24.2.2026, ମଙ୍ଗଳବାର

ଫାଲଗୁନ ଶୁକ୍ଳପକ୍ଷ ସପ୍ତମୀ/ଅଷ୍ଟମୀ

24.2.2026, ମଙ୍ଗଳବାର
Ipsita Picture
By: Ipsita
Published On



ମେଷ: ସମ୍ମାନ ବୃଦ୍ଧି, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ଲାଭ, ଗୁରୁଜନେ ଦ୍ବନ୍ଦ୍ବ, ଲୋକସମ୍ପର୍କ ବୃଦ୍ଧି, ଉଚ୍ଚ ଆଶା ବିଫଳ, ଶାରୀରିକ ସୁସ୍ଥତା, ଦୂର ଯାତ୍ରା, ନୂତନ କାର୍ଯ୍ୟ ଆରମ୍ଭ। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା- ଲକ୍ଷ୍ମୀନାରାୟଣ।
ବୃଷ: ଆୟରେ ଉନ୍ନତି, ପୁରାତନ ବିବାଦ, ବନ୍ଧୁଲାଭ, ଆଶା ସଫଳ, ଭୂସମ୍ପତ୍ତି ଲାଭ, ଦାମ୍ପତ୍ୟ ଖୁସି, ସନ୍ତାନ ଖୁସି, ଗୃହଶତ୍ରୁ ସମସ୍ୟା, ନୂତନ କାର୍ଯ୍ୟରେ ଲାଭ, ପଦୋନ୍ନତି। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ମନସ୍ତାପ, କାର୍ଯ୍ୟରେ ବିରୋଧ, ଗୃହେ ଅନାଗ୍ରହ ବ୍ୟବସାୟରେ ସ୍ବଳ୍ପ ଲାଭ,  ବିଦ୍ୟାରେ ସଫଳ, ସନ୍ତାନ ଚିନ୍ତା, ବନ୍ଧୁ ବିରୋଧ, ଗାଡ଼ି ଚାଳନାରେ ସତର୍କ, ମକଦ୍ଦମାରେ କଷ୍ଟ, ଅର୍ଥ କଷ୍ଟ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରାଧନା- ଶଙ୍କର ଭଗବାନ।
କର୍କଟ: ପଦୋନ୍ନତି, ଶୁଭ ସମାଚାର, ବିଶିଷ୍ଟ କାର୍ଯ୍ୟରେ ଲାଭ, ଅତିଥି ଦର୍ଶନ, ଲୋକସମ୍ପର୍କ ବୃଦ୍ଧି, ଦୂର ଯାତ୍ରା, ଆଶା ସଫଳ, ଶାରୀରିକ ସୁସ୍ଥତା, ପଦମର୍ଯ୍ୟାଦା ଲାଭ, ଅନୁଷ୍ଠାନେ ଲାଭ, ଦାମ୍ପତ୍ୟ ଖୁସି, ଶତ୍ରୁ ପରାଜି। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୯, ଆରାଧନା- ମା’ ଗ୍ରାମଦେବତୀ।
ସିଂହ: ଧନଲାଭ, କାର୍ଯ୍ୟ କ୍ଷେତ୍ରରେ ବିରୋଧ, ନୂତନ କର୍ମଲାଭ, ବନ୍ଧୁ ସାହାଯ୍ୟ, ପାରିବାରିକ ଖୁସି, ସମସ୍ୟା ସମାଧାନ, ଉଚ୍ଚ ଆଶାରେ ବାଧା, ଶତ୍ରୁ ସମସ୍ୟା, ମକଦ୍ଦମାରେ ବିଜୟ, ଦାମ୍ପତ୍ୟ ଖୁସି। ପୂର୍ବା ଫାଲଗୁନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
କନ୍ୟା: କର୍ମେ ଖୁସି, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ଗୃହେ ଉତ୍ସବ, ଲୋକସମ୍ପର୍କ ବୃଦ୍ଧି, ଶାରୀରିକ ସୁସ୍ଥତା, ଧନ ଲାଭ, ଶୁଭ ସମାଚାର, ନୂତନ କାର୍ଯ୍ୟ ଆରମ୍ଭ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶିଆ, ସଂଖ୍ୟା-୮, ଆରାଧନା- ପ୍ରଭୁ ହନୁମାନ।
