୨୬.୨.୨୦୨୬, ଗୁରୁବାର
ଫାଲଗୁନ ଶୁକ୍ଳପକ୍ଷ ଦଶମୀ
ମେଷ: ନୂତନ ଆୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭ ସମାଚାର, ମାନସିକ ଅବସାଦ, ଗୃହେ ଉତ୍ସବ, ଦେବକାର୍ଯ୍ୟରେ ଆଗ୍ରହ, ସନ୍ତାନ ସମସ୍ୟା, ବିଶିଷ୍ଠ କାର୍ଯ୍ୟରେ ଲାଭ, ଦାମ୍ପତ୍ୟ ସୁଖ, ଅନୁଷ୍ଠାନରୁ ଲାଭ। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।
ବୃଷ: ବ୍ୟୟ ବୃଦ୍ଧି, ଲୋକସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ଲାଭ, ଉତ୍ସବ ପ୍ରତି ଆଗ୍ରହ, ଶରୀରିକ ସୁସ୍ଥତା, କିଛି କାର୍ଯ୍ୟରେ ଅସନ୍ତୁଷ୍ଟ, ସନ୍ତାନ ସମସ୍ୟା, ପାରିବାରିକ ଖୁସି, ସମ୍ପତ୍ତି ଲାଭ। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ସମ୍ମାନ ଲାଭ, ଗୃହେ ଉତ୍ସବ, ତୀର୍ଥାଟନ, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟ ଲାଭ, ପାରିବାରିକ ଖୁସି, ଶୁଭ ଖବର, ବନ୍ଧୁ ଲାଭ, କର୍ମକ୍ଷେତ୍ରରେ ସମ୍ମାନିତ, ମାନସିକ ଶାନ୍ତି। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୨, ଆରାଧନା- ଶ୍ରୀଗଣେଶ।
କର୍କଟ: କର୍ମେ ଖୁସି, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ମାନସିକ ଶାନ୍ତି, ଅର୍ଥ ସମସ୍ୟା, ପାରିବାରିକ ସହଯୋଗ, ନୂତନ କର୍ମ ଆରମ୍ଭ, ସମ୍ପତ୍ତି ବିବାଦ, ବ୍ୟବସାୟିକ ଖୁସି, ପରିଭ୍ରମଣ ସୁଖ, ବନ୍ଧୁ ଦର୍ଶନ, ଶାରୀରିକ ସୁସ୍ଥତା। ଅଶ୍ଳଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୮, ଆରାଧନା- ମା’ ଭଗବତୀ।
ସିଂହ: ଶାରୀରିକ ସୁସ୍ଥ, ମାନସିକ ଶାନ୍ତି, ସନ୍ତାନ ଖୁସି, ଗୃହେ ଉତ୍ସବ, ଲୋକସମ୍ପର୍କ ବୃଦ୍ଧି, ବ୍ୟବସାୟରେ ଲାଭ, ଅର୍ଥ ପ୍ରାପ୍ତି, ସୁମିଷ୍ଟ ଭୋଜନ ପ୍ରାପ୍ତି, ଭ୍ରାତୃଭଗ୍ନିଙ୍କ ସ୍ନେହ, ଦ୍ରବ୍ୟ ଲାଭ, ସମ୍ପତ୍ତି ଲାଭ, ହଠାତ୍ ଦୂର ଯାତ୍ରା। ପୂର୍ବଫାଲ୍ଗୁନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ଲକ୍ଷ୍ମୀନାରାୟଣ।
କନ୍ୟା: ଅର୍ଥ ଲାଭ, ବନ୍ଧୁଗୃହେ ଯାତ୍ରା, ବିବାଦ ସମାଧାନ, ଉଚ୍ଚ ବ୍ୟକ୍ତିଙ୍କ ସହାୟତା, ଦାମ୍ପତ୍ୟ କଳହ, ସନ୍ତାନ ସମସ୍ୟା, ନୂତନ କାର୍ଯ୍ୟ ଆରମ୍ଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ପରାଜିତ, ପରିବହନ କ୍ଷେତ୍ରରେ ସମସ୍ୟା, ଭଲ ଆୟ ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶୀ, ସଂଖ୍ୟା-୬, ଆରାଧନା- ମା’ କୋଚିଲାଇ।
