ତୃତୀୟା ୪.୨.୨୦୨୬ ବୁଧବାର
ଫାଲଗୁନ କୃଷ୍ଣପକ୍ଷ,
ମେଷ- ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟରେ ଲାଭ, ଶତ୍ରୁ ସମସ୍ୟା, ଉଚ୍ଚଆଶାରେ ବିଫଳ, ଆକସ୍ମିକ ଧନଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ମା ବଗଳାମୁଖୀ
ବୃଷ- ବ୍ୟୟ ବୃଦ୍ଧି, ଗୃହେ ଉତ୍ସବ, ଲୋକସମ୍ପର୍କ ବୃଦ୍ଧି, ଋଣ କରିବେ, ସୁମିଷ୍ଠ ଜନ, ନୂତନ ବ୍ୟବସାୟ, କର୍ମକ୍ଷେତ୍ରେ ଉନ୍ନତି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ
ମିଥୁନ- ଦ୍ରବ୍ୟଲାଭ, ସମ୍ମାନ ବୃଦ୍ଧି, ଶରୀର ସୁସ୍ଥ, ଗୃହ ସମସ୍ୟା, ବିବାଦ ସମାଧାନ, ଆଶା ସଫଳ, ବ୍ୟବସାୟରେ ଉନ୍ନତି, ତୀର୍ଥାଟନ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା- ବିଷ୍ଣୁ ଭଗବାନ
କର୍କଟ- ମାନସିକ ଅସ୍ଥିରତା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ସମସ୍ୟା, ଆଶା ବିଫଳ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ସମସ୍ୟା, ଆଶା ବିଫଳ, ଯାନବାହନେ ସମସ୍ୟା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଫି, ସଂଖ୍ୟା-୨, ଆରାଧନା- ଲକ୍ଷ୍ମୀନାରାୟଣ
ସିଂହ- ସହଯୋଗ ବୃଦ୍ଧି, ଗୃହେ ସମସ୍ୟା, ତୀର୍ଥାଟନ, ନୂତନ ବ୍ୟବସାୟ, ଶତ୍ରୁ ପରାଜିତ, ଭୂସମ୍ପତ୍ତି ଲାଭ, ସୁସମାଚାର, ଅର୍ଥପ୍ରାପ୍ତି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା- କନକଲକ୍ଷ୍ମୀ
କନ୍ୟା- ଅର୍ଥ ବ୍ୟୟ, ନୂତନ ନିଯୁକ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ପରିଭ୍ରମଣ େଯାଗ, ଆଶା ସଫଳ, ଅଯଥା ବ୍ୟୟ, ଶତ୍ରୁ ସମସ୍ୟା, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ନୃସିଂହ ଭଗବାନ
ତୁଳା- ଧନଲାଭ, ଆଶାପୂର୍ତ୍ତି ବ୍ୟବସାୟରେ ଉନ୍ନତି, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ପରାଜିତ, ସନ୍ତାନ ଖୁସି, ସ୍ବାସ୍ଥ୍ୟ ସଙ୍କଟ, ସ୍ବାତି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୧, ଆରାଧନା-ଶଙ୍କର ଭଗବାନ
ବିଛା- ମାନସିକ ଶାନ୍ତି, ଦୂରଯାତ୍ରା, ବନ୍ଧୁଲାଭ, ଦେବକାର୍ଯ୍ୟ, ଅର୍ଥ ସମସ୍ୟା, ବ୍ୟବସାୟରେ ଲାଭ, ଦାମ୍ପତ୍ୟ ସୁଖ, ଆତ୍ମ ତୃପ୍ତି ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା ଭଗବତୀ
ଧନୁ- ମାନସିକ ଅସ୍ଥିରତା, ଧନଖର୍ଚ୍ଚ, ସମ୍ମାନ ହାନି, ଉଚ୍ଚଆଶାରେ ବିଫଳ, ବ୍ୟବସାୟରେ ସ୍ବଳ୍ପ ଲାଭ, ଲୋକସମ୍ପର୍କ ବ୍ୃଦ୍ଧି, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା- ଗୁରୁଜନଙ୍କ େସବା
ମକର- ବାଦ ବିବାଦ, ଅର୍ଥଚିନ୍ତା, ସ୍ବାସ୍ଥ୍ୟଲାଭ, ସମ୍ପତ୍ତିଲାଭ, ବ୍ୟବସାୟରେ ଉନ୍ନତି, ତୀର୍ଥାଟନ, ଶତ୍ରୁ ସମସ୍ୟା, ଜନସମ୍ପର୍କ ବୃଦ୍ଧି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮, ଆରାଧନା- ମା ମଙ୍ଗଳା
କୁମ୍ଭ- ଅର୍ଥଲାଭ, ଦାମ୍ପତ୍ୟ ସୁଖ, ଶୁଭକାର୍ଯ୍ୟ, ଶରୀର ସୁସ୍ଥ, ସ୍ବାଦିଷ୍ଠ ଭୋଜନ, ଦୂରଯାତ୍ରା, ବ୍ୟବସାୟରେ ଶତ୍ରୁତା, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ମା ଦକ୍ଷିଣକାଳୀ
ମୀନ- ପଦୋନ୍ନତି, ଧନପ୍ରାପ୍ତି, ବିବାଦ ସମାଧାନ, ଗୃହେ ଉତ୍ସବ, ଦେବକାର୍ଯ୍ୟରେ ଖୁସି, ତୀର୍ଥାଟନ, ଶତ୍ରୁ ସମସ୍ୟା ସମାଧାନ, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୬, ଆରାଧନା- ପ୍ରଭୁ ଜଗନ୍ନାଥ
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



