ରାଶିଫଳ ୯.୨.୨୦୨୬, ସୋମବାର
ଫାଲଗୁନ କୃଷ୍ଣପକ୍ଷ ଅଷ୍ଟମୀ
ମେଷ: ଧନ ଲାଭ, କାର୍ଯ୍ୟ ସଫଳ, ବିଶିଷ୍ଠ କାର୍ଯ୍ୟରେ ବିଳମ୍ବ, ଶାରୀରିକ ସୁସ୍ଥତା, ଦୂର ଯାତ୍ରା, ବ୍ୟବସାୟରେ ସଫଳ, ସମ୍ମାନ ପ୍ରାପ୍ତି, ଦ୍ରବ୍ୟ ଲାଭ। ଧରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୫, ଆରାଧନା- ପ୍ରଭୁ ସୂର୍ଯ୍ୟନାରାୟଣ।
ବୃଷ: ଶାରୀରିକ ଅସୁସ୍ଥ, ଅର୍ଥ ସମସ୍ୟା, ସମ୍ମାନ ବାଧା, ନୂତନ ବ୍ୟବସାୟ, ଦୂର ଯାତ୍ରା, କଚେରୀ ମାମଲା, ଗୃହେ ଉତ୍ସବ, ଦେବ କାର୍ଯ୍ୟରେ ଖୁସି। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୪, ଆରାଧନା- ବିଷ୍ଣୁ ଭଗବାନ।
ମିଥୁନ: ବୃଥା ଭ୍ରମଣ, ମାନସିକ ଅଶାନ୍ତି, ବାଣିଜ୍ୟରେ ସ୍ବଳ୍ପ ଲାଭ, ଜମି ଗଣ୍ଡଗୋଳ, ଗୃହେ ଉତ୍ସବ, ଲୋକସମ୍ପର୍କରେ ଉନ୍ନତି, ବନ୍ଧୁ ଲାଭ, କର୍ମକ୍ଷେତ୍ରେ ବାଧା। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୮, ଆରାଧନା- ମା’ ଲକ୍ଷ୍ମୀ।
କର୍କଟ: ସ୍ବାସ୍ଥ୍ୟ ଲାଭ, ସମ୍ପର୍କ ବାଧା, ବ୍ୟବସାୟରେ ସ୍ବଳ୍ପ ଲାଭ, ଉତ୍ସବ ପ୍ରତି ଅାଗ୍ରହ, ଯାନବାହନ ସତର୍କ, ପରିବାରର ସହଯୋଗ, ଦେବଭକ୍ତି, ସମ୍ମାନ ପ୍ରାପ୍ତି। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୨, ଆରାଧନା- ମା’ କାଳୀ।
ସିଂହ: ଶତ୍ରୁ ସମସ୍ୟା, ବନ୍ଧୁ ଲାଭ, ଦେବ ଦର୍ଶନ, ସମ୍ମାନ ଲାଭ, ପିଲାଙ୍କ ପାଇଁ ଚିନ୍ତିତ, ହଠାତ ଦୂରଯାତ୍ରା, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହାୟତା, ଆଶା ସଫଳ। ପୂର୍ବାଫାଲ୍ଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରାଧନା- କୁବେର।
କନ୍ୟା: କର୍ମେ ଆନନ୍ଦ, ମାନସିକ ଖୁସି, ତୀର୍ଥାଟନ, ସୁସମ୍ପର୍କ, ଶତ୍ରୁ ସମସ୍ୟା, ଦ୍ରବ୍ୟ ଲାଭ, ବ୍ୟବସାୟରେ ଖୁସି, ବନ୍ଧୁ ଲାଭ, ପାରିବାରିକ ଚିନ୍ତା, ବିଦ୍ୟାରେ ଅସଫଳ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୮, ଆରାଧନା- ଲକ୍ଷ୍ମୀନାରାୟଣ।
ତୁଳା: ଶାରୀରିକ ସୁସ୍ଥତା, ଦାମ୍ପତ୍ୟ କଳହ, ଦେବକାର୍ଯ୍ୟରେ ଆଗ୍ରହ, ପାରିବାରିକ ସହଯୋଗ, ଧନନାଶ, ଶତ୍ରୁ ସମସ୍ୟା, ବାଣିଜ୍ୟରେ ଲାଭ, ବନ୍ଧୁ ସାହାଯ୍ୟ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।
ବିଛା: ସମ୍ମାନ ଲାଭ, ନୂତନ ସମସ୍ୟା, ବିବାଦିତ କାର୍ଯ୍ୟରେ ବିଜୟ, ବ୍ୟବସାୟରେ ଲାଭ, ସୁସମ୍ପର୍କ, ମାନସିକ ଶାନ୍ତି, ଉତ୍ସବ ପ୍ରତି ଆଗ୍ରହ, ହଠାତ ମାନସିକ ଅଶାନ୍ତି, ଦୂର ଯାତ୍ରାରେ ସମସ୍ୟା। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୨, ଆରାଧନା- ପ୍ରଭୁ ନାରାୟଣ।
ଧନୁ: ନୂତନ ଆୟ, ଶାରୀରିକ ସୁସ୍ଥତା, ଭାଇଙ୍କ ଚିନ୍ତା, ଲୋକସମ୍ପର୍କରେ ଉନ୍ନତି, ମାନସିକ ଚାପ, କାର୍ଯ୍ୟରେ ଅସଫଳ, ଅର୍ଥ ଚିନ୍ତା, ସମ୍ପତ୍ତି ଲାଭ, ଦେବକାର୍ଯ୍ୟ ରହିବ। ପୂର୍ବାଷାଢ଼ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୧୧, ଆରାଧନା- ରାଧାକୃଷ୍ଣ।
ମକର: ଭୟ ବୃଦ୍ଧି, ପରିବାରରେ ସହଯୋଗ, ଦୂର ଯାତ୍ରା, ଅସୁଭ ସମାଚାର, ଉତ୍ସବରେ ଖୁସି, େଲାକସମ୍ପର୍କ ହାନି, ଶରୀର ଅସୁସ୍ଥ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ଦ୍ରବ୍ୟ ଲାଭ। ଶ୍ରଜଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୩, ଆରାଧନା- ପ୍ରଭୁ ଲୋକନାଥ।
କୁମ୍ଭ: ଶାରୀରିକ ସୁସ୍ଥତା, ବନ୍ଧୁ କଳହ, ବ୍ୟକ୍ତି ସହାତୟା, ଧନଲାଭ, ଦୂର ସମ୍ପର୍କରେ ବାଧା, ବ୍ୟବସାୟରେ ଉନ୍ନତି, ଦ୍ରବ୍ୟ ଲାଭ, ଯାନବାହନରେ ସତର୍କ, ମାନସିକ ଅଶାନ୍ତି। ସତଭିସା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୫, ଆରାଧନା- ମା’ ଭଗବତୀ।
ମୀନ: ମାନସିକ ଶାନ୍ତି, ଶତ୍ରୁ ପରାଜିତ, ନୂତନ କାର୍ଯ୍ୟ ଆରମ୍ଭ, ବନ୍ଧୁ ସହଯୋଗ, ଦୂର ଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟ ପ୍ରାପ୍ତି, ଗୃହେ ଅଶାନ୍ତି, ସନ୍ତାନ କଷ୍ଟ। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା- ମା’ ମଙ୍ଗଳା।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



