୨୫.୪.୨୦୨୬, ଶନିବାର

ବୈଶାଖ ଶୁକ୍ଳପକ୍ଷ ନବମୀ 

୨୫.୪.୨୦୨୬, ଶନିବାର
Ipsita Picture
By: Ipsita
Published On

 

ମେଷ: ଅର୍ଥପ୍ରାପ୍ତିିର ସୁଯୋଗ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ଅାଶା ସଫଳ, ଦାମ୍ପତ୍ୟ ସୁଖ, ସନ୍ତାନ ସମସ୍ୟା, ନୂତନ ନିଯୁକ୍ତି, ବ୍ୟବସାୟରେ ଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଭଗବାନ ଶଙ୍କର

ବୃଷ: ଶତ୍ରୁରେ ବିଜୟ, ଦୂରଯାତ୍ରା, ଶାରୀରିକ ପରିଶ୍ରମ, ହଠାତ୍ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଅର୍ଥଲାଭ, ପଦମର୍ଯ୍ୟାଦା ବୃଦ୍ଧି, ସୁସମାଚାର, ସୁମିଷ୍ଠ ଭୋଜନ, କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା- ଶ୍ରୀ ଜଗନ୍ନାଥ

ମିଥୁନ: ସନ୍ତାନ ସମସ୍ୟା, ବ୍ୟବସାୟରେ ମଧ୍ୟମ ଫଳ, ଉଚ୍ଚଆଶାରେ ସଫଳ, ଲୋକସମ୍ପର୍କ ବୃଦ୍ଧି, ନୂତନ କାର୍ଯ୍ୟ ଅାରମ୍ଭ, ଦେବକାର୍ଯ୍ୟ, ଅର୍ଥ ସମସ୍ୟା, ଦାମ୍ପତ୍ୟ ସୁଖ, ଶରୀର ସୁସ୍ଥ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-, ଆରାଧନା-ମାଭଗବତୀ

କର୍କଟ: ଶୁଭକାର୍ଯ୍ୟରେ ଧନବ୍ୟୟ, ଗୃହେ ଉତ୍ସବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ବନ୍ଧୁଲାଭ, ସମ୍ମାନପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ କଷ୍ଟ, ସ୍ବାଦିଷ୍ଠ େଭାଜନ, ଶୁଭଖବର,  ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ସିଂହ: ସହଯୋଗ ପ୍ରାପ୍ତି, ମାନସିକ ଶାନ୍ତି, ପିଲାଙ୍କ  ଖୁସି, ଦୂରଯାତ୍ରାରେ ସଫଳ, ବ୍ୟବସାୟରେ ସମସ୍ୟା, କାର୍ଯ୍ୟରେ ସଫଳ, ମିତ୍ର ସାହାଯ୍ୟ, ଶରୀର ସୁସ୍ଥ, କର୍ମେ ସୁଖ, ଶତ୍ରୁ ସମସ୍ୟା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ପ୍ରତିକାର- ଗୋମାତାଙ୍କ ସେବା

କନ୍ୟା: ସମ୍ମାନ ବୃଦ୍ଧି, ସୁସମ୍ବାଦ ପ୍ରାପ୍ତି, ବାଣିଜ୍ୟରେ ଲାଭ, ଦାମ୍ପତ୍ୟ ସୁଖ, ସମସ୍ୟା ସମାଧାନ, ସମ୍ପତ୍ତିଲାଭ, ମାନସିିକ ଶାନ୍ତି, ନୂତନ ନିଯୁକ୍ତି, ଦୂରଯାତ୍ରାରେ ସଫଳ, ଦ୍ରବ୍ୟଲାଭ, ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୧୦, ଆରାଧନା-ମାଦକ୍ଷିଣକାଳୀ

ତୁଳା: କର୍ମରେ ଅାନନ୍ଦ, ବନ୍ଧୁସାହାଯ୍ୟ, ବ୍ୟବସାୟରେ କଷ୍ଟ, ଦାମ୍ପତ୍ୟ ସୁଖ, ଲୋକସମ୍ପର୍କ ବୃଦ୍ଧି, ନୂତନ କର୍ମ ଅାରମ୍ଭ, ମାନସିକ ଅବସାଦ, ଉଚ୍ଚଆଶାରେ ବିଫଳ, ସନ୍ତାନ ସୁଖ,  ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା- ମାଗ୍ରାମଦେବତୀ

ବିଛା: ଅନୁଷ୍ଠାନରୁ ଲାଭ, ଶୁଭଖବର, ସମ୍ପତ୍ତିଲାଭ, ଶତ୍ରୁ ପରାଜିତ ଦାମ୍ପତ୍ୟ ଖୁସି, ନୂତନ କର୍ମ ଅାରମ୍ଭ, ଦୂରଯାତ୍ରାରେ ସଫଳ, ସ୍ବାଦିଷ୍ଠ େଭାଜନ,  ମାନସିକ ଶାନ୍ତି, ବିଶିଷ୍ଠ କାର୍ଯ୍ୟରେ ନିନ୍ଦିତ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ନାରାୟଣ

ଧନୁ: ପ୍ରୀତିବୃଦ୍ଧି, ସମ୍ପର୍କରେ ଉନ୍ନତି, ଯାତ୍ରାରେ ସାବଧାନ, ବ୍ୟବସାୟରେ କଷ୍ଟ,ଶରୀର ଅସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ଧନବ୍ୟୟ, ଶତ୍ରୁ ସମସ୍ୟା, କର୍ମକ୍ଷେତ୍ରେ ଶାନ୍ତି, ସନ୍ତାନସୁଖ, ଋଣଗ୍ରସ୍ତ, ନୂତନ ସମସ୍ୟା,ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ-ହଳଦୀ,  ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ମକର: କର୍ମରେ ଆନନ୍ଦ, ଦୂରଯାତ୍ରାରେ ସଫଳ, ଲୋକସମ୍ପର୍କ ବୃଦ୍ଧି, ଦେବଦର୍ଶନ, ଆଶାରେ ସଫଳ, ଦାମ୍ପତ୍ୟ ଖୁସି, ଦ୍ରବ୍ୟଲାଭ, ଶତ୍ରୁ ପରାଜିତ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାନସିକ ଅବସାଦ,  ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-,  ଆରାଧନା-ଲକ୍ଷ୍ମୀନାରାୟଣ

କୁମ୍ଭ: ଅର୍ଥଲାଭ, ବନ୍ଧୁବିଦ୍ରୋହ, ଗୃହେ ସହଯୋଗ, ଦୂରଯାତ୍ରାରେ ସତର୍କ, ଅତିଥÒଲାଭ, ଶରୀର ଅସୁସ୍ଥ, ମାନସିକ ଅବସାଦ, ସନ୍ତାନ ସମସ୍ୟା, ଉଚ୍ଚଆଶାରେ ବିଫଳ, ଗାଡ଼ି ଚାଳନାରେ ସାବଧାନ, ବ୍ୟବସାୟରେ ଲାଭ,  ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା- ମାବିମଳା

ମୀନ: ସ୍ବାସ୍ଥ୍ୟହାନି, ସମ୍ପର୍କରେ ଫାଟ, ଅାଶାରେ ବିଫଳ, ଅର୍ଥ ସମସ୍ୟା, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା,  ଦେବଦର୍ଶନ, ମାନସିକ ଅବସାଦ, ନୂତନକର୍ମରେ  ସଫଳ, ଦ୍ରବ୍ୟନଷ୍ଟ, ଶତ୍ରୁ ସମସ୍ୟା,  ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାକୋଚିଳାଇ

Tags: