୨୧.୪.୨୦୨୬, ମଙ୍ଗଳବାର

ବୈଶାଖ ଶୁକ୍ଳପକ୍ଷ  ପଞ୍ଚମୀ 

୨୧.୪.୨୦୨୬, ମଙ୍ଗଳବାର
Ipsita Picture
By: Ipsita
Published On


ମେଷ: ଯାତ୍ରାରେ ଶୁଭ, ମନପ୍ରଫୁଲ୍ଲ, ଶରୀର ସୁସ୍ଥ, ବନ୍ଧୁଲାଭ, ଶତ୍ରୁସମସ୍ୟା, ଦୂରସ୍ଥାନେ ସତର୍କ, ଆଶାରେ ସଫଳ, ଗୃହେ ସହଯୋଗ, ଚିନ୍ତାଶୂନ୍ୟ, ବିଦ୍ୟାରେ ସଫଳତା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ।
ବୃଷ: ଶତ୍ରୁ ପରାଜିତ, ଅର୍ଥଲାଭ, ନୂତନ କାର୍ଯ୍ୟରେ ସଫଳ, ଦୂରଯାତ୍ରାରେ ଖୁସି, କର୍ମେ ସଫଳତା, ସମ୍ପତ୍ତିଲାଭ, ସ୍ବାସ୍ଥ୍ୟ ସମସ୍ୟା, ତୀର୍ଥାଟନ, ପଦବୀଲାଭ, ଦାମ୍ପତ୍ୟଖୁସି,   ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ବ୍ୟବସାୟରେ କଷ୍ଟ, ଶତ୍ରୁ ସମସ୍ୟା, ମାନସିକ କ୍ଲେଶ, ହଠାତ୍ ଧନଲାଭ, କର୍ମକ୍ଷେତ୍ରେ ସମସ୍ୟା, ପୁରାତନ ଦ୍ରବ୍ୟଲାଭ, ମାଲିମୋକଦ୍ଦମା, ଦ୍ରବ୍ୟ କ୍ରୟରେ ଲାଭ, ବିଦ୍ୟାରେ ସଫଳ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ
କର୍କଟ: ଯନ୍ତ୍ରଣାବୃଦ୍ଧି, ବ୍ୟବସାୟରେ ଶତ୍ରୁତା, ଉଚ୍ଚାଧିକାରୀଙ୍କ ସହାୟତା, ଯାନବାହନେ ସତର୍କ, ମୋକଦ୍ଦମାରେ କଷ୍ଟ, ପ୍ରତ୍ୟେକ କାର୍ଯ୍ୟରେ ସତର୍କ, ନୂତନ କାର୍ଯ୍ୟ ଆରମ୍ଭ,  ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା-ଲକ୍ଷ୍ମୀନାରାୟଣ।
ସିଂହ: କାର୍ଯ୍ୟରେ ସଫଳ, ଦୂରଯାତ୍ରା, ନୂତନ ବନ୍ଧୁଲାଭ, ବିବାଦ ସମାଧାନ, ଦ୍ରବ୍ୟଲାଭ, ଶତ୍ରୁ ପରାଜିତ, ସୁମିଷ୍ଠ ଭୋଜନ, ବାନ୍ଧବୀଲାଭ, ସମ୍ପତ୍ତିଲାଭ, ପୁରାତନ ରୋଗ, ମାନସିକ ଶାନ୍ତି, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଶ୍ରୀରାମ।
କନ୍ୟା: ବନ୍ଧୁମିଳନ, ଶୁଭସମାଚାର, ନୂତନ ସମସ୍ୟା, ଚୁକ୍ତିସମ୍ପାଦନ, ଅର୍ଥଲାଭ, ଉଚ୍ଚଆଶାରେ ଖୁସି, ବିବାଦମୁକ୍ତ, ଶରୀର ସୁସ୍ଥ, ହଠାତ ଦ୍ରବ୍ୟଲାଭ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭୁ ନୃସିଂହ।
ତୁଳା: ଶୁଭକାର୍ଯ୍ୟରେ ଧନବ୍ୟୟ, ସମ୍ମାନଲାଭ, ଦୂରଯାତ୍ରା, ଶତ୍ରୁ ସମସ୍ୟା, ଶରୀର ଅସୁସ୍ଥ, ଯାନବାହନେ ସତର୍କ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ବ୍ୟବସାୟରେ ଲାଭ, ପୁରାତନ ମାମଲା ସମାଧାନ, ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବିଛା:  ମାନସିକ କ୍ଳେଶ, ଶତ୍ରୁ ପରାଜିତ, କାର୍ଯ୍ୟରେ ବିଳମ୍ବ, ଦୂରଯାତ୍ରାରେ ସତର୍କ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ସୁମିଷ୍ଠ ଭୋଜନପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ ଲାଭ, ବନ୍ଧୁମନାନ୍ତର,  ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ:  ସମ୍ମାନବୃଦ୍ଧି, ବ୍ୟବସାୟରେ ଲାଭ, ଆଶା ସଫଳ, ଶତ୍ରୁ ପରାଜିତ, ଅନୁଷ୍ଠାନରୁ ଖୁସି, ଶୁଭକାର୍ଯ୍ୟରେ ଧନବ୍ୟୟ, ହଠାତ ଦୂରଯାତ୍ରା, ପିଲାଙ୍କ ଖୁସି, ବିଦ୍ୟାରେ ସଫଳ, ମହିଳାମାନେ ଚିନ୍ତିତ ରହିବେ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା-ମା’ ଭଗବତୀ।
ମକର: ପ୍ରସନ୍ନତା, ଆଶାପୂର୍ତ୍ତି, ବିଶିଷ୍ଠ କାର୍ଯ୍ୟରେ ଶାନ୍ତି, ବ୍ୟବସାୟରେ ଲାଭ, ନୂତନ ବନ୍ଧୁପ୍ରାପ୍ତି, ଦୂରଯାତ୍ରାରେ ସତର୍କ, ସମ୍ପତ୍ତି କଳହ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳ,  ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୮,  ଆରାଧନା-ମା’ ବିମଳା।
କୁମ୍ଭ: ‌ଚିନ୍ତାଶୂନ୍ୟ, ଅର୍ଥଲାଭ, ବନ୍ଧୁପ୍ରାପ୍ତି, ଦ୍ରବ୍ୟଲାଭ, କର୍ମେ ବ୍ୟସ୍ତତା, ନୂତନ କର୍ମ ଅାରମ୍ଭ, ବ୍ୟବସାୟରେ ମଧ୍ୟମ ଲାଭ, ଶତ୍ରୁ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, କିଛି କିଣାକିଣି କରିବେ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬, ଆରାଧନା- ମା’ ବଗଳାମୁଖୀ।
ମୀନ: ସଫଳତା ପ୍ରାପ୍ତି, ଦ୍ରବ୍ୟଲାଭ, ସମ୍ମାନଲାଭ, ଅର୍ଥଲାଭ, ଦୂରସ୍ଥାନକୁ ଯାତ୍ରା, ଗୃହେ ଉତ୍ସବ, ମୋକଦ୍ଦମାରେ ପଡ଼ିପାରନ୍ତି, ଅସତ୍ କାର୍ଯ୍ୟ ପ୍ରତି ଆଗ୍ରହ, ଦାମ୍ପତ୍ୟ କଳହ, ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ମା’ ଭୁବନେଶ୍ବରୀ।

Tags: