୨୩.୪.୨୦୨୬, ଗୁରୁବାର

ବୈଶାଖ ଶୁକ୍ଳପକ୍ଷ  ସପ୍ତମୀ 

୨୩.୪.୨୦୨୬, ଗୁରୁବାର
Ipsita Picture
By: Ipsita
Published On

 

ମେଷ: ବ୍ୟବସାୟିକ ଲାଭ, ଦୂରଯାତ୍ରା, ତୀର୍ଥାଟନ, ଆଶାସଫଳ, ମାନସିକ ଶାନ୍ତି, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ନୂତନ ଅାୟ, ବନ୍ଧୁଲାଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-, ଆରାଧନା-ମାଭଗବତୀ

ବୃଷ: ଶତ୍ରୁରେ ବିଜୟ, ବନ୍ଧୁଦର୍ଶନ, ନୂତନ କାର୍ଯ୍ୟ ଅାରମ୍ଭ, ଗୃହେ ସହଯୋଗ, ବ୍ୟବସାୟରେ ସ୍ବଳ୍ପ ଲାଭ, ସୁସମାଚାର, ସୁମିଷ୍ଠ ଭୋଜନ, ଦୂରଯାତ୍ରାରେ ସମସ୍ୟା, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ଭଗବାନ ଶଙ୍କର

ମିଥୁନ: ସନ୍ତାନକଷ୍ଟ, ଆଶାରେ ବିଫଳ, ବ୍ୟବସାୟିକ କଷ୍ଟ, ନୂତନ ବନ୍ଧୁଲାଭ, ଲୋକସମ୍ପର୍କ ବୃଦ୍ଧି, ଅର୍ଥ ସମସ୍ୟା, ଶରୀର ସୁସ୍ଥ, ଦ୍ରବ୍ୟଲାଭ, ମାନସିକ ଅବସାଦ, ଦାମ୍ପତ୍ୟ ଖୁସି, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ଗ୍ରାମଦେବତୀ

କର୍କଟ: ଅପମାନଯୋଗ, ବନ୍ଧୁସମସ୍ୟା, ଅର୍ଥଚିନ୍ତା, ବ୍ୟବସାୟରେ ସ୍ବଳ୍ପଲାଭ, ପୁରାତନ ବନ୍ଧୁଲାଭ,ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଶରୀର ସୁସ୍ଥ, ନୂତନ କାର୍ଯ୍ୟରେ ସନ୍ତୁଷ୍ଟ, ଦୂରସ୍ଥାନେ ସତର୍କ,  ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନୃସିଂହ

ସିଂହ: ବିଶିଷ୍ଠ କାର୍ଯ୍ୟରେ ଲାଭ, ଗୃହେ ଶୁଭକାର୍ଯ୍ୟ, ଅତିଥÒସତ୍କାର, ସମ୍ପତ୍ତିଲାଭ, ବିବାଦ ସମାଧାନ, ଅର୍ଥଲାଭ, ବନ୍ଧୁଲାଭ, ଶତ୍ରୁ  ପରାଜିତ, ମାନସିକ ଶାନ୍ତି, ହଠାତ୍ ଦୂରଯାତ୍ରା, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

କନ୍ୟା: ଯାତ୍ରାକଷ୍ଟ, ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁଲାଭ, ଅଳ୍ପ ଶତ୍ରୁ ସମସ୍ୟା, ମାନସିକ ଅବସାଦ, ଦାମ୍ପତ୍ୟ ସୁଖ, ସନ୍ତାନ ଖୁସି, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାବାଟମଙ୍ଗଳା

ତୁଳା: ସମ୍ମାନଲାଭ, ଦୂରଯାତ୍ରାରେ ଲାଭ, ନୂତନ କର୍ମନିଯୁକ୍ତି, ଶୁଭଖବର, ମାନସିକ ଶାନ୍ତି, ସନ୍ତାନଲାଭ, ସମସ୍ୟା ସମାଧାନ, କଚେରୀ ମାମଲାର ସମାଧାନ, ଶରୀର ସୁସ୍ଥ, ଦ୍ରବ୍ୟଲାଭ, ଆଶା ସଫଳ,  ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା- ପ୍ରଭୁ ରାଧାବଲ୍ଲଭ

ବିଛା: ସ୍ବାସ୍ଥ୍ୟସମସ୍ୟା, ଆର୍ଥିକ ସାହାଯ୍ୟ, ନୂତନ କାର୍ଯ୍ୟରେ କଷ୍ଟ, ପରିବାରରେ ଶାନ୍ତି, ଶତ୍ରୁ ପରାଜିତ, ବ୍ୟବସାୟରେ ଲାଭ, ଉଚ୍ଚଆଶାରେ ବିଳମ୍ବ, ବ୍ୟକ୍ତି ସହଯୋଗ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭ ୁ ଜଗନ୍ନାଥ

ଧନୁ: ସୁସମ୍ପର୍କ, ମାନସିକ ଶାନ୍ତି, ଅର୍ଥଲାଭ, ନୂତନ କର୍ମ ଆରମ୍ଭ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ବ୍ୟବସାୟରେ ଲାଭ, ବାକିଦ୍ରବ୍ୟ ପ୍ରାପ୍ତି, ଅଳ୍ପ ଶତ୍ରୁ ସମସ୍ୟା, ପ୍ରିତିବୃଦ୍ଧି, ନୂତନ ଅାୟ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

ମକର: ଗୁରୁଜନଙ୍କ ଅାଶୀର୍ବାଦ, କିଛି କାର୍ଯ୍ୟରେ ବିଳମ୍ବ, ସମ୍ପର୍କରେ ଉନ୍ନତି, ସମ୍ପତ୍ତିଲାଭ, ନୂତନ ଲାଭ, ମାନସିକ ଶାନ୍ତି, ଶତ୍ରୁ ପରାଜିତ ସନ୍ତାନଖୁସି, ବିଦ୍ୟାରେ ସଫଳ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-,  ଆରାଧନା-ମାଗୌରୀ

କୁମ୍ଭ: ବନ୍ଧୁସାହାଯ୍ୟ, ଅନୁଷ୍ଠାନରୁ ଲାଭ, ଆଶା ସଫଳ, ସୁସମ୍ବାଦ ପ୍ରାପ୍ତି, ଅର୍ଥଲାଭ, ମାନସିକ ଶାନ୍ତି, ଦ୍ରବ୍ୟଲାଭ, ବ୍ୟବସାୟିକ କଷ୍ଟ, ଯାତ୍ରାରେ ସତର୍କ, ଶତ୍ରୁ ସମସ୍ୟା, ନୂତନ କର୍ମ ଅାରମ୍ଭ,  ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ମୀନ: ଶରୀର କଷ୍ଟ, ଯାତ୍ରାରେ ସତର୍କ, କାର୍ଯ୍ୟରେ ବିଳମ୍ବ, ବନ୍ଧୁ ସାହାଯ୍ୟ, ଋଣ କରିପାରନ୍ତି, କିଛି କାର୍ଯ୍ୟରେ ସମସ୍ୟା, ବ୍ୟବସାୟିକ ଲାଭ, ଦୂରଯାତ୍ରା, ନୂତନ କାର୍ଯ୍ୟ ଅାରମ୍ଭ, ଅଳ୍ପ ଲାଭ, ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

Tags: