୨୩.୨.୨୦୨୬ ସୋମବାର
ଫାଲଗୁନ ଶୁକ୍ଳପକ୍ଷ ଷଷ୍ଠୀ,
ମେଷ - ଧନଲାଭ, କାର୍ଯ୍ୟେ ସଫଳ, ସମ୍ମାନ ବୃଦ୍ଧି, ଶୁଭଖବର, ପାରିବାରିକ ସାହାଯ୍ୟ,ଭୂସମ୍ପତ୍ତିଲାଭ,ଦୂରଯାତ୍ରା, ଅଶ୍ବିନ ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଧଳା, ସଂଖ୍ୟା - ୧୧, ଆରାଧନା - ମହାଲକ୍ଷ୍ମୀ ।
ବୃଷ - ସମ୍ମାନ ଲାଭ, ବ୍ୟବସାୟରେ ସ୍ବଳ୍ପଲାଭ, ଶୁଭଖବର, ଆଶାରେ ବିଳମ୍ବ, ଶାରୀରୀକ ସୁସ୍ଥ,ଗୃହେ ଉତ୍ସବ, ଦେବକାର୍ଯ୍ୟେ ସଫଳ, ଶତୃ ସମସ୍ୟା, ସମ୍ପତ୍ତି ଚିନ୍ତା. ବିଦ୍ୟାରେ ସଫଳତା. କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ସବୁଜ, ସଂଖ୍ୟା - ୧୦, ଆରାଧନା - ଭଗବାନ ବିଷ୍ଣୁ।
ମିଥୁନ - ଗୃହେଉତ୍ସବ, ଅର୍ଥ ସମସ୍ୟା, ଶାରିରୀକ ସୁସ୍ଥ, ମାନସିକ ଅଶାନ୍ତି, ଦାମ୍ପତ୍ୟ କଳହ,ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା, ବନ୍ଧୁଲାଭ, ଅତିଥି ଚର୍ଚ୍ଚା.ଗୃହେ ସମସ୍ୟା, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଧଳା, ସଂଖ୍ୟା - ୯, ଆରାଧନା - ମା ମଙ୍ଗଳା।
କର୍କଟ - ଧନବ୍ୟୟ, ମନସ୍ତାପ, ଶାରିରୀକ ସମସ୍ୟା, ଦ୍ରବ୍ୟନଷ୍ଠ, ବିଶିଷ୍ଠ କାର୍ଯ୍ୟେ ଲାଭ, ନୂତନ କର୍ମ ଆରମ୍ଭ, ସ୍ବଜନ ବିରୋଧ, ଜମିଜମା ଗଣ୍ଡଗୋଳ, ଗାଡି ଚଳାଚଳରେ ସାବଧାନ, ଆଳସ୍ୟଭାବ, ପୂନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଲାଲ, ସଂଖ୍ୟା - ୮, ଆରାଧନା - ମା ବଗଳାମୁଖୀ ।
ସିଂହ - ଦ୍ରବ୍ୟଲାଭ, ଆଶା ସଫଳ, ସମ୍ମାନ ବୃଦ୍ଧି, ସମସ୍ୟା ମୁକ୍ତି ଶୁଭଖବର, ପାରିବାରିକ ସାହାଯ୍ୟ,କର୍ମକ୍ଷେତ୍ରେଲାଭ, ଶାରିରୀକ ସୁସ୍ଥତା, ଦାମ୍ପତ୍ୟସୁଖ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଧଳା, ସଂଖ୍ୟା - ୭, ଆରାଧନା - ମା ଭଗବତୀ ।
କନ୍ୟା - ମାନ ସମ୍ମାନ ବୃଦ୍ଧି, ଆର୍ଥିକ ଖୁସି, ସମ୍ପତ୍ତି ଲାଭ, ଦ୍ରବ୍ୟପ୍ରାପ୍ତି, ଗୃହେଜଞ୍ଜାଳ ବୃଦ୍ଧି, ଭାତୃ ସମସ୍ୟା, ଶାରିରୀକ ସୁସ୍ଥ, ସନ୍ନାନ ଲାଭ, କର୍ମକ୍ଷେତ୍ରେ ଲାଭ, ଯାତ୍ରାରେ ସଫଳ, ଉତ୍ତର ଷାଢା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଆକାଶୀ, ସଂଖ୍ୟା - ୯, ଆରାଧନା - ଉମା ମହେଶ।
