ରାଶିଫଳ, ୨୫.୨.୨୦୨୬, ବୁଧବାର

ଫାଲଗୁନ ଶୁକ୍ଳପକ୍ଷ ନବମୀ

ରାଶିଫଳ, ୨୫.୨.୨୦୨୬, ବୁଧବାର
Ipsita Picture
By: Ipsita
Published On



ମେଷ : ଅର୍ଥ ସମସ୍ୟା, ମାନସିକ କଷ୍ଟ, କର୍ମକ୍ଷେତ୍ରରେ ପରିଶ୍ରମ, ଲୋକସମ୍ପର୍କ ବୃଦ୍ଧି, ଦୂର ଯାତ୍ରା, ଅନୁଷ୍ଠାନରୁ ଲାଭ, ଯାତ୍ରାରେ ସମସ୍ୟା, ଶତ୍ରୁ ସମସ୍ୟା, ଶାରୀରିକ ସୁସ୍ଥତା। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା- ମା’ ଭଗବତୀ।
ବୃଷ: କାର୍ଯ୍ୟରେ ସଫଳ, ଶାରୀରିକ ସୁସ୍ଥତା, ଅର୍ଥ ଲାଭ, ବନ୍ଧୁ ଲାଭ, ଶୁଭ ସମାଚାର, ଅଯଥା ଖର୍ଚ୍ଚାନ୍ତ, ଭ୍ରମଣ ଯୋଗ, ନୂତନ ଆୟ, ଦ୍ରବ୍ୟ ଲାଭ, ପାରିବାରିକ ସୁଖ, ସମ୍ପତ୍ତି ଲାଭ। କୃତୀକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୨, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ମାନସିକ ଅଶାନ୍ତି, କାର୍ଯ୍ୟରେ ଅସନ୍ତୋଷ, ଅଯଥା ଚିନ୍ତା, ଆଶାରେ ବାଧା, ଶୁଭ ଖବର, ଗୃହେ ଉତ୍ସବ, ଯାତ୍ରାରେ ସାବଧାନ, ଶାରୀରିକ ସୁସ୍ଥତା, ବିଦ୍ୟାରେ ସଫଳତା। ମୃଗଶୀରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ଶଙ୍କର ଭଗବାନ।
କର୍କଟ: ଭ୍ରମଣ ଯୋଗ, ସମ୍ମାନ ବୃଦ୍ଧି, ଆର୍ଥିକ ଖୁସି, ସମ୍ପତ୍ତି ଲାଭ, ଉଚ୍ଚ ଆଶାରେ ବିଳମ୍ବ, ଗୃହେ ଶୁଭ ସମାଚାର, ଲୋକସମ୍ପର୍କରେ ଉଲ୍ଲସିତ, ଦାମ୍ପତ୍ୟ ସୁଖ, ଯାତ୍ରାରେ ସଫଳତା, ଶତ୍ରୁ ପରାଜିତ, ଦେବ କାର୍ଯ୍ୟ ପ୍ରତି ଆସକ୍ତି। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୯, ଆରାଧନା- ହନୁମାନ।
ସିଂହ: ସମ୍ମାନ ପ୍ରାପ୍ତି, ସମ୍ପର୍କରେ ଲାଭ, ଦୂର ଯାତ୍ରା, ଉତ୍ସବ ପ୍ରତି ଆଗ୍ରହ, ଅତିଥି ଚର୍ଚ୍ଚା, ନୂତନ ଦ୍ରବ୍ୟ ଲାଭ, ବ୍ୟବସାୟରେ ଉନ୍ନତି, ଶୁଭ ସମାଚାର, କର୍ମକ୍ଷେତ୍ରରେ ସମସ୍ୟା, ଶାରୀରିକ ସୁସ୍ଥତା। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-୮, ଆରାଧନା- ପ୍ରଭୁ ରାଧାବଲ୍ଲଭ।
କନ୍ୟା: ଅଯଥା ଖର୍ଚ୍ଚ, ଶାରୀରିକ ଅସୁସ୍ଥତା, ଉତ୍ସବ ପ୍ରତି ଆଗ୍ରହ, ଶୁଭ ଖବର, ପାରିବାରିକ କଳହ, ସମ୍ପତ୍ତି ବିବାଦ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ଭ୍ରମଣ ଯୋଗ, ବ୍ୟବସାୟରେ ଶତ୍ରୁତା, ଅର୍ଥ ସମସ୍ୟା, ବନ୍ଧୁ ଲାଭ। ଉତ୍ତରା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ତୁଳା: ଚୋରି ଭୟ, ମାନସିକ ଅବସାଦ, ଦୂର ଯାତ୍ରା, ବୟୋଜେଷ୍ଠ ବ୍ୟକ୍ତିଙ୍କ ସମସ୍ୟା, ପାରିବାରିକ ଖୁସି, ଅର୍ଥ ଖର୍ଚ୍ଚ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦେବ କାର୍ଯ୍ୟ, ଯାତ୍ରାରେ ସତର୍କ, ସନ୍ତାନ ସମସ୍ୟା, ବନ୍ଧୁ ଦର୍ଶନ। