୨.୨. ୨୦୨୬, ସୋମବାର

ପୌଷମାସ କୃଷ୍ଣପକ୍ଷ ପ୍ରତିପଦା

୨.୨. ୨୦୨୬, ସୋମବାର
Ipsita Picture
By: Ipsita



ମେଷ _ ଦ୍ରବ୍ୟଲାଭ, ଶୁଭଖବର, ନୂତନ କର୍ମାରମ୍ଭ, ବନ୍ଧୁ ଦର୍ଶନ, ଶତୃ ସମସ୍ୟା, ବ୍ୟବସାୟରେ ଉନ୍ନତି, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ ଧଳା, ସଂଖ୍ୟା _ ୧୦, ଆରାଧନା _ ମା କନକ ଲକ୍ଷ୍ମୀ ।
ବୃଷ _ ବ୍ୟବସାୟରେ ସ୍ବଳ୍ପଲାଭ, ଶରୀରସୁସ୍ଥ, ଯାନବାହନରେ ସତର୍କ, ଉଚ୍ଚ ସ୍ଥାନରୁ ପଡିଯାଇ ପାରନ୍ତି, ଗୃହେ ସମସ୍ୟା, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ ପିଙ୍କ, ସଂଖ୍ୟା _ ୮, ଆରାଧନା _ ଶଙ୍କର ଭଗବାନ ।
ମିଥୁନ _ କାର୍ଯ୍ୟରେ ଉନ୍ନତି, ଶାରିରୀକ ସୁସ୍ଥତା, ବ୍ୟବସାୟରେ ଉନ୍ନତ୍ତି, ଆକସ୍ମିକ ଧନଲାଭ, ଗୃହେ ସମସ୍ୟା ବିଦ୍ୟାରେ ସଫଳତା, ଦାମ୍ପତ୍ୟ ସୁଖ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ ଗୋଲାପି, ସଂଖ୍ୟା _ ୧୨, ଆରାଧନା _ ମା ଦକ୍ଷୀଣ କାଳୀ ।
କର୍କଟ _ କାର୍ଯ୍ୟରେ ସଫଳ, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀରସୁସ୍ଥ, ବନ୍ଧୁ ସାହାଯ୍ୟ, ଦାମ୍ପତ୍ୟ କଳହ, ଅର୍ଥ ସମସ୍ୟା, ଜମିଜମା ଗଣ୍ଡଗୋଳ, ଉଚ୍ଚଆଶାରେ ବାଧା, ସନ୍ତାନ ସୁଖ, ପୁନର୍ବସୁ ନକ୍ଷତ୍ର ରୁହନ୍ତୁ, ଶୁଭରଙ୍ଗ _ ଲାଲ, ସଂଖ୍ୟା _ ୪, ଆରାଧନା _ ମା ବଗଳାମୁଖୀ ।
ସିଂହ _ ଅର୍ଥଲାଭ, ସନ୍ତାନ ଚିନ୍ତା, ଦ୍ରବ୍ୟ ପ୍ରାପ୍ତି, ଶତୃ ପରାଜିତ, ବ୍ୟବସାୟରେ ଲଭା, ଶରୀର ସୁସ୍ଥ, ଅତିଥି ସତ୍କାର, ସ୍ମାନ ପ୍ରାପ୍ତି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ ଧଳା, ସଂଖ୍ୟା _ ୧୧, ଆରାଧନା _ ମା ମହା ଲକ୍ଷ୍ମୀ ।
କନ୍ୟା _ ବନ୍ଧୁ ସାହାଯ୍ୟ, ଭୂସମ୍ପତ୍ତି ଲାଭ, ଗାଡିମୋଟର ଚାଳନାରେ ସତର୍କ, ଦାମ୍ପତ୍ୟ କଳହ, ବିଦ୍ୟାରେ ସଫଳତା, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ କମଳା, ସଂଖ୍ୟା _ ୭, ଆରାଧନା _  ପ୍ରଭୁ ଜଗନ୍ନାଥ।
ତୁଳା _  ଅର୍ଥଲାଭ, ଦୂରଯାତ୍ରା, ଉଚ୍ଚଆଶାରେ ବାଧା, ଶତୃ ସମସ୍ୟା, ବ୍ୟବସାୟରେ ବାଧା, ବାକିଧନ ପ୍ରାପ୍ତି, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ ଧଳା, ସଂଖ୍ୟା _ ୯, ଆରାଧନା _ ଶଙ୍କର ଭଗବାନ ।
ବିଛା _ କାର୍ଯ୍ୟରେ ସମସ୍ୟା, ଅର୍ଥଚିନ୍ତା, ଯାନବାହନ ସତର୍କ, ଖର୍ଚ୍ଚାନ୍ତ, ଦେବଦର୍ଶନ, ଶତୃସମସ୍ୟା, ଶରୀରକଷ୍ଟ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ ହଳଦୀ, ସଂଖ୍ୟା _ ୮, ଆରାଧନା _ ପ୍ରଭୁ ନୃସିଂହ।
ଧନୁ _ ଆପଣମାନେଯୋଗ, କର୍ମ କ୍ଷେତ୍ରେ ସନ୍ତୁଷ୍ଟ, ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ, ଦୂରଯାତ୍ରା, ଶରୀର ଅସୁସ୍ଥ, ବ୍ୟବସାୟରେ ଶତୃତା, ଗୃହେ ସମସ୍ୟା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ _ ଧଳା, ସଂଖ୍ୟା _ ୫, ଆରାଧନା _ ଭଗବାନ ବିଷ୍ଣୁ। 
ମକର _ ଶରୀର ଅସୁସ୍ଥ, କର୍ମକ୍ଷେତ୍ରେ ବାଧା, ତିର୍ଥାଟନ, ଦ୍ରବ୍ୟପ୍ରାପ୍ତି,ଗୃହଆରମ୍ଭ, ଶତୃସମସ୍ୟା, ଋଣ କରିପାରନ୍ତି, ମକୋଦ୍ଦମାରେ ଅଶାନ୍ତି, ଉତ୍ତରାଷାଢା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ _ କଳା, ସଂଖ୍ୟା _ ୬, ଆରାଧନା _ ମା ଭଗବତୀ ।
କୁମ୍ଭ _ ଦୂରଯାତ୍ରା, ସନ୍ତାନ ସୁଖ, ଆଶାପୂର୍ତ୍ତୀ, ବନ୍ଧୁ ଦର୍ଶନ, ବ୍ୟବସାୟକେ ସ୍ବଳ୍ପ ଲାଭ, ମୋକଦ୍ଦମାରେ ଉନ୍ନତି, ଭୂସମ୍ପତ୍ତି  କ୍ରୟ, ଶତୃସମସ୍ୟା, ଶରୀର ଅସୁସ୍ଥ, ଅନିଷ୍ଠା ନକ୍ଷତ୍ର, ସତର୍କ ରୁହନ୍ତୁ,  ଶୁଭରଙ୍ଗ _ ନୀଳ, ସଂଖ୍ୟା _ ୫, ଆରାଧନା _ ପ୍ରଭୁ ନାରାୟଣ ।
ମୀନ _ କ୍ଷତିଗ୍ରସ୍ତ ଯାନବାହନ ସତର୍କ, କାର୍ଯ୍ୟରେ ମନସ୍ତାପ, ନୂତନ କର୍ମାରମ୍ଭ, ବ୍ୟବସାୟରେ ବିରୋଧ, ଅଯଥା ଚିନ୍ତା, ଶରୀର ଅସୁସ୍ଥ, ଦାମ୍ପତ୍ୟ କଳହ, ବିଦ୍ୟାରେ ଅବନତି, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ _ ଧଳା, ସଂଖ୍ୟା _ ୮, ଆରାଧନା _ ମା ଭୂବନେଶ୍ବରୀ।

ସମ୍ବନ୍ଧିତ ଖବର  ରାଶିଫଳ ୬.୩.୨୦୨୬ ଶୁକ୍ରବାର 

 

ସମ୍ବନ୍ଧିତ ଖବର ୨.୩ .୨୦୨୬ ସୋମବାର 

Tags:

Related Posts