ରାଶିଫଳ ( ୩୧.୧.୨୦୨୬ ଶନିବାର )

ମାଘମାସ ଶୁକ୍ଳପକ୍ଷ, ତ୍ରୟୋଦଶୀ,ଚତୁର୍ଦ୍ଦଶୀ 

ରାଶିଫଳ ( ୩୧.୧.୨୦୨୬ ଶନିବାର )
Ipsita Picture
By: Ipsita


ମେଷ- ପାରିବାରିକ ସୁଖ, କାର୍ଯ୍ୟରେ ଅସଫଳ, ଅର୍ଥଲାଭ, ସୁଖବର, ବ୍ୟବସାୟରେ ଲାଭ, ଶତ୍ରୁସମସ୍ୟା, ଶରୀର ସୁସ୍ଥ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧୦,ଆରାଧନା- ପ୍ରଭୁ ଶ୍ରୀରାମ।
ବୃଷ- ଧନଲାଭ, ସମ୍ମାନ ପ୍ରାପ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଯାନ୍ତ୍ରିକ ସମସ୍ୟା, ଶୁଭଖବର, ପାରିବାରିକ ଅଶାନ୍ତି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮,  ଆରାଧନା- ମା କମଳା।
ମିଥୁନ- କଳହ, ଶରୀର ଅସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା, ଯାନବାହନେ ସତର୍କ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା- ମହାଲକ୍ଷ୍ମୀ।
କର୍କଟ- ସମ୍ପର୍କରେ ଉନ୍ନତି, ବ୍ୟବସାୟରେ ଶତ୍ରୁତା, ପାରିବାରିକ ଗଣ୍ଡଗୋଳ, ମାନସିକ ଅଶାନ୍ତି, ନୂତନ କାର୍ଯ୍ୟରେ ଲାଭ, ସନ୍ତାନ ସମସ୍ୟା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ସିଂହ- ଅର୍ଥବ୍ୟୟ, ଶୁଭଖବର, ପାରିବାରିକ ଅଶାନ୍ତି, ବନ୍ଧୁଲାଭ, ଦାମ୍ପତ୍ୟ ସୁଖ, ଉଚ୍ଚଆଶା ବିଫଳ, ଶତ୍ରୁ ସମସ୍ୟା, ଯାନବାହନେ ସତର୍କ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୧୧, ଆରାଧନା- ଭଗବାନ ନୃସିଂହ।
କନ୍ୟା- ସମ୍ମାନ ପ୍ରାପ୍ତି, ଭୂସମ୍ପତ୍ତି ଲାଭ, ଆଶା ସଫଳ, ଶତ୍ରୁ ଉପଦ୍ରବ, ଶରୀର ସୁସ୍ଥ, ପାରିବାରିକ ଅଶାନ୍ତି, ଦେବକାର୍ଯ୍ୟରେ ଆଗ୍ରହ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୭, ଆରାଧନା- ଗ୍ରାମଦେବତୀ।
ତୁଳା-  ଅସନ୍ତୋଷ, କାର୍ଯ୍ୟରେ ମତଭେଦ, ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ, ଶତ୍ରୁ ସମସ୍ୟା, ନୂତନ କାର୍ଯ୍ୟରେ ଖୁସି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬,  ଆରାଧନା- ଭଗବାନ ଶଙ୍କର।
ବିଛା- ଆଘାତ ପ୍ରାପ୍ତି, ଯାନବାହନେ ସତର୍କ, ବ୍ୟବସାୟରେ ସ୍ବଳ୍ପ ଲାଭ, ଆର୍ଥିକ ସମସ୍ୟା, କାର୍ଯ୍ୟରେ ବିଫଳ, ଧନପ୍ରାପ୍ତି, କଚେରି ମାମଲାରେ କଷ୍ଟ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୪,  ଆରାଧନା- ଭଗବାନ ବିଷ୍ଣୁ।
ଧନୁ- ମନସ୍ତାପ, ଲାଭ କମ୍ ରହିବ, ବନ୍ଧୁଦର୍ଶନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁସମସ୍ୟା ସମାଧାନ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ଗୁରୁଜନଙ୍କ ସେବା ।
ମକର- ପାରିବାରିକ ଖୁସି, ନୂତନ ବ୍ୟବସାୟ, ଦ୍ରବ୍ୟପ୍ରାପ୍ତି, ସମସ୍ୟା ସମାଧାନ, ଶତ୍ରୁକଷ୍ଟ, ସାମାଜିକ ପ୍ରତିଷ୍ଠା, ଲୋକସମ୍ପର୍କ ବୃଦ୍ଧି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୬,  ଆରାଧନା- ମା ଦକ୍ଷିଣକାଳୀ।
କୁମ୍ଭ- ଖୁସି ଦିନ, ଲୋକସମ୍ପର୍କ ବୃଦ୍ଧି, ବ୍ୟବସାୟରେ ଲାଭ, ଉଚ୍ଚଆଶାରେ ବାଧା, ଶରୀର ଅସୁସ୍ଥ, ଶୁଭ ଖବର, ଗୃହେ ଉତ୍ସବ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୯, ଆରାଧନା- ମା ଭୁବନେଶ୍ବରୀ।
ମୀନ- ଅଶାନ୍ତି, କର୍ମକ୍ଷେତ୍ରେ ବିବାଦ, ଶରୀର ସୁସ୍ଥ, ସମ୍ପର୍କରେ ବାଧା, ହଠାତ୍ ଧନପ୍ରାପ୍ତି, ବ୍ୟବସାୟରେ ଲାଭ, ଶତ୍ରୁ ସମସ୍ୟା, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ,  ସଂଖ୍ୟା-୪, ଆରାଧନା- ପ୍ରଭୁ ରାଧାବଲ୍ଲଭ।

ସମ୍ବନ୍ଧିତ ଖବର ରାଶିଫଳ ୧.୩.୨୦୨୬, ରବିବାର

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର  ରାଶିଫଳ ୬.୩.୨୦୨୬ ଶୁକ୍ରବାର 

Tags:

Related Posts