ରାଶିଫଳ ( ୧୮.୧.୨୦୨୬, ରବିବାର )
ମାଘମାସ କୃଷ୍ଣପକ୍ଷ ଅମାବାସ୍ୟା
ମେଷ: କାର୍ଯ୍ୟସିଦ୍ଧି, ଆର୍ଥିକ ଲାଭ, ଉଚ୍ଚ ବ୍ୟକ୍ତିଙ୍କ ସହିତ ଆଲୋଚନା, ବ୍ୟବସାୟରେ ମଧ୍ୟମ, ଶତ୍ରୁ ବୃଦ୍ଧି, ଧର୍ମକାର୍ଯ୍ୟ, ପାରିବାରିକ ସହଯୋଗ, ଶାରୀରିକ ସୁସ୍ଥତା, ନ୍ୟାୟିକ ବ୍ୟବସ୍ଥାରେ ଲାଭ, ବଡ଼ ଦାୟିତ୍ବ ନିର୍ବାହ, ବିଦ୍ୟାରେ ଉନ୍ନତି। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଫିଙ୍କ୍, ସଂଖ୍ୟା-୯, ଆରଧନା- ମା’ କନକଲକ୍ଷ୍ମୀ।
ବୃଷ: ପୂଜାରେ ଆନନ୍ଦ, ବନ୍ଧୁଗୃହେ ଯାତ୍ରା, ବାଣିଜ୍ୟରେ ମନାନ୍ତର, ନୂତନ ଲାଭ, ପରିଶ୍ରମ ଅଧିକ ରହିବ, ପାରିବାରିକ ସୁଖ, କ୍ଷମତାଶୀଳ ବ୍ୟକ୍ତିଙ୍କ ସହଯୋଗ, ଉତ୍ସବ ପ୍ରତି ଆସକ୍ତ, ଶାରୀରିକ ସୁସ୍ଥତା, ସ୍ବଜନ ବିବାଦ ଦେଖାଦେବ। କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୪, ଆରଧନା- ମା’ ବଗଳାମୁଖୀ।
ମିଥୁନ: ଯାତ୍ରାରେ ସତର୍କତା, ଲୋକସମ୍ପର୍କ ବୃଦ୍ଧି, ଉଚ୍ଚ ଆଶାରେ ବିଳମ୍ବ, ବନ୍ଧୁ ସହଯୋଗ, ଦୂର ଯାତ୍ରା, ଶତ୍ରୁ ସମସ୍ୟା, ଜମିଜମା କିଣାବିକା, ପାରିବାରିକ କଳହ, ଦାମ୍ପତ୍ୟ ସୁଖ, ବ୍ୟବସାୟରେ ସ୍ବଳ୍ପ ଲାଭ, ପିଲାଙ୍କ ସମସ୍ୟା, ବିଦ୍ୟାଲାଭ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୬, ଆରଧନା- ମା’ ବିମଳା।
କର୍କଟ: ମାନସିକ ଖୁସି, ଉଚ୍ଚ ଆଶା ଫଳପ୍ରଦ, ତୀର୍ଥାଟନ, ବନ୍ଧୁ ସହଯୋଗ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସାକ୍ଷାତ, କିଣାବିକା କରିବେ, ଧାର୍ମିକ ଅନୁଷ୍ଠାନରେ ଆନନ୍ଦ, ସ୍ବାଦିଷ୍ଟ ଭୋଜନ,ଅଳ୍ପ ବିବାଦ କିନ୍ତୁ ଖୁସି ରହିବେ, ସ୍ତ୍ରୀ ହେତୁକ ଧନପ୍ରାପ୍ତି, ସନ୍ତାନ ସୁଖ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଦାମୀ, ସଂଖ୍ୟା-୬, ଆରଧନା- ମହାଲକ୍ଷ୍ମୀ।
ସିଂହ: ସମ୍ମାନଲାଭ, ବ୍ୟବସାୟରେ ଶତ୍ରୁତା, େଲାକସମ୍ପର୍କରେ ଉନ୍ନତି, ମାନସିକ ଖୁସି, ଦାମ୍ପତ୍ୟ କଳହ, ଶତ୍ରୁ ନାଶ, ଶାରୀରିକ ସୁସ୍ଥତା, ସୁମିଷ୍ଟ ଭୋଜନ ପ୍ରାପ୍ତି, ବନ୍ଧୁଦର୍ଶନ, ଦୂରଯାତ୍ରା, ଶୁଭ ଆଲୋଚନା, ମନ ଅସ୍ଥିର, ବିଦ୍ୟାଲାଭ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୫, ଆରଧନା- ପିଲାଙ୍କୁ ଖାଇବାକୁ ଦିଅନ୍ତୁ।
କନ୍ୟା: ସମ୍ମାନ ବୃଦ୍ଧି, ଆଶା ସଫଳ, କିଛି କାର୍ଯ୍ୟରେ ବିରୋଧ, ଅର୍ଥ ସମସ୍ୟା ଦେଖାଦେବ, ବନ୍ଧୁ ଦ୍ବାରା ଲାଭ, ଦୂର ଯାତ୍ରା, ଯାନବାହନରେ ସତର୍କ, ସହଯୋଗ ମିଳିବ, କର୍ମ କ୍ଷେତ୍ରରେ କଷ୍ଟ, ମନ ଅସ୍ଥିର ରହିବ, ପିଲାଙ୍କ ଚିନ୍ତା। ଉତ୍ତରା ଫାଲ୍ଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଚକୋଲେଟ କଲର, ସଂଖ୍ୟା-୯, ଆରଧନା- ପ୍ରଭୁ ଜଗନ୍ନାଥ।
ତୁଳା: କିଛି କାର୍ଯ୍ୟରେ ବିବାଦ, ଲାଭ କମ୍ ରହିବ, ଶତ୍ରୁ ସମସ୍ୟା, ମାନସିକ ଅଶାନ୍ତି, ଶୁଭ କାର୍ଯ୍ୟ ପାଇଁ ଆଲୋଚନା, କର୍ମକ୍ଷେତ୍ରେ ସନ୍ତୁଷ୍ଟ, କ୍ଷମତାଶୀଳ ବ୍ୟକ୍ତିଙ୍କ ସହଯୋଗ, ଦେବ କାର୍ଯ୍ୟରେ ଆଗ୍ରହ, ଦାମ୍ପତ୍ୟ ଖୁସି, ପିଲାଙ୍କ ଚିନ୍ତା। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୩, ଆରଧନା- ଶଙ୍କର ଭଗବାନ।
ବିଛା: ପରାକ୍ରମ ବୃଦ୍ଧି, ସମ୍ମାନ ଲାଭ, ଧନଖର୍ଚ୍ଚ, ବ୍ୟବସାୟରେ ସଫଳ, ଅବପାଦରୁ ମୁକ୍ତି, ଅଯଥା ଚିନ୍ତା ରହିବ, ନ୍ୟାୟିକ ବ୍ୟବସ୍ଥାରେ କଷ୍ଟ, ଭୂସମ୍ପତ୍ତି ଲାଭ, ଭାଗୀଦାରି କ୍ଷେତ୍ରେ ଉନ୍ନତି, ଶତ୍ରୁ ଲାଗିରହିବେ, ଉତ୍ସବରେ ଆନନ୍ଦ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୩, ଆରଧନା- ମା’ ଭଗବତୀ।
ଧନୁ: ଶୁଭ ସମାଚାର, ଲୋକସମ୍ପର୍କ ବୃଦ୍ଧି, ବ୍ୟବସାୟରେ ମଧ୍ୟମ ସ୍ଥିତି, ବନ୍ଧୁ ଦର୍ଶନ, ତୀର୍ଥାଟନ, ଉତ୍ତମ ଭୋଜନ, ଶତ୍ରୁ ନାଶ, କିଛି କାର୍ଯ୍ୟରେ ବିରୋଧ, ଯାନ୍ତ୍ରିକ ତ୍ରୁଟି, ଦେବକାର୍ଯ୍ୟ ପ୍ରତି ଆଗ୍ରହ, ମନରେ ପ୍ରସନ୍ନତା, ପିଲାଙ୍କ ଖୁସି। ମୂୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରଧନା- ସୂର୍ଯ୍ୟନାରାୟଣ ।
ମକର: ସୁଖ ଦିନ, ଅନୁଚିତ କାର୍ଯ୍ୟରେ ଆଗ୍ରହ, ଶତ୍ରୁ ନାଶ, ବନ୍ଧୁ ଆଲୋଚନା, ପାରିବାରିକ ଖୁସି, ତୀର୍ଥ ଯାତ୍ରା କରିବେ, ବ୍ୟବସାୟରେ ଅଳ୍ପ ଲାଭ, ଶାରୀରିକ କଷ୍ଟ, ଲାଭ କମ୍, ଖର୍ଚ୍ଚାନ୍ତ ଯୋଗ, ଗାଡ଼ିମୋଟର ଚାଳନାରେ ସତର୍କତା । ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୬, ଆରଧନା- ଗ୍ରାମଦେବତୀ।
କୁମ୍ଭ: ଅଳ୍ପ ଲାଭ, ଶତ୍ରୁ ସମସ୍ୟା, ସମ୍ପର୍କ ହାନି, ସ୍ବଜନ ବିବାଦ, ବନ୍ଧୁ ଲାଭ, ବ୍ୟବସାୟ ମଧ୍ୟମ, ନୂତନ କାର୍ଯ୍ୟରେ ଶାନ୍ତି, ଅତିଥି ଚର୍ଚ୍ଚା, ନ୍ୟାୟିକ ବ୍ୟବସ୍ଥାରେ ଦୁଃଖ, ଦେବ କାର୍ଯ୍ୟ ପ୍ରତି ଆଗ୍ରହ, ଉଚ୍ଚ ବ୍ୟକ୍ତିଙ୍କ ସହ ଆଲୋଚନା, ସନ୍ତାନ କଷ୍ଟ ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରଧନା- ମା’ ବେଢ଼ାକାଳୀ।
ମୀନ: ବନ୍ଧୁରେ ଆଗ୍ରହ, ଉଚ୍ଚ ସମ୍ପର୍କ, ବନ୍ଧୁ ଦର୍ଶନ, ଦାମ୍ପତ୍ୟ ଖୁସି, ଭାଗୀଦାରୀ କ୍ଷେତ୍ରେ ସମସ୍ୟା, ବ୍ୟବସାୟ ମଧ୍ୟମ, ଆର୍ଥିକ ଚିନ୍ତା, ଶତ୍ରୁ ସମସ୍ୟା, କିଛି ଦ୍ରବ୍ୟ ଲାଭ, ଶୁଭ ଆଲୋଚନା, ପରିଭ୍ରମଣ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା । ଉତ୍ତର ଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୭, ଆରଧନା- ପିତାମାତାଙ୍କ ସେବା।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



