୍ୟଲାଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ଭଗବତୀ।
ବୃଷ: ନୂତନ ଦ୍ରବ୍ୟକ୍ରୟ, କର୍ମକ୍ଷେତ୍ରେ ଉନ୍ନତି, ଗୃହନିର୍ମାଣ, ଦୂରଯାତ୍ରା, ନୂତନ ବନ୍ଧୁଲାଭ, ଶତ୍ରୁ ପରାଜିତ, ବହୁ ପରିଶ୍ରମ, ଗୃହେ ଆନନ୍ଦ, ସନ୍ତାନଖୁସି, ଲୋକସମ୍ପର୍କ ବୃଦ୍ଧି, ଦେବକାର୍ଯ୍ୟରେ ଆନନ୍ଦ, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ଆର୍ଥିକ ପ୍ରଗତି, ସାମାନ୍ୟ କଳହ, ସନ୍ତାନ ସମସ୍ୟା, କର୍ମକ୍ଷେତ୍ରେ ସ୍ବଳ୍ପଖୁସି, ବ୍ୟବସାୟରେ ସ୍ବଳ୍ପ ଲାଭ, ଦ୍ରବ୍ୟକ୍ରୟ, ନୂତନ ନିଯୁକ୍ତି, ପୁରାତନ ସମସ୍ୟାରୁ ମୁକ୍ତି, ଶରୀରସୁସ୍ଥ, ଶତ୍ରୁ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ଗ୍ରାମଦେବତୀ।
କର୍କଟ: ଆତ୍ମବିଶ୍ବାସ ବୃଦ୍ଧି, ଧନଲାଭ, କର୍ମକ୍ଷେତ୍ରେ ସଫଳ, ନୂତନ କାର୍ଯ୍ୟ ଆରମ୍ଭ, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳ, ନୂତନ ବନ୍ଧୁଲାଭ, ଶରୀର ସୁସ୍ଥ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୯, ଆରାଧନା-ପ୍ରଭୁ ହନୁମାନ।
ସିଂହ: ଶୁଭକାର୍ଯ୍ୟରେ ଧନବ୍ୟୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାନସିକ ଶାନ୍ତି, କାର୍ଯ୍ୟ ସଫଳ, ଲୋକସମ୍ପର୍କ ବୃଦ୍ଧି, ପୁରାତନ ରୋଗ ଦେଖାଦେବ, ଦ୍ରବ୍ୟପ୍ରାପ୍ତି, ଶୁଭଖବର, ବନ୍ଧୁ ସହଯୋଗ, ବିଦ୍ୟାରେ ସଫଳ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ଲକ୍ଷ୍ମୀନାରାୟଣ।
କନ୍ୟା: ସମ୍ମାନଲାଭ, ଶୁଭଖବର,ନିଯୁକ୍ତିଲାଭ, ସମସ୍ୟା ସମାଧାନ, ଶରୀର ସୁସ୍ଥ, ଦୂରଯାତ୍ରାରେ ଲାଭ, ଶତ୍ରୁ ପରାଜିତ, ବନ୍ଧୁଲାଭ, ନୂତନ କାର୍ଯ୍ୟ ଆରମ୍ଭ, ଦାମ୍ପତ୍ୟ ଖୁସି, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୦, ଆରାଧନା-ଭଗବାନ ବିଷ୍ଣୁ।
ତୁଳା: ମାନସିକ ଅଶାନ୍ତି, ଅର୍ଥ ସମସ୍ୟା, କର୍ମକ୍ଷେତ୍ରେ ସମସ୍ୟା, ଉତ୍ସବ ପାଇଁ ଦୂରଯାତ୍ରା, ଦାମ୍ପତ୍ୟ କଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ବିଭିନ୍ନ କାର୍ଯ୍ୟରେ ବିଳମ୍ବ, ସନ୍ତାନ ଖୁସି: ବିଶିଷ୍ଠ ବ୍ୟକ୍ତି ସହାୟତା, ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୪, ଆରାଧନା- ଶ୍ରୀ ଗଣେଶ।
ବିଛା: ବନ୍ଧୁଲାଭ, ବିବାଦ ସମାଧାନ, ସୁସମାଚାର, ଭୂସମ୍ପତ୍ତିଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ଗୃେହ ଶୁଭକାର୍ଯ୍ୟ, ଦାମ୍ପତ୍ୟ ଖୁସି, ନୂତନ ନିଯୁକ୍ତି, ବ୍ୟବସାୟିକ ଖୁସି, ବିଦ୍ୟାରେ ସଫଳତା, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ: ଖୁସିଖବର, ନୂତନ କାର୍ଯ୍ୟଆରମ୍ଭ, ଅର୍ଥସମସ୍ୟା, ଶରୀର ଅସୁସ୍ଥ, ନୂତନ ବନ୍ଧୁଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୁରୁଜନେ ଖୁସି, ଲୋକସମ୍ପର୍କ ହାନି, ପରିବାରରେ ବିଦ୍ରୋହ, ଦ୍ରବ୍ୟ କ୍ରୟବିକ୍ରୟ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା- ପ୍ରଭୁ ନୃସିଂହ।
ମକର: କର୍ମକ୍ଷେତ୍ରେ ଅଶାନ୍ତି, ନୂତନ ସମସ୍ୟା, ଗୃହେ ସହଯୋଗ, ଲୋକସମ୍ପର୍କରେ ଉନ୍ନତି, ବ୍ୟବସାୟରେ ମାନ୍ଦା, ଶତ୍ରୁ ସମସ୍ୟା, ହେବାକାର୍ଯ୍ୟ ବିଳମ୍ବ, ଯାତ୍ରାରେ ସତର୍କ, ବିଦ୍ୟାରେ ଅସଫଳ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬, ଆରାଧନା-ମା’ ଗୌରୀ।
କୁମ୍ଭ: ଅପମାନଯୋଗ, କର୍ମେ ଅଶାନ୍ତି, ଶରୀର ସୁସ୍ଥ, ମୋକଦ୍ଦମାରେ କଷ୍ଟ, କର୍ମକ୍ଷେତ୍ରେ ସମସ୍ୟା, ଦ୍ରବ୍ୟକ୍ରୟ, ବିଦ୍ୟାରେ ଅସଫଳ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଅର୍ଥ ସମସ୍ୟା, ଦ୍ରବ୍ୟକ୍ରୟ, ଅନୁଷ୍ଠାନରୁ ଲାଭ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୪, ଆରାଧନା- ମା’ ବଗଳାମୁଖୀ।
ମୀନ: ପ୍ରୀତିଲାଭ, କାର୍ଯ୍ୟ ସଫଳ, ନୂତନ କାର୍ଯ୍ୟରେ ଶାନ୍ତି, ବନ୍ଧୁଲାଭ, ଦ୍ରବ୍ୟପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ ଲାଭ, ମାନସମ୍ମାନ ପ୍ରାପ୍ତି, ଉଚ୍ଚଆଶା ସଫଳ, େଲାକସମ୍ପର୍କ ବୃଦ୍ଧି, ବାଣିଜ୍ୟରେ ସଫଳତା, ଶତ୍ରୁ ପରାଜିତ, ଦାମ୍ପତ୍ୟ ଖୁସି, ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା’ ଦକ୍ଷିଣକାଳୀ।



