ରାଶିଫଳ ୧୨.୨.୨୦୨୬ ଗୁରୁବାର 

ଫାଲଗୁନ କୃଷ୍ଣପକ୍ଷ, ଦଶମୀ 

 ରାଶିଫଳ ୧୨.୨.୨୦୨୬ ଗୁରୁବାର 
Ipsita Picture
By: Ipsita


ମେଷ- ଯାତ୍ରାରେ ସତର୍କ, କାର୍ଯ୍ୟ ସଫଳ, ସମ୍ମାନଳାଭ, ଶତ୍ରୁ ସମସ୍ୟା, ଦୂରଯାତ୍ରା, ବ୍ୟବସାୟରେ ସ୍ବଳ୍ପ ଲାଭ, ଜମି ଗଣ୍ଡଗୋଳ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ଗଜଲକ୍ଷ୍ମୀ।
ବୃଷ- କାର୍ଯ୍ୟ ବିଫଳ, ନୂତନ କାର୍ଯ୍ୟ ଆରମ୍ଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ ଲୋକସମ୍ପର୍କ ବୃଦ୍ଧି, ଯାନବାହନେ ସମସ୍ୟା, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ପ୍ରଭୁ ସ୍କନ୍ଦ।
ମିଥୁନ- ସ୍ବାସ୍ଥ୍ୟରେ ଉନ୍ନତି, ବାଣିଜ୍ୟରେ ଲାଭ, ସମ୍ମାନ ପ୍ରାପ୍ତି, ବନ୍ଧୁ ଦର୍ଶନ, ଜମି ଗଣ୍ଡଗୋଳ, ମୋକଦ୍ଦମାରେ ପଡ଼ିପାରନ୍ତି,ଦେବକାର୍ଯ୍ୟରେ  ଆଶକ୍ତ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୭,  ଆରାଧନା- ମା ଭଗବତୀ।
କର୍କଟ- ସାହାଯ୍ୟ ପ୍ରାପ୍ତି, ଅଭିଳାଷ ପୂର୍ଣ୍ଣ, ଗୃହେ ଅଶାନ୍ତି, ବ୍ୟବସାୟରେ ସନ୍ତୁଷ୍ଟ, ଶତ୍ରୁ ସମସ୍ୟା, ବନ୍ଧୁ ସାହାଯ୍ୟ, ସମ୍ପତ୍ତି ଲାଭ, ଉତ୍ସବରେ ଆଗ୍ରହୀ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- କଫି, ସଂଖ୍ୟା-୫,  ଆରାଧନା- ଲକ୍ଷ୍ମୀ ନାରାୟଣ।
ସିଂହ- ଯାତ୍ରାରେ ସତର୍କ,  ଅନୁଷ୍ଠାନରୁ ଲାଭ, ଶତ୍ରୁ ସମସ୍ୟା, ଶରୀର ସମସ୍ୟା, ସୁସମ୍ବାଦ,ବାଣିଜ୍ୟେ ଶତ୍ରୁତା, ସନ୍ତାନ ଲାଭ, ନୂତନ ନିଯୁକ୍ତି, ସ୍ବାଦିଷ୍ଠ ଭୋଜନ ପ୍ରାପ୍ତି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬,  ଆରାଧନା- ମାଣିକେଶ୍ବରୀ।
କନ୍ୟା- ଅର୍ଥଲାଭ, ସମ୍ମାନ ପ୍ରାପ୍ତି, ଉଚ୍ଚଆଶାରେ ବିଳମ୍ବ, ଦ୍ରବ୍ୟ ପ୍ରାପ୍ତି, ସମସ୍ୟା ସମାଧାନ, ଗୃହେ ଉତ୍ସବ, ତୀର୍ଥାଟନ, ମାନସିକ ଶାନ୍ତି, ବିଦ୍ୟାରେ ସଫଳତା,  ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୪, ଆରାଧନା- ପ୍ରଭୁ ସୂର୍ଯ୍ୟ ନାରାୟଣ।
ତୁଳା- ଅର୍ଥ ସମସ୍ୟା, ବନ୍ଧୁଲାଭ, ଦୂରଯାତ୍ରା, ନୂତନ କାର୍ଯ୍ୟାରମ୍ଭ, ଗୃହେ ଅଶାନ୍ତି, ଲୋକସମ୍ପର୍କ ବୃଦ୍ଧି, ଜମିଜମା ଗଣ୍ଡଗୋଳ, ଉତ୍ସବ ପ୍ରତି ଆଗ୍ରହ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯,  ଆରାଧନା- ପ୍ରଭୁ ଜଗନ୍ନାଥ।
ବିଛା- ମାନସିକ କଷ୍ଟ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ନୂତନ ସମସ୍ୟା, ଦ୍ରବ୍ୟଲାଭ, ଭୂସମ୍ପତ୍ତି ଲାଭ, ସ୍ତ୍ରୀ ସହଯୋଗ, ବନ୍ଧୁ କଷ୍ଟ, ବ୍ୟବସାୟରେ ଶତ୍ରୁତା, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ଭଗବାନ ବିଷ୍ଣୁ।
ଧନୁ- ଦୂରଯାତ୍ରା, ଅର୍ଥ ସମସ୍ୟା, ମାନସିକ ଶାନ୍ତି, ବନ୍ଧୁକଷ୍ଟ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, କର୍ମକ୍ଷେତ୍ରେ ଲାଭ, ଦ୍ରବ୍ୟ ପ୍ରାପ୍ତି, ପିଲାଙ୍କ ସମସ୍ୟା, ଉତ୍ତରାଷାଢ଼ା  ନକ୍ଷତ୍ର  ସତର୍କ ରୁହନ୍ତୁ,  ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ପିତାମାତାଙ୍କ ସେବା।
ମକର- ଅର୍ଥପ୍ରାପ୍ତି, ସମସ୍ୟା ସମାଧାନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗାଡ଼ି ଚାଳନାରେ ସତର୍କ, ଗୃହେ ଅଶାନ୍ତି, ଶାରୀରିକ ସମସ୍ୟା,  ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୮, ଆରାଧନା- ମା ଭଗବତୀ।
କୁମ୍ଭ- ଦୂରଯାତ୍ରା, ବନ୍ଧୁଦର୍ଶନ, ଯାତ୍ରାରେ ବିଳମ୍ବ, ମାମଲା ସମାଧାନ, ଶୁଭଖବର, ପାରିବାରିକ ସମସ୍ୟା, ଆଶା ସଫଳ, ଶରୀର ଅସୁସ୍ଥ, ଅର୍ଥକଷ୍ଟ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭,  ଆରାଧନା- ମହାଲକ୍ଷ୍ମୀ।
ମୀନ- ଅର୍ଥଲାଭ, ଦୂରଯାତ୍ରା, ଯାନ୍ତ୍ରିକ ସମସ୍ୟା, ଉତ୍ସବ ପ୍ରତି ଆଗ୍ରହ, ସୁସମ୍ବାଦ ପ୍ରାପ୍ତି, ବ୍ୟବସାୟରେ ଉନ୍ନତି ଶତ୍ରୁ ପରାଜିତ ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୬, ଆରାଧନା- ପ୍ରଭୁ ଜଗନ୍ନାଥ।

ସମ୍ବନ୍ଧିତ ଖବର ୮/୩/୨୦୨୬ ରବିବାର


ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ୧୦.୩.୨୦୨୬ ମଙ୍ଗଳବାର

Tags:

Related Posts

୮/୩/୨୦୨୬ ରବିବାର

୮/୩/୨୦୨୬ ରବିବାର

୨୮.୨.୨୦୨୬ ଶନିବାର

୨୮.୨.୨୦୨୬ ଶନିବାର

୨.୩ .୨୦୨୬ ସୋମବାର 

୨.୩ .୨୦୨୬ ସୋମବାର