୧୦.୩.୨୦୨୬ ମଙ୍ଗଳବାର
ଚୈତ୍ର କୃଷ୍ଣପକ୍ଷ, ସପ୍ତମୀ
ମେଷ- ଅର୍ଥପ୍ରାପ୍ତି, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ଆଶା ସଫଳ, ଦାମ୍ପତ୍ୟ ସୁଖ, ସନ୍ତାନ ସମସ୍ୟା, ନୂତନ ନିଯୁକ୍ତି, ବ୍ୟବସାୟରେ ଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ଭଗବାନ ଶଙ୍କର।
ବୃଷ- ଶତ୍ରୁରେ ବିଜୟ, ଦେବକାର୍ଯ୍ୟରେ ଆଗ୍ରହ, ଦୂରଯାତ୍ରା, ଶାରୀରିକ ପରିଶ୍ରମ, ହଠାତ୍ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ ଅର୍ଥଲାଭ, ପଦମର୍ଯ୍ୟାଦା ବୃଦ୍ଧି, ସୁସମାଚାର, ସୁମିଷ୍ଠ ଭୋଜନ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା- ପ୍ରଭୁ ଜଗନ୍ନାଥ।
ମିଥୁନ- ସନ୍ତାନ ସମସ୍ୟା, ବ୍ୟବସାୟରେ ମଧ୍ୟମ ଫଳ, ଉଚ୍ଚଆଶାରେ ବିଫଳ, ଲୋକସମ୍ପର୍କ ବୃଦ୍ଧି, ନୂତନ କାର୍ଯ୍ୟ ଆରମ୍ଭ, ଅର୍ଥ ସମସ୍ୟା, ଦାମ୍ପତ୍ୟ ସୁଖ, ଶରୀର ସୁସ୍ଥ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୭, ଆରାଧନା- ମା ଭଗବତୀ।
କର୍କଟ- ଶୁଭକାର୍ଯ୍ୟରେ ଧନବ୍ୟୟ, ବ୍ୟବସାୟରେ ଲାଭ, ଦେବଦର୍ଶନ, ଶରୀର ସୁସ୍ଥ,ବନ୍ଧୁଲାଭ, ସମ୍ମାନ ପ୍ରାପ୍ତି, ବିଶିଷ୍ଟ କାର୍ଯ୍ୟରେ କଷ୍ଟ, ସ୍ବାଦିଷ୍ଟ ଭୋଜନ ପ୍ରାପ୍ତି, ଶୁଭଖବର, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ସିଂହ- ସହଯୋଗ ପ୍ରାପ୍ତି, ମାନସିକ ଶାନ୍ତି, ଦୂରଯାତ୍ରାରେ ସଫଳ, ବ୍ୟବସାୟରେ ସମସ୍ୟା, କାର୍ଯ୍ୟ ସଫଳ, ବନ୍ଧୁଲାଭ, ଶରୀର ସୁସ୍ଥ, କର୍ମରେ ସୁଖ, ଶତ୍ରୁ ସମସ୍ୟା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ଗୋମାତାଙ୍କ ସେବା।
କନ୍ୟା- ସମ୍ମାନ ବୃଦ୍ଧି, ସୁସମ୍ବାଦ ପ୍ରାପ୍ତି, ବାଣିଜ୍ୟରେ ଲାଭ, ଦାମ୍ପତ୍ୟ ଖୁସି, ସମସ୍ୟା ସମାଧାନ, ଦେବଦର୍ଶନ, ସମ୍ପତ୍ତି ଲାଭ, ନୂତନ ନିଯୁକ୍ତି, ଦୂରଯାତ୍ରାରେ ସଫଳ, ଦ୍ରବ୍ୟ ଲାଭ, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୧୦, ଆରାଧନା- ମା ଦକ୍ଷିଣକାଳୀ।
ତୁଳା- କର୍ମରେ ଆନନ୍ଦ, ବନ୍ଧୁ ସାହାଯ୍ୟ, ବ୍ୟବସାୟରେ କଷ୍ଟ, ଦାମ୍ପତ୍ୟ ସୁଖ, ଲୋକସମ୍ପର୍କ ବୃଦ୍ଧି, ନୂତନ କର୍ମ ଆରମ୍ଭ, ମାନସିକ ଅବସାଦ, ଉଚ୍ଚଆଶାରେ ବିଫଳ, ସନ୍ତାନ ସୁଖ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-
କମଳା, ସଂଖ୍ୟା-୮, ଆରାଧନା-ମା ଗ୍ରାମଦେବତୀ।
ବିଛା- ଅନୁଷ୍ଠାନରୁ ଲାଭ, ଶୁଭ ଖବର, ସମ୍ପତ୍ତି ଲାଭ, ଶତ୍ରୁ ପରାଜିତ, ଗୃହରେ ସମସ୍ୟା, ନୂତନ କର୍ମ ଅାରମ୍ଭ, ଦୂରଯାତ୍ରାରେ ସଫଳ, ସ୍ବାଦିଷ୍ଠ ଭୋଜନ, ମାନସିକ ଶାନ୍ତି, ବିଶିଷ୍ଟ କାର୍ଯ୍ୟରେ ନିନ୍ଦିତ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ନାରାୟଣ।
ଧନୁ- ପ୍ରୀତି ବୃଦ୍ଧି, ସମ୍ପର୍କରେ ଉନ୍ନତି, ଯାତ୍ରାରେ ସାବଧାନ, ବ୍ୟବସାୟରେ କଷ୍ଟ, ଶରୀର ଅସୁସ୍ଥ, ଶତ୍ରୁ ସମସ୍ୟା, କର୍ମକ୍ଷେତ୍ରରେ ଶାନ୍ତି, ଦାମ୍ପତ୍ୟ ସୁଖ, ସନ୍ତାନ ସୁଖ, ଋଣଗ୍ରସ୍ଥ, ନୂତନ ସମସ୍ୟା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ।
ମକର-କର୍ମରେ ଆନନ୍ଦ, ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି ଦେବଦର୍ଶନ, ଆଶାରେ ସଫଳତା, ଦ୍ରବ୍ୟ ଲାଭ, ଶତ୍ରୁ ପରାଜିତ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାନସିକ ଅବସାଦ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣୀ, ସଂଖ୍ୟା-୮, ଆରାଧନା-ଲକ୍ଷ୍ମୀନାରାୟଣ।
କୁମ୍ଭ- ଅର୍ଥଲାଭ, ବନ୍ଧୁବିଦ୍ରୋହ, ଦୂରଯାତ୍ରାରେ ସତର୍କ, ଅତିଥି ଲାଭ, ଶରୀର ଅସୁସ୍ଥ, ସନ୍ତାନ ସମସ୍ୟା, ଉଚ୍ଚଆଶାରେ ବିଫଳ, ଗାଡ଼ିଚାଳନାରେ ସାବଧାନ, ବ୍ୟବସାୟରେ ଲାଭ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ପ୍ରତିକାର- ମା ବିମଳା।
ମୀନ- ସ୍ବାସ୍ଥ୍ୟହାନି, ସମ୍ପର୍କରେ ଫାଟ, ଆଶାରେ ବିଫଳ, ଅର୍ଥ ସମସ୍ୟା, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ଦେବଦର୍ଶନ, ମାନସିକ ଅବସାଦ, ନୂତନ କର୍ମରେ ସଫଳ, ଦ୍ରବ୍ୟନଷ୍ଟ, ଶତ୍ରୁ ସମସ୍ୟା, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା କୋଚିଳାଇ।