ତୂଳା - ବାନ୍ଧବୀ କଷ୍ଠ, ଶତୃସମସ୍ୟା, ଆଶାରେ ବାଧା ମାନସିକ କ୍ଲେଶ, ଗୃହେ ଶୁଭ ଆଲୋଚନା, ବ୍ୟବସାୟିକ ଲାଭ, ଶୁଭକାର୍ଯ୍ୟେ ଶାନ୍ତି, ଶାରିରୀକ ସୁସ୍ଥ, ବନ୍ଧୁ ସାହାଯ୍ୟ, ନୂତନ କାର୍ଯ୍ୟ ଆରମ୍ଭ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ନୀଳ, ସଂଖ୍ୟା - ୮, ଆରାଧନା - ଶଙ୍କର ଭଗବାନ ।
ବିଛା - କାର୍ଯ୍ୟେ ଅସନ୍ତୋଷ, ଶୁଭଖବରେ ଶତୃବୃଦ୍ଧି, ଯାତ୍ରାରେ କଷ୍ଟ, ଶାରିରୀକ ସୁସ୍ଥ, ସମ୍ମାନ ବୃଦ୍ଧି, ଦ୍ରବ୍ୟ ନଷ୍ଠ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ, ବାକିଧନ ପ୍ରାପ୍ତି, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଖଇରୀ, ସଂଖ୍ୟା - ୪, ଆରାଧନା - ପ୍ରଭୁଜଗନ୍ନାଥ ।
ଧନୁ - ଆୟବୃଦ୍ଧି, ବନ୍ଧୁଦର୍ଶନ, ଦେବକାର୍ଯ୍ୟେ ସନ୍ତୋଷ, ଶତୃପରାଜିତ,ଦ୍ରବ୍ୟଲାଭ,ଦୂରଯାତ୍ରାରେ ଲାଭ, ଭାତୃସ୍ନେହ, ପାରିବାରିକ ସହଯୋଗ, ମାମଲା ସମାଧାନ, କର୍ମକ୍ଷେତ୍ରେ ଶାନ୍ତି, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ହଳଦୀ, ସଂଖ୍ୟା - ୧୦, ଆରାଧନା - ପ୍ରଭୁଲୋକନାଥ ।
ମକର - ସୁସମ୍ବାଦ, ଅତିଥି ଚର୍ଚ୍ଚା, ସମ୍ମାନପ୍ରାପ୍ତି, ଅର୍ଥସମସ୍ୟା, ପାରିବାରିକ କଳହ, ଦାମ୍ପତ୍ୟ ଖୁସି, ଭୋଜନରେ ବିଳମ୍ବ, ତିଥି ଯାତ୍ରା, ଦ୍ରବ୍ୟଲାଭ, କ୍ରୟ ବିକ୍ରୟ, ପଦବୀଲାଭ, ପୂରାତନ ବିବାଦ, ଉତ୍ତରାଷାଢା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ନୀଳ, ସଂଖ୍ୟା - ୭, ଆରାଧନା - ମହାଲକ୍ଷ୍ମୀ ।
କୁମ୍ଭ - ଆଭୂଷଣ ପ୍ରାପ୍ତି, ମାନସିକ ଲାଭ, ଶୁଭକାର୍ଯ୍ୟରେ ଆଗ୍ରହ, ପାରିବାରିକ ଶତୃତା, ବ୍ୟକ୍ତିସହାୟତା, ରାଜସମ୍ମାନ ଯୋଗ, ସମ୍ପତ୍ତି ଲାଭ, ମାମଲା ସମାଧାନ, ଉଚ୍ଚଆଶା ପୂର୍ଣ୍ଣ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ସବୁଜ, ସଂଖ୍ୟା - ୫, ଆରାଧନା - ମା କିଚକେଶ୍ବରୀ ।
ମୀନ - ମନସ୍ତାପ, କାର୍ଯ୍ୟବିଫଳ, ଦାମ୍ପତ୍ୟଖୁସି, ପିଲାଙ୍କ ସମସ୍ୟା, ସମ୍ପର୍କରେ ବାଧା, ଆର୍ଥିକ ଲାଭ, ବ୍ୟବସାୟରେ ସ୍ବଳ୍ପଲାଭ, ଅତିଥିଚର୍ଚ୍ଚା, ଶାରିରୀକ ସୁସ୍ଥ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଲାଲ, ସଂଖ୍ୟା - ୩, ଆରାଧନା - ଜଗଦ୍ଧାତ୍ରୀ ।



