ରାଶିଫଳ ୭.୨.୨୦୨୬ ଶନିବାର
ଫାଲଗୁନ କୃଷ୍ଣପକ୍ଷ, ଷଷ୍ଠୀ
ମେଷ- ଧନଲାଭ, କାର୍ଯ୍ୟ ସଫଳ, ଶରୀର ସୁସ୍ଥ, ଦୂରଯାତ୍ରା, ବ୍ୟବସାୟରେ ଉନ୍ନତି, ସମ୍ମାନ ପ୍ରାପ୍ତି, ଦ୍ରବ୍ୟଲାଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୫, ଆରାଧନା- ସୂର୍ଯ୍ୟ ନାରାୟଣ।
ବୃଷ- ଶରୀର ଅସୁସ୍ଥ, ଅର୍ଥ ସମସ୍ୟା, ନୂତନ ବ୍ୟବସାୟ, ଦୂରଯାତ୍ରା, କଚେରୀ ମାମଲା, ଗୃହେ ଉତ୍ସବ, ଦେବକାର୍ଯ୍ୟରେ ଖୁସି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା- ବିଷ୍ଣୁ ଭଗବାନ।
ମିଥୁନ- ବୃଥା ଭ୍ରମଣ, ମାନସିକ ଅଶାନ୍ତି, ବାଣିଜ୍ୟରେ ସ୍ବଳ୍ପ ଲାଭ, ଜମି ଗଣ୍ଡଗୋଳ, ଲୋକସମ୍ପର୍କରେ ଉନ୍ନତି, ବନ୍ଧୁଲାଭ, କର୍ମକ୍ଷେତ୍ରେ ବାଧା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା- ମା ମହାଲକ୍ଷ୍ମୀ।
କର୍କଟ- ସମ୍ପର୍କରେ ବାଧା ବାଣିଜ୍ୟରେ ସ୍ବଳ୍ପ ଲାଭ, ଉତ୍ସବ ପ୍ରତି ଆଗ୍ରହ, ଯାନବାହନରେ ସତର୍କ ଦେବଭକ୍ତି, ସମ୍ମାନପ୍ରାପ୍ତି, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୨, ଆରାଧନା- ମହାକାଳୀ।
ସିଂହ- ଶତ୍ରୁସମ୍ୟା, ବନ୍ଧୁଲାଭ, ଦେବଦର୍ଶନ, ସମ୍ମାନଲାଭ, ହଠାତ୍ ଦୂରଯାତ୍ରା, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହାୟତା, ଆଶା ସଫଳ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- କୁବେର ଭଗବାନ।
କନ୍ୟା- କାର୍ମକ୍ଷେେତ୍ର ଆନନ୍ଦ, ମାନସିକ ଖୁସି, ତୀର୍ଥାଟନ, ସୁସମ୍ପର୍କ, ଶତ୍ରୁ ସମସ୍ୟା, ଦ୍ରବ୍ୟଲାଭ, ବାଣିଜ୍ୟରେ ଖୁସି, ବିଦ୍ୟାରେ ଅସଫଳ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ଲକ୍ଷ୍ମୀନାରାୟଣ।
ତୁଳା- ଶରୀର ସୁସ୍ଥ, ଦାମ୍ପତ୍ୟ କଳହ, ଦେବକାର୍ଯ୍ୟରେ ଆଗ୍ରହ, ଧନନାଶ, ଶତ୍ରୁ ସମସ୍ୟା, ବାଣିଜ୍ୟରେ ଲାଭ, ବନ୍ଧୁ ସାହାଯ୍ୟ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।
ବିଛା- ସମ୍ମାନ ଲାଭ, ନୂତନ ସମସ୍ୟା, ବ୍ୟବସାୟରେ ଲାଭ, ସୁସମ୍ପର୍କ, ମାନସିକ ଶାନ୍ତି, ଦୂରଯାତ୍ରାରେ ସମସ୍ୟା, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୨, ଆରାଧନା- ପ୍ରଭୁ ନାରାୟଣ।
ଧନୁ- ନୂତନ ଆୟ, ଶରୀର ସୁସ୍ଥ, ଲୋକସମ୍ପର୍କରେ ଉନ୍ନତି, ମାନସିକ ଚାପ, କାର୍ଯ୍ୟରେ ଅସଫଳ, ଅର୍ଥଚିନ୍ତା, ସମ୍ପତ୍ତିଲାଭ, ଦେବକାର୍ଯ୍ୟ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୧, ଆରାଧନା- ରାଧାକୃଷ୍ଣ।
ମକର- ଭୟ ବୃଦ୍ଧି, ଦୂରଯାତ୍ରା, ଅଶୁଭ ସମାଚାର, ଉତ୍ସବେ ଖୁସି, ଲୋକସମ୍ପର୍କ ହାନି, ଶରୀର ସୁସ୍ଥ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ଦ୍ରବ୍ୟଲାଭ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୩, ଆରାଧନା- ପ୍ରଭୁ ଲୋକନାଥ।
କୁମ୍ଭ- ଶରୀର ସୁସ୍ଥ, ବନ୍ଧୁକଳହ, ବ୍ୟକ୍ତି ସହାୟତା, ଧନଲାଭ, ଦୂରସମ୍ପର୍କରେ ବାଧା, ବ୍ୟବସାୟରେ ଉନ୍ନତି, ଦ୍ରବ୍ୟଲାଭ, ଯାନବାହନେ ସତର୍କ, ମାନସିକ ଅଶାନ୍ତି, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୫, ଆରାଧନା- ମା ଭଗବତୀ।
ମୀନ- ମାନସିକ ଶାନ୍ତି, ଶତ୍ରୁ ପରାଜିତ, ନୂତନ କାର୍ଯ୍ୟ ଆରମ୍ଭ, ବନ୍ଧୁ ସହଯୋଗ, ଦୂରଯାତ୍ରା, ଦ୍ରବ୍ୟ ପ୍ରାପ୍ତି, ଗୃହେ ଅଶାନ୍ତି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ମା ମଙ୍ଗଳା।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