ତୁଳା: ଶତ୍ରୁ ସମସ୍ୟା, ମାନସିକ କଷ୍ଟ, ଅର୍ଥ ସମସ୍ୟା, ଦ୍ରବ୍ୟ ନଷ୍ଟ, ବନ୍ଧୁ ସହାୟତା, ପାରିବାରିକ ସୁଖ, ଦେବ କାର୍ଯ୍ୟ ପ୍ରତି ଆଶକ୍ତ, ବିଦ୍ୟାରେ ଅସଫଳ, ପୁରାତନ ରୋଗ, ଦୂର ଯାତ୍ରା। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-୭, ପ୍ରତିକାର- ଗାଈକୁ ଖାଦ୍ୟ ଦିଅନ୍ତୁ।
ବିଛା: ଖୁସି ଖବର, ଶାରୀରିକ ସୁସ୍ଥତା, ସମ୍ପତ୍ତି ଲାଭ, ଉଚ୍ଚ ଆଶା ସଫଳ, ଶତ୍ରୁ ସମସ୍ୟା, ବନ୍ଧୁଲାଭ, ଯାତ୍ରାରେ ସକର୍ତ, ସ୍ବଜନ ବିରୋଧ, ବ୍ୟବସାୟରେ ଲାଭ, ସନ୍ତାନ ଖୁସି, ଦାମ୍ପତ୍ୟ କଳହ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣୁ।
ଧନୁ: ବ୍ରଦ୍ୟ ଲାଭ, ଦେବକାର୍ଯ୍ୟ ପ୍ରତି ଆଗ୍ରହ, ଅନୁଷ୍ଠାନରୁ ଲାଭ, ଧନ ଲାଭ, କର୍ମ କ୍ଷେତ୍ରରେ ସମସ୍ୟା, ବନ୍ଧୁ ଲାଭ, ଶୁଭ ଖବର, ଶତ୍ରୁରେ ବିଜୟ, ଶାରୀରିକ ସୁସ୍ଥତା, ପାରିବାରିକ ବିବାଦ, ପୁରାତନ ବିବାଦରୁ ମୁକ୍ତି। ପୂର୍ବାଷାଢ଼ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ପ୍ରତିକାର- ଗୁରୁଜନଙ୍କ ସେବା।
ମକର: ସନ୍ତାନ ସମସ୍ୟା, ଗୁପ୍ତ ଶତ୍ରୁ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସାହାଯ୍ୟ, ଦାମ୍ପତ୍ୟ କଳହ, ସ୍ବାସ୍ଥ୍ୟ ସମସ୍ୟା, ମକଦ୍ଦମାରେ କଷ୍ଟ, ଶତ୍ରୁ ସମସ୍ୟା, ନୂତନ କାର୍ଯ୍ୟ ପ୍ରତି ଆଗ୍ରହ, ଦୂର ଯାତ୍ରା। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୫, ଆରାଧନା- ମା’ ଦକ୍ଷିଣକାଳୀ
କୁମ୍ଭ: ସମ୍ମାନ ଲାଭ, ବ୍ୟବସାୟରେ ଲାଭ, ଅଯଥା ଚିନ୍ତା, ଗୃହେ ସହଯୋଗ, ଦାମ୍ପତ୍ୟ ସୁଖ, ଶାରୀରିକ ଅସୁସ୍ଥତା, ପଦମର୍ଯ୍ୟଦା ଲାଭ, ସମ୍ପତ୍ତି ସମସ୍ୟା, ନୂତନ ବନ୍ଧୁ ଲାଭ, ବିଦେଶ ଯାତ୍ରା, ଅର୍ଥ ଲାଭ। ପୂର୍ବାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୯, ଆରାଧନା- ପ୍ରଭୁ ବାସୁଦେବ।
ମିନ: କର୍ମକ୍ଷେତ୍ରରେ ସହଯୋଗ, ଲୋକସମ୍ପର୍କ, ଦେବକାର୍ଯ୍ୟରେ ଖୁସି, ସମସ୍ୟା ସମାଧାନ, ବନ୍ଧୁ ଲାଭ, ଅର୍ଥ ପ୍ରାପ୍ତି, ଭ୍ରମଣ ଯୋଗ, ବିଶିଷ୍ଟ କାର୍ଯ୍ୟରେ ଲାଭ, ଗୁପ୍ତ ଶତ୍ରୁ, ବିଦ୍ୟାରେ ସଫଳତା। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୧୦, ଆରାଧନା- ମା’ ଶ୍ୟାମାକାଳୀ।

Tags: