ରାଶିଫଳ ( ୨୩.୧.୨୦୨୬ ଶୁକ୍ରବାର )
ମାଘମାସ ଶୁକ୍ଳପକ୍ଷ, ପଞ୍ଚମୀ
ମେଷ- ଧନପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ଦେବଦର୍ଶନ, ଶତ୍ରୁ ନାଶ, ଉଚ୍ଚଆଶାରେ ବାଧା, ବିବାଦ ସମାଧାନ, କର୍ମନିଯୁକ୍ତି, ମୋକଦ୍ଦମାରେ ବିଜୟ, ଦୂରଯାତ୍ରା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୩, ଆରାଧନା- ମହାଲକ୍ଷ୍ମୀ।
ବୃଷ- ଧନବ୍ୟୟ, କର୍ମକ୍ଷେତ୍ରେ ଅଶାନ୍ତି, ପାରିବାରିକ ଖୁସି, ଦୂରସ୍ଥାନକୁ ଯାତ୍ରା, ଗାଡ଼ିଚଳାଚଳରେ ସାବଧାନ, ଶତ୍ରୁକଷ୍ଟ, ନୂତନ ବାଣିଜ୍ୟ ଆରମ୍ଭ, ଶରୀର ସୁସ୍ଥ, ବିଦ୍ୟାରେ ଅବନତି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ମା ବଗଳାମୁଖୀ।
ମିଥୁନ- ସମ୍ମାନ ବୃଦ୍ଧି, ଶତ୍ରୁନାଶ, ଉଚ୍ଚଆଶା ସଫଳ, ବ୍ୟବସାୟରେ ଲାଭ, ଭୂସମ୍ପତ୍ତିର ସମାଧାନ, ଦୂରଯାତ୍ରା, ବିବାଦ ସମାଧାନ, ଶରୀର ସୁସ୍ଥ, ସ୍ତ୍ରୀ ସହଯୋଗ, ପିଲାଙ୍କ ଖୁସି, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧, ଆରାଧନା- କୁବେର ଭଗବାନ।
କର୍କଟ- ଗଠନମୂଳକ କାର୍ଯ୍ୟରେ ବିବାଦ, ବନ୍ଧୁଦର୍ଶନ, ଅର୍ଥସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ସମସ୍ୟା, ଶରୀର ସୁସ୍ଥ, ନୂତନ କାର୍ଯ୍ୟ ଲାଭ, ଉତ୍ସବ ରହିବ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୩, ଆରାଧନା- ମହାଲକ୍ଷ୍ମୀ।
ସିଂହ- ଦ୍ରବ୍ୟଲାଭ, କାର୍ଯ୍ୟରେ ଉନ୍ନତି, ସମ୍ମାନପ୍ରାପ୍ତି, ଅର୍ଥ ସମସ୍ୟା ସମାଧାନ, ଈଶ୍ବର ପୂଜାରେ ଶାନ୍ତି, ପ୍ରୀତି ବୃଦ୍ଧି, ଆମୋଦ ପ୍ରମୋଦ, ଲମ୍ବାଯାତ୍ରା, ବ୍ୟବସାୟରେ ଆଗ୍ରହ, ଶତ୍ରୁ ପରାଜିତ, ବିଦ୍ୟାରେ ସଫଳତା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୪, ଆରାଧନା- ଭଗବାନ ବିଷ୍ଣୁ।
କନ୍ୟା- ସମସ୍ୟା ସମାଧାନ, ଦେବ ଦର୍ଶନ, ଅନୁଷ୍ଠାନରୁ ଲାଭ, ବିଦ୍ୟାରେ ସଫଳତା, ସୁସମାଚାର, ଶତ୍ରୁ ବୃଦ୍ଧି, ବ୍ୟବସାୟରେ ସ୍ବଳ୍ପ ଲାଭ, ହଠାତ୍ ଦୂରଯାତ୍ରା, ମାନସିକ ଶାନ୍ତି, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।
ତୁଳା- କର୍ମକ୍ଷେତ୍ରେ ଶୁଭ, ଦୂରଯାତ୍ରା, ଉଚ୍ଚଆଶାରେ ବିଳମ୍ବ, ଶତ୍ରୁ ପରାଜିତ, ଦାମ୍ପତ୍ୟ ଖୁସି, ବ୍ୟବସାୟ ମାନ୍ଦାବସ୍ଥା, ସୁସମାଚାର, ମୋକଦ୍ଦମାରେ କଷ୍ଟ, ପଡ଼ୋଶୀ କଳହ, ମାନସିକ ଦୁଃଖ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା- ପ୍ରଭୁ ରାଧାବଲ୍ଲଭ।
ବିଛା- ଅସନ୍ତୁଷ୍ଟ, ଶତ୍ରୁସମସ୍ୟା, କର୍ମକ୍ଷେତ୍ରେ ସ୍ବଳ୍ପ ସମସ୍ୟା, ମାନସିକ କଷ୍ଟ, ଅର୍ଥ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହ ନିର୍ମାଣ, ମୋକଦ୍ଦମାରେ ସନ୍ତୁଷ୍ଟ, ଦୂରଯାତ୍ରା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ- ସଫଳତା, ବ୍ୟବସାୟରେ ସ୍ବଳ୍ପ ଲାଭ, ଅର୍ଥସମସ୍ୟା, ସୁସମ୍ବାଦ ପ୍ରାପ୍ତି, ବିବାଦ ସମାଧାନ, ଆଶା ସଫଳ, କର୍ମକ୍ଷେତ୍ରେ ବିବାଦ, ଗାଡ଼ିଚାଳନାରେ ସାବଧାନ, ଶତ୍ରୁ ସମସ୍ୟା, ବିଦ୍ୟାରେ ସଫଳତା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୯, ଆରାଧନା- ପିତାମାତାଙ୍କ ସେବା।
ମକର- ଦ୍ରବ୍ୟପ୍ରାପ୍ତି, ଅଳ୍ପ ସମସ୍ୟା, ଦୂରଯାତ୍ରା, ଦେବଦର୍ଶନ, ବାଣିଜ୍ୟରେ ଲାଭ, ଶତ୍ରୁ ସମସ୍ୟା, ସମ୍ମାନ ପ୍ରାପ୍ତି, ପୁରାତନ ରୋଗ, ସୁମିଷ୍ଠ ଭୋଜନ, ସନ୍ତାନ ଖୁସି, ଲୋକସମ୍ପର୍କ ବୃଦ୍ଧି, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬, ଆରାଧନା- ଲକ୍ଷ୍ମୀନାରାୟଣ।
କୁମ୍ଭ- ସଫଳତା, ସମ୍ମାନ ବୃଦ୍ଧି, ଦାମ୍ପତ୍ୟ କଳହ, ବ୍ୟବସାୟରେ ଲାଭ, ବିବାଦ ସମାଧାନ, ଋଣଗ୍ରସ୍ତ, ଦୂରଯାତ୍ରା, ପଡ଼ୋଶୀ କଳହ, ମୋକଦ୍ଦମାରେ କଷ୍ଟ, ସୁସମ୍ବାଦ, ଦେବଦର୍ଶନ ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୫, ଆରାଧନା- ପ୍ରଭୁ ଗଣେଶ।
ମୀନ- ଋଣଗ୍ରସ୍ତ, ସମ୍ପର୍କରେ ଉନ୍ନତି, ବନ୍ଧୁ ଦର୍ଶନ, ଗୃହେ ଅଶାନ୍ତି, ମୋକଦ୍ଦମାରେ ପଡ଼ିପାରନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର କଷ୍ଟ, ମାନସିକ ଅଶାନ୍ତି, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୩, ଆରାଧନା- ଲକ୍ଷ୍ମୀନୃସିଂହ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