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୪, ଆରାଧନା- ମା’ ବଗଳାମୁଖୀ।
ବିଛା: ଦ୍ରବ୍ୟ ଲାଭ, ଶୁଭ ଖବର, ବ୍ୟବସାୟରେ ଲାଭ, ଭୂସମ୍ପତ୍ତି ଲାଭ, ଉଚ୍ଚ ଆଶାରେ ବିଳମ୍ବ, ପାରିବାରିକ ସହଯୋଗ, ବିବାଦୀୟ କାର୍ଯ୍ୟରେ ବିଜୟ, ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ନୂତନ କାର୍ଯ୍ୟ ଆରମ୍ଭ, ଦାମ୍ପତ୍ୟ ସୁଖ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲ୍‌ଡେନ, ସଂଖ୍ୟା-୯, ଆରାଧନା- ଭଗବାନ ବିଷ୍ଣୁ।
ଧନୁ: ବନ୍ଧୁ ସହଯୋଗ, ଦୂର ଯାତ୍ରା, ପାରିବାରିକ ଖୁସି, ବ୍ୟବସାୟରେ ସ୍ବଳ୍ପ ଲାଭ, ଅଯଥା ଚିନ୍ତା, ଅର୍ଥ ସମସ୍ୟା, ସମ୍ପର୍କ ବୃଦ୍ଧି, ସମ୍ମାନ ପ୍ରାପ୍ତି, ଦାମ୍ପତ୍ୟ ଖୁସି, ବିଦ୍ୟାରେ ଅସଫଳ। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ପ୍ରତିକାର- ପିତାମାତାଙ୍କ ସେବା।
ମକର: ପିଲାଙ୍କ କଷ୍ଟ, ଅର୍ଥ ସମସ୍ୟା, ଶାରୀରିକ କଷ୍ଟ, ମାନସିକ ଅଶାନ୍ତି, ବିଶିଷ୍ଠ କାର୍ଯ୍ୟରେ ସନ୍ତୋଷ, ବନ୍ଧୁ ସହଯୋଗ, ଯାତ୍ରାରେ ସନ୍ତୋଷ, ସମ୍ପତ୍ତି ବିବାଦ, ଗୃହେ ସହଯୋଗ, ଦ୍ରବ୍ୟ ଲାଭ, ବ୍ୟକ୍ତି ସହାୟଜା। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୩, ଆରାଧନା- ଲକ୍ଷ୍ମୀନୃସିଂହ।
କୁମ୍ଭ: କଳହ ଯୋଗ, ଦୂର ଯାତ୍ରା, ଅର୍ଥ ଖର୍ଚ୍ଚ, ଅଯଥା ଅଶାନ୍ତି, ଶାରୀରିକ ଅସୁସ୍ଥ, ବନ୍ଧୁ ଲାଭ, ଦେବ କାର୍ଯ୍ୟରେ ଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭ ସମ୍ବାଦ, ଉଚ୍ଚ ଆଶାରେ ବାଧା,  ମାନସିକ ଆଘାତ। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୮, ଆରାଧନା- ମା’ ଭୁବନେଶ୍ବରୀ।
ମୀନ: ଶାନ୍ତି ପ୍ରାପ୍ତି, ଆଶା ସଫଳ, ବନ୍ଧୁ ଲାଭ, ଦ୍ରବ୍ୟ ପ୍ରାପ୍ତି, ଗୃହେ ଉତ୍ସବ, ଦୂର ଯାତ୍ରା, ସନ୍ତାନ ଖୁସି, ନୂତନ ନିଯୁକ୍ତି, ପାରିବାରିକ ସମସ୍ୟା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗ। ଉତ୍ତରାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଲାଲ, ସଂଖ୍ୟା-୭, ଆରାଧନା- ମା’ ଭଗବତୀ।

Tags: