ରାଶିଫଳ ୧୦.୨.୨୦୨୬ ମଙ୍ଗଳବାର 

ଫାଲଗୁନ କୃଷ୍ଣପକ୍ଷ, ନବମୀ 

ରାଶିଫଳ ୧୦.୨.୨୦୨୬ ମଙ୍ଗଳବାର 
Ipsita Picture
By: Ipsita


ମେଷ- ଅଯଥା ଚିନ୍ତା, ବ୍ୟବସାୟରେ ବାଧା, ସ୍ବାସ୍ଥ୍ୟ ସମସ୍ୟା, ବିଶିଷ୍ଟ କାର୍ଯ୍ୟଲାଭ, ବନ୍ଧୁଲାଭ, କର୍ମକ୍ଷେତ୍ରେ  ସାମାନ୍ୟ ଲାଭ,  ଆଶା ବିଫଳ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ।
ବୃଷ- ଧନସମ୍ପତ୍ତି ବୃଦ୍ଧି, ଆଶା ସଫଳ, ସମ୍ମାନପ୍ରାପ୍ତି, ଦୂରଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ସମସ୍ୟା ସମାଧାନ, ବ୍ୟବସାୟରେ ଲାଭ, ଦାମ୍ପତ୍ୟ ସୁଖ, ଦ୍ରବ୍ୟଲାଭ, ପାରିବାରିକ ସମସ୍ୟା,ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ବିଷ୍ଣୁ ଭଗବାନ।
ମିଥୁନ- ସମ୍ପତ୍ତିଲାଭ, ସମସ୍ୟା ସମାଧାନ, ନୂତନ କାର୍ଯ୍ୟରେ ଖୁସି, ଲୋକସମ୍ପର୍କ ବୃଦ୍ଧି, ସନ୍ତାନ ସମସ୍ୟା, ବନ୍ଧୁଲାଭ, ଖୁସି ଖବର, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା- ଶଙ୍କର ଭଗବାନ।
କର୍କଟ- ଶରୀର ଅସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, କଚେରୀ ମାମଲା, ଲୋକସମ୍ପର୍କରେ ଉନ୍ନତି, ଗାଡ଼ିଚାଳନାରେ ସାବଧାନ, ଦ୍ରବ୍ୟ ନଷ୍ଟ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-୭,  ଆରାଧନା- ମା ବିମଳା।
ସିଂହ- ଆର୍ଥିକ ଉନ୍ନତି, ବନ୍ଧୁଲାଭ, ସନ୍ତାନ ସମସ୍ୟା, ଗୃହେ ଉତ୍ସବ, ଦୂରଯାତ୍ରା, ଶରୀର ସୁସ୍ଥ, ଆଶା ସଫଳ, କର୍ମକ୍ଷେତ୍ରେ ଲାଭ, ବିପଦମୁକ୍ତ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬,  ଆରାଧନା- ଲକ୍ଷ୍ମୀନାରାୟଣ୤
କନ୍ୟା- ନୂତନ କାର୍ଯ୍ୟାରମ୍ଭ, ସମସ୍ୟା ସମାଧାନ, ଆଶା ସଫଳ, ଦ୍ରବ୍ୟପ୍ରାପ୍ତି, ବନ୍ଧୁ ଲାଭ, ଅର୍ଥ ସମସ୍ୟା, ସୁମିଷ୍ଠ ଭୋଜନ,  ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ ।
ତୁଳା-  ଖୁସି ଖବର, ଦାମ୍ପତ୍ୟ ସୁଖ, ବନ୍ଧୁଲାଭ, ଅର୍ଥ ସମସ୍ୟା, ସମ୍ପତ୍ତି ସମସ୍ୟା, ବ୍ୟବସାୟରେ ଉନ୍ନତି, ଶରୀର ସୁସ୍ଥ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭,  ଆରାଧନା- ଶଙ୍କର ଭଗବାନ ।
ବିଛା- ସମ୍ପତ୍ତି ଲାଭ, ଖୁସି ଖବର, ଅର୍ଥପ୍ରାପ୍ତି, ବିଦେଶ ଭ୍ରମଣ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ବିଦ୍ୟାରେ ସଫଳତା, ମାନସିକ ଶାନ୍ତି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୩, ଆରାଧନା- ପ୍ରଭୁ ରାଧାବଲ୍ଲଭ।
ଧନୁ- ମାନସିକ ଅଶାନ୍ତି, କାର୍ଯ୍ୟ ଅସଫଳ, ଶରୀର ଅସୁସ୍ଥ, ସୁସମ୍ପର୍କ, ଅତିଥି ଚର୍ଚ୍ଚା, ବ୍ୟବସାୟରେ ବିଦ୍ରୋହ, ଦାମ୍ପତ୍ୟ ସୁଖ, ପୂର୍ବାଷାଢ଼ା  ନକ୍ଷତ୍ର  ସତର୍କ ରୁହନ୍ତୁ,  ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା-ରାଧାବଲ୍ଲଭ ।
ମକର- ଧନଲାଭ, ସମ୍ମାନପ୍ରାପ୍ତି, ଆଶା ସଫଳ, ଶରୀର ସୁସ୍ଥ,  ନୂତନ କାର୍ଯ୍ୟ ଲାଭ,  ଶତ୍ରୁ ସମସ୍ୟା, ଦୂରଯାତ୍ରା, ଦ୍ରବ୍ୟଲାଭ,   ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୧୦ ଆରାଧନା- ମା ଦକ୍ଷିଣକାଳୀ।
କୁମ୍ଭ- ବ୍ୟବସାୟିକ ଲାଭ, ସମ୍ମାନରେ ବାଧା, ଶରୀର ଅସୁସ୍ଥ, ଶତ୍ରୁ ସମସ୍ୟା, ମୋକଦ୍ଦମାରେ କଷ୍ଟ, ଦ୍ରବ୍ୟ ଲାଭ, ମାନସିକ କଷ୍ଟ,  ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ମା ମଙ୍ଗଳା।
ମୀନ- କର୍ମକ୍ଷେତ୍ରେ ଲାଭ, ଯାନ୍ତ୍ରିକ ତ୍ରୁଟି, ମାମଲା ସମାଧାନ, ଦେବକାର୍ଯ୍ୟ ସଫଳ, ପାରିବାରିକ ଖୁସି, ଶତ୍ରୁନାଶ, ନୂତନ ନିଯୁକ୍ତି,  ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦି, ସଂଖ୍ୟା-୫, ଆରାଧନା- ମା ମଙ୍ଗଳା।

ସମ୍ବନ୍ଧିତ ଖବର ରାଶିଫଳ, ୯.୦୩.୨୬, ସୋମବାର

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର  ରାଶିଫଳ ୬.୩.୨୦୨୬ ଶୁକ୍ରବାର 

Tags:

Related Posts

୨.୩ .୨୦୨୬ ସୋମବାର 

୨.୩ .୨୦୨୬ ସୋମବାର 

24.2.2026, ମଙ୍ଗଳବାର

24.2.2026, ମଙ୍ଗଳବାର

୨୬.୨.୨୦୨୬, ଗୁରୁବାର

୨୬.୨.୨୦୨୬, ଗୁରୁବାର