୧.୨.୨୦୨୬ ରବିବାର 

ମାଘମାସ ଶୁକ୍ଳପକ୍ଷ, ପୂର୍ଣ୍ଣିମା 

୧.୨.୨୦୨୬ ରବିବାର 
Ipsita Picture
By: Ipsita


ମେଷ- ମାନସିକ କ୍ଲେଶ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସହଯୋଗ, ଶାରୀରିକ ଅସୁସ୍ଥତା, ଦୂରଯାତ୍ରା, ଦେବକାର୍ଯ୍ୟ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ସ୍ବଜନେ ବିଳମ୍ବ, ଉଚ୍ଚଆଶାରେ ବିଫଳ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍‌, ସଂଖ୍ୟା-୪, ଆରାଧନା- ମା ଧୂମାବତୀ।
ବୃଷ- ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ସହଯୋଗ, ତୀର୍ଥାଟନ, ପାରିବାରିକ ସହଯୋଗ, ବ୍ୟବସାୟରେ ଉନ୍ନତି, ଶତ୍ରୁ ସମସ୍ୟା, ନୂତନ କାର୍ଯ୍ୟାରମ୍ଭ, ଦାମ୍ପତ୍ୟ ଖୁସି, ସନ୍ତାନ କଷ୍ଟ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ମିଥୁନ- ଅର୍ଥ ଖର୍ଚ୍ଚ, ଶୁଭକାର୍ଯ୍ୟ, ଶତ୍ରୁ ସମାଧାନ, ଗୃହେ ଉତ୍ସବ, ସୁମିଷ୍ଠ େଭାଜନ, ଶାରିରିକ କଷ୍ଟ, ଦେବଦର୍ଶନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଲୋକସମ୍ପର୍କ ବୃଦ୍ଧି, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ମହାଲକ୍ଷ୍ମୀ।
କର୍କଟ- ସଫଳତା, ବନ୍ଧୁଲାଭ, ସମ୍ମାନ ପ୍ରାପ୍ତି, ଅର୍ଥପ୍ରାପ୍ତି, ବିବାଦ ସମାଧାନ, ଉଚ୍ଚଆଶା ପୂର୍ଣ୍ଣ, ଧନପ୍ରାପ୍ତି, ଶରୀର ଅସୁସ୍ଥ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧୨, ଆରାଧନା- ଭଗବାନ ଶଙ୍କର।
ସିଂହ- ଯାତ୍ରାଜନିତ କ୍ଳେଶ, ଅର୍ଥଖର୍ଚ୍ଚ, ସୁମିଷ୍ଠ ଭୋଜନ, ଅଳ୍ପ ସମସ୍ୟା, ତୀର୍ଥାଟନ, ବନ୍ଧୁ ବିରୋଧ, ପାରିବାରିକ ସମସ୍ୟା, ଅର୍ଥକୁ ନେଇ ବିବାଦ, କର୍ମକ୍ଷେତ୍ରେ ମିତ୍ରତା, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ମା ଦକ୍ଷିଣକାଳୀ।
କନ୍ୟା- ମର୍ଯ୍ୟାଦା ଲାଭ, ଶୁଭଖବର, ଉଚ୍ଚଆଶା ପୂର୍ଣ୍ଣ, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ପିଲାଙ୍କ ଶୁଭଖବର, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା- ମା କମଳା।
ତୁଳା- ଆୟ ବୃଦ୍ଧି, ଶତ୍ରୁ ସମସ୍ୟା, ଶାରୀରିକ କ୍ଳେଶ, ଦେବଦର୍ଶନ, ବନ୍ଧୁଲାଭ, ଦ୍ରବ୍ୟ ପ୍ରାପ୍ତି, ବ୍ୟବସାୟ ଆରମ୍ଭ, ହଠାତ୍ ଦୂରଯାତ୍ରା, ମାନସିକ ଶାନ୍ତି, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ଶଙ୍କର ଭଗବାନ।
ବିଛା- ବିଘ୍ନ ଘଟିବ, ଶତ୍ରୁ ସମସ୍ୟା, ଅଳ୍ପ ଖୁସି, ଜମିଜମା ଗଣ୍ଡଗୋଳ, ସମ୍ପର୍କ ହାନି, ଶରୀର କଷ୍ଟ, ବ୍ୟବସାୟରେ ଅଳ୍ପ ଲାଭ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୩, ଆରାଧନା- ବିଷ୍ଣୁ ଭଗବାନ।
ଧନୁ- କର୍ମକ୍ଷେତ୍ରେ ଲାଭ, ଉଚ୍ଚଆଶାରେ ବାଧା, ଶରୀର କ୍ଲେଶ, ଶତ୍ରୁ ସମସ୍ୟା, ଦାମ୍ପତ୍ୟ ସୁଖ, ବ୍ୟବସାୟରେ ଖୁସି, ବିଦ୍ୟାରେ ସଫଳ,  ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା- ମା ବଗଳାମୁଖୀ୤
ମକର- ବନ୍ଧୁଲାଭ, ଆଶାପୂର୍ଣ୍ଣ, ବ୍ୟବସାୟରେ ଲାଭ, ଦୂରଯାତ୍ରା, ଶତ୍ରୁ ସମସ୍ୟା, ଶାରୀରିକ କ୍ଳେଶ, ଖର୍ଚ୍ଚାନ୍ତ ଯୋଗ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୬, ଆରାଧନା- ମା ମଙ୍ଗଳା।
କୁମ୍ଭ- ନୂତନ ଆୟ, ଦେବକାର୍ଯ୍ୟ, ଅର୍ଥଲାଭ, ଶରୀର କଷ୍ଟ, ଶତ୍ରୁସମସ୍ୟା, ବନ୍ଧୁଲାଭ, ଆଶାରେ ବିଫଳ, ତୀର୍ଥାଟନ, କିଛି କାର୍ଯ୍ୟରେ ବିବାଦ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ମା ପାର୍ବତୀ।
ମୀନ- ଜମିଜମାରେ ସମସ୍ୟା, ସ୍ବଳ୍ପ ଲାଭ, ନୂତନ ନିଯୁକ୍ତି, ପାରିବାରିକ ଖୁସି, ତୀର୍ଥାଟନ, ଗାଡ଼ିମୋଟର ଚାଳନାରେ ସାବଧାନ, ଉଚ୍ଚଆଶା ବିଫଳ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ମା ଭଗବତୀ।

ସମ୍ବନ୍ଧିତ ଖବର  ରାଶିଫଳ ୬.୩.୨୦୨୬ ଶୁକ୍ରବାର 


ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ୨୭.୨.୨୦୨୬ ଶୁକ୍ରବାର 

Tags:

Related Posts