ତୁଳା: ଆର୍ଥିକ ସୁଖ, ଶୁଭ ଖବର, ପାରିବାରିକ ଖୁସି, ସନ୍ତାନ ସମସ୍ୟା, ଉଚ୍ଚ ଆଶାରେ ଲାଭ, ମାନସିକ ଅବଦାସ, ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟିକ ଖୁସି, ବ୍ୟକ୍ତି ସହାୟତା, ଦୂର ଯାତ୍ରା, ଗୃହେ ଉତ୍ସବ, ପିତାମାତାଙ୍କ ଚିନ୍ତା। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ଶଙ୍କର ଭଗବାନ।
ବିଛା: ଦ୍ରବ୍ୟ ଲାଭ, ଆତ୍ମସନ୍ତୋଷ, ଶୁଭ କାର୍ଯ୍ୟରେ ଯୋଗଦାନ, ଶତ୍ରୁ ସମସ୍ୟା, ଗାଡ଼ି ଚାଳନାରେ ସତର୍କତା, ସ୍ବାସ୍ଥ୍ୟ ସମସ୍ୟା, ମାନସିକ ଅବସାଦ, ଈଶ୍ବର ବିଶ୍ବାସ, ଦାମ୍ପତ୍ୟ ସୁଖ, ସନ୍ତାନ ଖୁସି, ଅର୍ଥ ପ୍ରାପ୍ତି, ସମ୍ପତ୍ତି କନ୍ଦଳ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୪, ଆରାଧନା- ମା’ ବଗଳାମୁଖୀ।
ଧନୁ: ପିଲାଙ୍କ କଷ୍ଟ, ଗୃହେ ଉତ୍ସବ, ପାରିବାରିକ ଖୁସି, ଅର୍ଥ ସମସ୍ୟା, ଜମିଜମା ଗଣ୍ଡଗୋଳ, ଦୂର ଯାତ୍ରା, ଭ୍ରାତୃ ସ୍ନେହ, ବ୍ୟବସାୟରେ କଷ୍ଟ,ଲୋକସମ୍ପର୍କ ହାନି, ଶାରୀରିକ ସୁସ୍ଥତା, ମାନସିକ ଅବସାଦ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ପ୍ରତିକାର- ପିତାମାତାଙ୍କ ସେବା।
ମକର: କଳହ ଯୋଗ, ସନ୍ତାନ ଖୁସି, ପାରିବାରିକ ବିବାଦ, ବ୍ୟବସାୟରେ ଲାଭ କମ, ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ, ଦ୍ରବ୍ୟ ନଷ୍ଟ, ବ୍ୟକ୍ତି ସହାୟତା, ବିଦେଶ ଭ୍ରମଣ, ଶାରୀରିକ ସୁସ୍ଥତା, କଚେରୀ ମାମଲା, ଆୟ କମ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୫, ଆରାଧନା- ଗ୍ରାମଦେବତୀ।
କୁମ୍ଭ: କର୍ମେ ଖୁସି, ମାନସିକ ଅବସାଦ, ଦୂର ଯାତ୍ରା, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସାହାଯ୍ୟ, ଉତ୍ସବ ପ୍ରତି ବିମୁଖ, ଶାରୀରିକ ଅସୁସ୍ଥ, ଅର୍ଥ ସମସ୍ୟା, ସନ୍ତାନ ସମସ୍ୟା, ବିଦ୍ୟାରେ ସଫଳତା, ନୂତନ କାର୍ଯ୍ୟ ଆରମ୍ଭ। ସତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୬, ପ୍ରତିକାର- ଗାଈଙ୍କୁ ଖାଇବାକୁ ଦେବା।
ମୀନ: ଅଯଥା କଷ୍ଟ, ନୂତନ ଆଶା ପୂର୍ଣ୍ଣ, ସମ୍ପତ୍ତି ଲାଭ, ଭ୍ରାତୃ କଳହ, ବିଶିଷ୍ଟ ବ୍ୟକ୍ତି ସହାୟତା, ଶାରୀରିକ ସୁସ୍ଥତା, ବ୍ୟବସାୟ ଆରମ୍ଭ, ପରିବହନ କ୍ଷେତ୍ରରେ ସମସ୍ୟା, ଅର୍ଥ ସମସ୍ୟା, ଶତ୍ରୁ ସମସ୍ୟା। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା- ମା’ ଦକ୍ଷିଣକାଳୀ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



