୨୧.୨.୨୦୨୬, ଶନିବାର
ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଥୀ
ମେଷ: ଯାତ୍ରାରେ ଶୁଭ, ଅନୁଷ୍ଠାନରୁ ଲାଭ, ବ୍ୟବସାୟରେ ଶତ୍ରୁତା, ଶାରୀରିକ କଷ୍ଟ, ବନ୍ଧୁ ଲାଭ, ଉତ୍ସବ ପ୍ରତି ଅନାଗ୍ରହ, କର୍ମକ୍ଷେତ୍ରେ ସଫଳ, ମାମଲା ସମାଧାନ, ଯାନ୍ତ୍ରିକ ସମସ୍ୟା, ପାରିବାରିକ ସୁଖ। ଧରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।
ବୃଷ: ଶତ୍ରୁଜୟ, ନୂତନ ନିଯୁକ୍ତି, ବ୍ୟବସାୟ ବୃଦ୍ଧି, ଶୁଭ ଖବର, ଉତ୍ସବରେ ଯୋଗଦାନ, ଗୃହେ ଶତ୍ରୁତା, ଶରୀରିକ ସୁସ୍ଥତା, ପିଲାଙ୍କ ସମସ୍ୟା, ସମ୍ପତ୍ତି ଲାଭ। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ଶତ୍ରୁ ବୃଦ୍ଧି, କର୍ମେ ଅଶାନ୍ତି, ଦେବ କାର୍ଯ୍ୟ ପ୍ରତି ଆଗ୍ରହ, ବନ୍ଧୁ ଲାଭ, ଦୂର ଯାତ୍ରା ସଫଳ, ଶୁଭ ସମାଚାର, ଅର୍ଥ ସମସ୍ୟା, ଦାମ୍ପତ୍ୟ ସୁଖ, ଶାରୀରିକ ଅସୁସ୍ଥ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୯, ଆରାଧନା- ଗ୍ରାମଦେବତୀ।
କର୍କଟ: ଯନ୍ତ୍ରଣା ବୃଦ୍ଧି, କାର୍ଯ୍ୟରେ ସମସ୍ୟା, ପାରିବାରିକ ସାହାଯ୍ୟ, ଯାତ୍ରାରେ ସତର୍କ, ଉତ୍ସବ ପ୍ରତି ଆଗ୍ରହ, ଶତ୍ରୁ ସମସ୍ୟା, ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ, ନୂତନ କର୍ମେ ଲାଭ, ଅର୍ଥ ଲାଭ, ସନ୍ତାନ ସମସ୍ୟା। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣୁ।
ସିଂହ: କାର୍ଯ୍ୟରେ ସଫଳ, ଦୂର ଯାତ୍ରା, ଉତ୍ସବରେ ଆନନ୍ଦ, ନୂତନ ନିଯୁକ୍ତି, କର୍ମକ୍ଷେତ୍ରରେ ଶାନ୍ତି, ପାରିବାରିକ ସମସ୍ୟା, ସନ୍ତାନ ଚିନ୍ତା, ବିଦ୍ୟାରେ ସଫଳ, ଅର୍ଥ ଲାଭ, ଶତ୍ରୁ ସମସ୍ୟା। ପୂର୍ବା ଫାଲଗୁନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-୭, ଆରାଧନା- ଲକ୍ଷ୍ମୀନାରାୟଣ।
କନ୍ୟା: ବନ୍ଧୁମିଳନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହେ ଉତ୍ସବ, ବିବାଦର ସମାଧାନ, ମାନସିକ ଶାନ୍ତି, ଯାତ୍ରାରେ ସତର୍କ, ଶାରୀରିକ ସୁସ୍ଥ, ଦେବଦର୍ଶନ, ପୁରାତନ କାର୍ଯ୍ୟରେ ସମସ୍ୟା। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶିଆ, ସଂଖ୍ୟା-୮, ଆରାଧନା- ମା’ ବିମଳା।
ତୁଳା: ଶୁଭ କାର୍ଯ୍ୟରେ ଧନ ବ୍ୟୟ, ସମ୍ପର୍କରେ ଉନ୍ନତି, ଶାରୀରିକ ସୁସ୍ଥ, ବନ୍ଧୁ ସମସ୍ୟା, ଦେବ କାର୍ଯ୍ୟରେ ଆନନ୍ଦ, ସନ୍ତାନ ଲାଭ, ଦ୍ରବ୍ୟ ଲାଭ, ମାନସିକ ଶାନ୍ତି, ଦାମ୍ପତ୍ୟ ସୁଖ। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୫, ଆରାଧନା- ପ୍ରଭୁ ଆଶୁତୋଷ।
ବିଛା: ମାନସିକ କ୍ଳେଶ, ବନ୍ଧୁ ଲାଭ, ସମ୍ପର୍କ ହାନି, କାର୍ଯ୍ୟରେ ଶତ୍ରୁତା, ସନ୍ତାନ ସମସ୍ୟା, ଅର୍ଥ ଲାଭ, ସମ୍ପତ୍ତି ସମସ୍ୟା, ମକଦ୍ଦମାରେ ବିଜୟ, ବ୍ୟକ୍ତି ସହାୟତା, ଅତିଥି ଖର୍ଚ୍ଚ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ: ସମ୍ମାନ ବୃଦ୍ଧି, ଅର୍ଥ ଲାଭ, ବନ୍ଧୁ ଦର୍ଶନ, ବାଣିଜ୍ୟରେ ଉନ୍ନତି, କାର୍ଯ୍ୟ ବ୍ୟବସ୍ଥିତ, ଶାରୀରିକ ଅସୁସ୍ଥତା, ସମ୍ମାନ ଲାଭ, ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ, ଯାତ୍ରାରେ ସମସ୍ୟା, ଭାତ୍ରୁ ସ୍ନେହ। ପୂର୍ବାଷାଢ଼ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୮, ଆରାଧନା- ମା’ ଭଗବତୀ।
ମକର: ମାନସିକ ଖୁସି, ବନ୍ଧୁ ସମସ୍ୟା, ଦ୍ରବ୍ୟ ଲାଭ, କର୍ମକ୍ଷେତ୍ରରେ ଲାଭ, ଜମିଜମା ଗଣ୍ଡଗୋଳ, ପାରିବାରିକ ଖୁସି, ବିଶିଷ୍ଟ କାର୍ଯ୍ୟରେ ଲାଭ, ଶୁଭ ଖବର, ଦାମ୍ପତ୍ୟ ସୁଖ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା- ମା’ ବଗଳାମୁଖୀ।
କୁମ୍ଭ: ମାନସିକ ଶାନ୍ତି, ବନ୍ଧୁଲାଭ, କର୍ମକ୍ଷେତ୍ରରେ ଶାନ୍ତି, କାର୍ଯ୍ୟରେ ଶତ୍ରୁତା, ବିବାଦିତ କ୍ଷେତ୍ରରେ ଶାନ୍ତି, ସମ୍ମାନ ଲାଭ, ଶୁଭ ଖବର, ଗୃହେ ଉତ୍ସବ, ଦୂର ଯାତ୍ରା, ସନ୍ତାନ ଖୁସି, ଶତ୍ରୁ ପରାଜିତ। ଶତଭିସା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୪, ଆରାଧନା- ମା’ ଦକ୍ଷିଣକାଳୀ।
ମିନ: କାର୍ଯ୍ୟ ସଫଳ, ଦୂରଯାତ୍ରା, ଶାରୀରିକ କ୍ଳେଶ, ସମ୍ପତ୍ତି ବିବାଦ, କର୍ମକ୍ଷେତ୍ରେ ସ୍ଥାନାନ୍ତର, ବନ୍ଧୁ ବିଦ୍ରୋହ, ଅର୍ଥଲାଭ, ଗୃହେ ସମସ୍ୟ, ମାନସିକ ଅଶାନ୍ତି, ବିଦ୍ୟାରେ ଅସଫଳ। ଉତ୍ତରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମା’ ମାଣିକେଶ୍ବରୀ।



