ରାଶିଫଳ ୬.୨.୨୦୨୬ ଶୁକ୍ରବାର

ଫାଲଗୁନ କୃଷ୍ଣପକ୍ଷ, ପଞ୍ଚମୀ  

ରାଶିଫଳ ୬.୨.୨୦୨୬ ଶୁକ୍ରବାର
Ipsita Picture
By: Ipsita


ମେଷ- ଦୂରଯାତ୍ରା ସଫଳ, ଅର୍ଥଲାଭ, ଶତ୍ରୁ ପରାଜିତ, ଆଶା ସଫଳ, ଲୋକସମ୍ପର୍କ ବୃଦ୍ଧି, ସମ୍ପତ୍ତି ଲାଭ, ଶରୀର ସୁସ୍ଥ, ଅଶ୍ବିନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବୃଷ- ଅର୍ଥସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭକାର୍ଯ୍ୟ, କର୍ମେ ଅଶାନ୍ତି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ପ୍ରଭୁ ଜଗନ୍ନାଥ।
ମିଥୁନ- ମାନସିକ ଅଶାନ୍ତି, ଅର୍ଥ ସମସ୍ୟା, ବହୁ ପରିଶ୍ରମ, ସମ୍ପର୍କରେ ଉନ୍ନତି, ଯାନବାହନେ ସତର୍କ, ଶରୀର ଅସୁସ୍ଥ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା- ମା ମହାଲକ୍ଷ୍ମୀ।
କର୍କଟ- ଆର୍ଥିକ ଖୁସି, ସୁସମ୍ପର୍କ, ମାନସିକ ଶାନ୍ତି, ବିଦେଶ ଭ୍ରମଣ, ନୂତନ ବନ୍ଧୁଲାଭ, ଶତ୍ରୁ ପରାଜିତ, ଦାମ୍ପତ୍ୟ ସୁଖ, ବିଦ୍ୟାଲାଭ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଫି, ସଂଖ୍ୟା-୧୦, ଆରାଧନା- ଗୋସେବା କରନ୍ତୁ।
ସିଂହ- ଶତ୍ରୁସମସ୍ୟା, କର୍ମକ୍ଷେତ୍ରେ ଅଶାନ୍ତି, ଅଯଥା ଖର୍ଚ୍ଚ, ଶରୀର ସୁସ୍ଥ, ନୂତନ କର୍ମଲାଭ, ସମ୍ପତ୍ତି କଷ୍ଟ, ବନ୍ଧୁଲାଭ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୧, ଆରାଧନା- ବିଷ୍ଣୁ ଭଗବାନ।
କନ୍ୟା- ସମ୍ମାନ ପ୍ରାପ୍ତି, ଅର୍ଥଲାଭ, ସମ୍ପତ୍ତି ଲାଭ, ଶୁଭକାର୍ଯ୍ୟ, ସ୍ବଜନ ବିବାଦ, ଯାନବାହନେ ସତର୍କ, ଖୁସି ମିଳିବ, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୧୨, ଆରାଧନା- ଗୁରୁଜନଙ୍କ ସେବା କରନ୍ତୁ।
ତୁଳା- ଶତ୍ରୁ ସମସ୍ୟା, ବ୍ୟବସାୟରେ ଲାଭ, ଆଶା ସଫଳ, ସମ୍ମାନବୋଧ, ଶୁଭକାର୍ଯ୍ୟ, ଯାନବାହନେ ସତର୍କ, ସୁମିଷ୍ଠ ଭୋଜନ, ଭ୍ରାତୃ କଳହ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ପ୍ରଭୁ ଆଶୁତୋଷ।
ବିଛା- ବନ୍ଧୁ ସହଯୋଗ, ବ୍ୟବସାୟରେ ଲାଭ,  ଅର୍ଥଲାଭ, ଦୂରଯାତ୍ରାରେ ସଫଳ, ସମ୍ମାନିତ ହେବେ, ଗୃହେ ସମସ୍ୟା ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ- ପଦୋନ୍ନତି, ଅର୍ଥଖର୍ଚ୍ଚ, ମାନସିକ ଚାପ, ବନ୍ଧୁଲାଭ, ଭ୍ରାତୃ କଳହ, ହଠାତ୍ ଦୂରଯାତ୍ରା ଶତ୍ରୁ ସମସ୍ୟା, ଉତ୍ସବ ପ୍ରତି ଆଗ୍ରହ, ମୂଳା ନକ୍ଷତ୍ର  ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ମା ଭଗବତୀ।
ମକର- ଭ୍ରାତୃ କଳହ,  ଅର୍ଥ ସମସ୍ୟା, କଚେରୀ ମାମଲା, ତୀର୍ଥାଟନ, ଶତ୍ରୁ ସମସ୍ୟା ବ୍ୟବସାୟ ଆରମ୍ଭ, ସୁସମ୍ପର୍କ, ଦେବକାର୍ଯ୍ୟ, ଉତ୍ସବ ପ୍ରତି ଆଗ୍ରହ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮, ଆରାଧନା- ମା ଦକ୍ଷିଣକାଳୀ।
କୁମ୍ଭ- ଶରୀର ଅସୁସ୍ଥ, ଅର୍ଥ ସମସ୍ୟା, ସୁସମ୍ପର୍କ, ଦେବକାର୍ଯ୍ୟ ଉତ୍ସବ ପ୍ରତି ଆଗ୍ରହ, ଶତ୍ରୁକଷ୍ଟ, ମାନସିକ ଅଶାନ୍ତି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୮, ଆରାଧନା- ମା ମଙ୍ଗଳା।
ମୀନ- ଶୁଭଖବର, ସମସ୍ୟା ସମାଧାନ, ଅର୍ଥଲାଭ, ନୂତନ ବ୍ୟବସାୟ ଆରମ୍ଭ,  ଶତ୍ରୁ ପରାଜିତ, ଶରୀର ସୁସ୍ଥ, ଆଶା ସଫଳ, ଗୃହେ ଉତ୍ସବ, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା- ମା ବିମଳା।

ସମ୍ବନ୍ଧିତ ଖବର ୧୦.୩.୨୦୨୬ ମଙ୍ଗଳବାର

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ରାଶିଫଳ, ୯.୦୩.୨୬, ସୋମବାର

Tags: