ରାଶିଫଳ ( ୧୬.୧.୨୦୨୬ ଶୁକ୍ରବାର )
ମାଘମାସ କୃଷ୍ଣପକ୍ଷ, ତ୍ରୟୋଦଶୀ
ମେଷ- କର୍ମରେ ଆନନ୍ଦ, ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ, ବନ୍ଧୁକଷ୍ଟ, ଶତ୍ରୁ ସମସ୍ୟା, ବିଶିଷ୍ଟ ବ୍ୟକ୍ତିଙ୍କ ସିହାୟତା, ବାଣିଜ୍ୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ବିଦେଶ ଭ୍ରମଣ, ସନ୍ତାନଲାଭ, ଅଶ୍ବିନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା- ୬, ଆରାଧନା- ଲକ୍ଷ୍ମୀନାରାୟଣ ।
ବୃଷ - ଶରୀର ଅସୁସ୍ଥ, ବିଭିନ୍ନ କାର୍ଯ୍ୟରେ ସମସ୍ୟା, ଶତ୍ରୁ ସମସ୍ୟା, ଉତ୍ସବ ପ୍ରତି ବିମୁଖ, ଲୋକସମ୍ପର୍କ ହାନି, ବ୍ୟବସାୟରେ କଷ୍ଟ, ବନ୍ଧୁ ସହାୟତା, ବାକିଧନ ଫେରସ୍ତ, ନୂତନ କର୍ମ ପ୍ରତି ଆଗ୍ରହ, ପରିବାରରେ ଉତ୍ସବ, ବିଦ୍ୟାରେ ସଫଳତା, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି ସଂଖ୍ୟା- ୮, ଆରାଧନା- ମା ବଗଳାମୁଖୀ।
ମିଥୁନ- ଦ୍ରବ୍ୟଲାଭ, ବନ୍ଧୁସହଯୋଗ, ବ୍ୟବସାୟରେ ଉନ୍ନତି, କଳହ ସମାଧାନ, ଧନଖର୍ଚ୍ଚ, ଶତ୍ରୁ ପରାଜିତ, ନୂତନ କର୍ମ ପ୍ରତି ଆଗ୍ରହ, ସମ୍ମାନ ପ୍ରାପ୍ତି, ଶରୀର ସୁସ୍ଥ, ସନ୍ତାନ ସମସ୍ୟା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା- ୧୨, ଆରାଧନା- ମହାଲକ୍ଷ୍ମୀ।
କର୍କଟ- ସୁସମ୍ବାଦ ପ୍ରାପ୍ତି, ଦ୍ରବ୍ୟ କ୍ରୟ,ଶତ୍ରୁ ସମସ୍ୟା ସମାଧାନ, ଉତ୍ସବପ୍ରତି ଆଗ୍ରହ, ଲୋକସମ୍ପର୍କ ବୃଦ୍ଧି, ଧନଲାଭ, ଅତିଥି ସତ୍କାର, ଶରୀର ସ୍ବଳ୍ପ ଅସୁସ୍ଥ, ଭୂସମ୍ପତ୍ତି ଲାଭ,ସ୍ବାଦିଷ୍ଟ ଭୋଜନ ବିଦ୍ୟାରେ ସଫଳତା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା- ୧୦, ଆରାଧନା- ପ୍ରଭୁ ହନୁମାନ।
ସିଂହ- ବନ୍ଧୁ ସହଯୋଗ, କର୍ମକ୍ଷେତ୍ରେ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ଲାଭ, ସନ୍ତାନ ଖୁସି, ଅର୍ଥଲାଭ, ଗାଡ଼ିମୋଟର ଚାଳନାରେ ସାବଧାନ, ଶତ୍ରୁ ଦେଖାଦେବେ, ଗୃହେ କଳହ, ଲୋକସମ୍ପର୍କ ବୃଦ୍ଧି, କିଛି କିଣାକିଣି କରିପାରନ୍ତି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା- ୭, ଆରାଧନା- ପ୍ରଭୁ ଶ୍ରୀମରା।
କନ୍ୟା- ଆୟ ଅପେକ୍ଷା ବ୍ୟୟ ଅଧିକ, ଶରୀର ଅସୁସ୍ଥ, ମୋକଦ୍ଦମାରେ କଷ୍ଟ, କାର୍ଯ୍ୟ ସଫଳ, ବ୍ୟବସାୟରେ ଶତ୍ରୁତା, ନିଜ ଲୋକଙ୍କ ବିରୋଧ, ପିଲାଙ୍କ ସମସ୍ୟା ଦେଖାଦେବ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା- ୪, ଆରାଧନା- ଲକ୍ଷ୍ମୀନୃସିଂହ।
