ରାଶିଫଳ ୧୩.୨.୨୦୨୬ ଶୁକ୍ରବାର
ଫାଲଗୁନ କୃଷ୍ଣପକ୍ଷ, ଏକାଦଶୀ
ମେଷ- ବନ୍ଧୁ ସହଯୋଗ, ଆର୍ଥିକ ଉନ୍ନତି , ଦୂରଯାତ୍ରା, ଆଶାରେ ବିଫଳ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାମଲା ସମାଧାନ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ପ୍ରଭୁ ହନୁମାନ।
ବୃଷ- ଶରୀର ଅସୁସ୍ଥ, ଯାନବାହନେ ସତର୍କ, କଚେରୀ ମାମଲା, ବ୍ୟବସାୟିକ କଷ୍ଟ, ବନ୍ଧୁ ସହଯୋଗ, ସମ୍ମାନ ହାନି, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୬, ଆରାଧନା- ମା ବଗଳାମୁଖୀ।
ମିଥୁନ- କାର୍ଯ୍ୟେ ଉନ୍ନତି, ବାଣିଜ୍ୟେ ଲାଭ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ବନ୍ଧୁ ସହଯୋଗ, ପାରିବାରିକ ସୁଖ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା- ମା ଭଗବତୀ।
କର୍କଟ- ବନ୍ଧୁଲାଭ, ଦୂରଯାତ୍ରା, ସମସ୍ୟାରେ ପଡ଼ିବେ, ଆଶାରେ ବିଫଳ, ଶରୀର କଷ୍ଟ, ଗୃହେ ଉତ୍ସବ, ଭୂସମ୍ପତ୍ତି ଲାଭ, ଭାତୃ କଳହ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- କଫି, ସଂଖ୍ୟା-୨, ଆରାଧନା- ପ୍ରଭୁ ଲୋକନାଥ।
ସିଂହ- ମାନସିକ କଷ୍ଟ, ସନ୍ତାନ ଚିନ୍ତା, ବାଣିଜ୍ୟେ ଲାଭ, ଦୂରଯାତ୍ରା, ଶୁଭସମାଚାର, ଲୋକସମ୍ପର୍କ ବୃଦ୍ଧି, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ମା ବୃନ୍ଦାବତୀ।
କନ୍ୟା- ଶରୀର କଷ୍ଟ,ଲୋକସମ୍ପର୍କ ବୃଦ୍ଧି, ବନ୍ଧୁଲାଭ, ଦୂରଯାତ୍ରା, ଅର୍ଥଲାଭ, ବିବାଦ ସମାଧାନ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାରଙ୍ଗି, ସଂଖ୍ୟା-୪, ଆରାଧନା- ମହାଲକ୍ଷ୍ମୀ।
ତୁଳା- ଶରୀର ସୁସ୍ଥ, ମାନସିକ ଅବସାଦ, ସନ୍ତାନ ଖୁସି, ବାଣିଜ୍ୟେ ଲାଭ, ସମ୍ପର୍କରେ ଉନ୍ନତି, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ଶଙ୍କର ଭଗବାନ।
ବିଛା- କାର୍ଯ୍ୟରେ ବିଳମ୍ବ, ଅର୍ଥ ସମସ୍ୟା, ଶରୀର ସୁସ୍ଥ, ମାନସିକ ଅବସାଦ, ତୀର୍ଥଯାତ୍ରା, ଭ୍ରାତୃ ସ୍ନେହ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ- କାର୍ଯ୍ୟରେ ଉନ୍ନତି, ଅର୍ଥ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ଭ୍ରାତୃ ସ୍ନେହ, ଦୂରଯାତ୍ରା, ବ୍ୟବସାୟରେ ଲାଭ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ମା ଲକ୍ଷ୍ମୀ।
ମକର- ଯାତ୍ରାରେ ଅସଫଳ, ଶରୀର କଷ୍ଟ, ଅର୍ଥ ସମସ୍ୟା, ସମ୍ପର୍କରେ ବାଧା, ମାନସିକ ଅବସାଦ, ଅନୁଷ୍ଠାନରୁ ଉନ୍ନତି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୨, ଆରାଧନା- ମା ମଙ୍ଗଳା।
କୁମ୍ଭ- ଅର୍ଥଲାଭ, ଦେବକାର୍ଯ୍ୟରେ ଆନନ୍ଦ, ସମ୍ପର୍କରେ ଉନ୍ନତି, ଦ୍ରବ୍ୟ ପ୍ରାପ୍ତି, ବିଦ୍ୟାରେ ସଫଳ, ନୂତନ ବ୍ୟବସାୟ, , ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮, ଆରାଧନା- ଗ୍ରାମଦେବତୀ।
ମୀନ- ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, କାର୍ଯ୍ୟରେ ସଫଳ, ସନ୍ତାନ ସମସ୍ୟା, ଅର୍ଥ ପ୍ରାପ୍ତି, ବ୍ୟବସାୟରେ ଲାଭ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା- ଲକ୍ଷ୍ମୀ ନାରାୟଣ ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



