ରାଶିଫଳ ( ୧୩. ୧. ୨୦୨୬ ମଙ୍ଗଳବାର )
ମାଘମାସ କୃଷ୍ଣପକ୍ଷ ଦଶମୀ
ମେଷ: ବନ୍ଧୁଲାଭ, ଧାର୍ମିକକାର୍ଯ୍ୟରେ ଆଗ୍ରହ, ପାରିବାରିକ ସୁଖ, ନୂତକ କର୍ମରେ ସଫଳତା, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରସ୍ଥାନକୁ ଯାତ୍ରା, ଶୁଭଖବର ପ୍ରାପ୍ତି, ଶତ୍ରୁ ଲାଗିରହିବେ, ସ୍ବାଦିଷ୍ଠ ଭୋଜନ, ଯାନବାହନରେ ସତର୍କ, ବିଦ୍ୟାଲାଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ବୃଷ - କର୍ମକ୍ଷେତ୍ରେ ଅଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଶାରୀରିକ ଅସୁସ୍ଥତା, ଦୂରଯାତ୍ରାରେ ଲାଭ, ସମ୍ମାନ ମିଳିବ, ଉଚ୍ଚଆଶାରେ ବିଫଳ, ପାରିବାରିକ ଖୁସି, ଦେବଦର୍ଶନ, ନୂତନ ବ୍ୟବସାୟ, ଶତ୍ରୁକଷ୍ଟ, ପିଲାଙ୍କ ଖୁସି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୨, ଆରାଧନା-ପ୍ରଭୁ ହନୁମାନ ।
ମିଥୁନ- ନୂତନ ଆୟ, ବ୍ୟବସାୟରେ ଶତ୍ରୁତା, ଗୃହରେ ଉତ୍ସବ, ଦୂରଯାତ୍ରା, ସୁମିଷ୍ଠ ଭୋଜନ, ବନ୍ଧୁଦର୍ଶନ, ଶତ୍ରୁନାଶ, ଭୂ-ସମ୍ପତ୍ତିରେ ସାବଧାନ, ପାରିବାରିକ ଅଶାନ୍ତି, ଦାମ୍ପତ୍ୟ ଖୁସି, ନୂତନ ଦ୍ରବ୍ୟଲାଭ, ବିଦ୍ୟାରେ ଅବନତି, ଖୁସିଖବର ପ୍ରାପ୍ତି, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମହାଲକ୍ଷ୍ମୀ।
କର୍କଟ- ଅସୁସ୍ଥତା, ଶତ୍ରୁକଷ୍ଟ, ଉଚ୍ଚଆଶାରେ ବାଧା, ଅନୁଷ୍ଠାନରେ ଓ ବ୍ୟବସାୟରେ ମଧ୍ୟମ ଲାଭ, ଯାତ୍ରାରେ ଦାମ୍ପତ୍ୟ ଖୁସି, ସମ୍ମାନରେ ବାଧା, ନୂତନ ବ୍ୟବସାୟ ପ୍ରତି ଆଗ୍ରହ, ପରୋପକାର, ସମାଜସେବା, ବନ୍ଧୁଦର୍ଶନ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା-ଦେବୀ ଦର୍ଶନ।
ସିଂହ- ବନ୍ଧୁସାହାଯ୍ୟ, ଗୃହେ ଉତ୍ସବ, ରାଜସମ୍ମାନ ପ୍ରାପ୍ତି, ତୀର୍ଥାଟନ, ବ୍ୟବସାୟିକ ଲାଭ, ପରିଭ୍ରମଣ, ସୁମିଷ୍ଠ ଖାଦ୍ୟପ୍ରାପ୍ତି, ଉଚ୍ଚଆଶାରେ ବିଫଳ, ଋଣପରିଶୋଧ, ବାକିଧନ ପ୍ରାପ୍ତି, ଶତ୍ରୁବାଧା, ଶରୀର ସୁସ୍ଥ, ବିଦ୍ୟାରେ ଉନ୍ନତି, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁଅନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୦, ଆରାଧନା- ମା ଭଗବତୀ।
କନ୍ୟା- ବ୍ୟବସାୟରେ ମାନ୍ଦା ପରିସ୍ଥିତି, କାର୍ଯ୍ୟରେ ବିଳମ୍ବ, ଶରୀର ଅସୁସ୍ଥ, ଶତ୍ରୁକଷ୍ଟ, ନୂଆ ଯୋଜନାରେ ଅନାଗ୍ରହ, ଜମି ଗଣ୍ଡଗୋଳ, ଦୂରଯାତ୍ରା, ବନ୍ଧୁ ସହଯୋଗ, ଧନକୁ ନେଇ ବିବାଦ, ବିଦ୍ୟାରେ ଅବନତି, ହସ୍ତାନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଫି, ସଂଖ୍ୟା-୨, ଆରାଧନା- ମାବଗଳାମୁଖୀ।
ତୁଳା- ପାରିବାରିକ ସୁଖ, ଧନପ୍ରାପ୍ତି, ସମ୍ମାନରେ ବାଧା, ଶତ୍ରୁକଷ୍ଟ, ମାନସିକ ଅବସାଦ, ଗୃହରେ ସହଯୋଗ ସହ ପିଲାଙ୍କ ଖୁସି, ଭାତ୍ରୁଭଗ୍ନୀଙ୍କ ସ୍ନେହ, ସମାଜସେବା, ଲୋକସମ୍ପର୍କରେ ଉନ୍ନତି, ଉତ୍ସବେ ଆଗ୍ରହ, ପରିଭ୍ରମଣ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୧୨, ଆରାଧନା-ପ୍ରଭୁ ରାଧାବଲ୍ଲଭ।
ବିଛା- ଦ୍ରବ୍ୟଲାଭ, ଦୂରଯାତ୍ରା, ଶୁଭ ଅାଲୋଚନା, ବ୍ୟବସାୟରେ କଷ୍ଟ, ଭାଗିଦାରିରେ ଲାଭ, ସୁମିଷ୍ଠ ଭୋଜନ, ଉଚ୍ଚଆଶାରେ ସହଯୋଗ, ଶରୀର ସୁସ୍ଥ, ନୂତନ ଦ୍ରବ୍ୟ କ୍ରୟ, ଅର୍ଥସମସ୍ୟା ସମାଧାନ, ଯାନବାହନ ପ୍ରତି ବିବାଦ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣୁ।
ଧନୁ - ପିଲାଙ୍କ ସ୍ନେହରୁ ବଞ୍ଚିତ, ଆର୍ଥିକ କଷ୍ଟ, ବହୁ ଖର୍ଚ୍ଚ, ଗୁରୁଜନଙ୍କ ପ୍ରତି ସମ୍ମାନ, ଦୂରଯାତ୍ରା, ଭାତୃଭଗ୍ନୀଙ୍କ , ସ୍ନେହ, ବିଭିନ୍ନ କାର୍ଯ୍ୟ ପ୍ରତି ଆଗ୍ରହ, ନୂତନ ଲାଭ, ବନ୍ଧୁଯୋଗ, ସୁମିଷ୍ଠ ଭୋଜନ, ଶୁଭକାର୍ଯ୍ୟରେ ଧନଖର୍ଚ୍ଚ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ପିତାମାତାଙ୍କ ଭକ୍ତି।
ମକର- ମନସ୍ତାପ, କିଛି କାର୍ଯ୍ୟରେ ବାଧା, ଭୂସମ୍ପତ୍ତି ଲାଭ, ମାଲିମୋକଦ୍ଦମାରେ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ କର୍ମରେ ସମସ୍ୟା, ଅଯଥା ଖର୍ଚ୍ଚ, ଶରୀର ଅସୁସ୍ଥ, ନିନ୍ଦାଯୋଗ, ଦୂରଯାତ୍ରା ସମସ୍ୟା, ଯାନବାହନରେ ସତର୍କତା, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ମା ଉଗ୍ରତାରା।
କୁମ୍ଭ- ଦ୍ରବ୍ୟପ୍ରାପ୍ତି, ନୂତନ ନିଯୁକ୍ତି, ଦୂରଯାତ୍ରାରେ ଖୁସି, ବନ୍ଧୁଦର୍ଶନ, ଶତ୍ରୁ ପରାଜିତ, ପିଲାଙ୍କ କଷ୍ଟ, ନୂତନ ଯୋଜନାରେ ଲାଭ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସାକ୍ଷାତ, ଗଣ୍ଡଗୋଳର ସମାଧାନ, ସମାଜସେବା, ଲୋକସମ୍ପର୍କରେ ଉନ୍ନତି, ବିଦ୍ୟାରେ ସଫଳ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୬, ଆରାଧନା- ମା ହରଚଣ୍ଡୀ।
ମୀନ- ଖର୍ଚ୍ଚ ପ୍ରତି ଅନାଗ୍ରହ, ସମ୍ମାନପ୍ରାପ୍ତି, ଶତ୍ରୁ ଲାଗିରହିବେ, ଦୂରସ୍ଥାନକୁ ଯାତ୍ରା, ପିଲାଙ୍କ ପ୍ରତି ସ୍ନେହ, ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦେବଦର୍ଶନ, ପାରିବାରିକ ଅଶାନ୍ତି, ଯାନବାହନ ପ୍ରତି ସତର୍କ,ବିଦ୍ୟାରେ ଉନ୍ନତି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୧୧, ଆରାଧନା-ମା ଦକ୍ଷିଣକାଳୀ।