ତୁଳା- ସ୍ବାସ୍ଥ୍ୟରେ ଉନ୍ନତି, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ ବନ୍ଧୁଲାଭ, ଅର୍ଥସମସ୍ୟା ସମାଧାନ, ପୁରାତନ ବିବାଦ, ପିଲାଙ୍କ ସମସ୍ୟା, ନୂତନ ଦ୍ରବ୍ୟ ଲାଭ, କଚେରୀ ମାମଲାର ସମାଧାନ, ସ୍ବାତି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା- ୭, ଆରାଧନା- ପିତାମାତାଙ୍କ ସେବା।
ବିଛା- ଅର୍ଥ ସମସ୍ୟା, ଥଣ୍ଡାଜନିତ ରୋଗ, ଗୃହେ ସହଯୋଗ, ଦାମ୍ପତ୍ୟ ଖୁସି, ପୁରୁଣା ମାମଲା ସମାଧାନ, ବନ୍ଧୁ ବିଦ୍ରୋହ , ଅଚାନକ ଖୁସି ଖବର, ନୂତନ ବନ୍ଧୁଲାଭ, ଆଶା ପୂର୍ଣ୍ଣରେ ବିଳମ୍ବ, ସମସ୍ୟା ସମାଧାନ, ଗୁରୁଜନେ ଖୁସି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା- ୪, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ - ଆଭୁଷଣ ପ୍ରାପ୍ତି, ବିବାଦ ସମାଧାନ, ଯାନବାହନ କ୍ରୟ, କିଛି କାର୍ଯ୍ୟରେ ବିଳମ୍ବ, ଶତ୍ରୁ କଷ୍ଟ, ବିଦେଶ ଗସ୍ତ, କର୍ମକ୍ଷେତ୍ରେ ଖୁସି, ଲୋକସମ୍ପର୍କ ବୃଦ୍ଧି, ଅର୍ଥଲାଭ, ସୁମିଷ୍ଠ ଭୋଜନ, ବିଦ୍ୟାରେ ସଫଳତା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା- ୧୨, ଆରାଧନା-ବୟସ୍କ ଲୋକଙ୍କୁ ସାହାଯ୍ୟ କରନ୍ତୁ।
ମକର - ମନସ୍ତାପ, ଦୂରଯାତ୍ରାରେ ଅସଫଳ, ଶରୀର ପୀଡ଼ା, ଗୃହଶତ୍ରୁ ଖର୍ଚ୍ଚାନ୍ତ ଯୋଗ, ଉତ୍ସବ ପ୍ରତି ଆଗ୍ରହ, ଦେବଦର୍ଶନ, ବ୍ୟବସାୟରେ ସ୍ବଳ୍ପ ଲାଭ, କଚେରୀ ମାମଲାରେ କଷ୍ଟ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୨, ଆରାଧନା- ମା ଦକ୍ଷିଣକାଳୀ।
କୁମ୍ଭ- ଯାତ୍ରାରେ ଖୁସି, ଲୋକସମ୍ପର୍କ ବୃଦ୍ଧି, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ ପାରିବାରିକ ଖୁସି, ମୋକଦ୍ଦମାରେ ବିଜୟ, ଆଶାପୂର୍ଣ୍ଣରେ ବିଳମ୍ବ, ଦେବଦର୍ଶନ, ପିଲାଙ୍କ ଚିନ୍ତା, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା- ୮, ଆରାଧନା- ପ୍ରଭୁ ରାଧାବଲ୍ଲଭ।
ମୀନ- ଆୟ ବୃଦ୍ଧି, ଦ୍ରବ୍ୟପ୍ରାପ୍ତି, ସନ୍ତାନ ସୁଖ, ଦୂରଯାତ୍ରା ସମସ୍ୟା, ସମାଧାନ, ଶତ୍ରୁ ନାଶ, ଦାମ୍ପତ୍ୟ ଖୁସି, ସନ୍ତାନ ପ୍ରାପ୍ତି, ଅର୍ଥ ସମସ୍ୟା ସମାଧାନ, ବିଦ୍ୟାଲାଭ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା - ମା ଭଗବତୀ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



