ରାଶିଫଳ ( ୨୦-୧୨-୨୦୨୫, ଶନିବାର )

ପୌଷମାସ ଶୁକ୍ଳପକ୍ଷ ପ୍ରତିପଦା

ରାଶିଫଳ  ( ୨୦-୧୨-୨୦୨୫, ଶନିବାର )
Ipsita Picture
By: Ipsita
Published On



ମେଷ- ମାନସମ୍ମାନ ହାନି, ପରିବାରରେ ବିରୋଧ, ମୂଲ୍ୟବାନ ପଦାର୍ଥ ନଷ୍ଟ, ମନ ଅସ୍ଥିର, ବ୍ୟବସାୟରେ ସ୍ୱଳ୍ପ ଲାଭ, କର୍ମକ୍ଷେତ୍ରେ ମିତ୍ରତା, ପୁରାତନ ବନ୍ଧୁଙ୍କ ସାକ୍ଷାତ, ରାଜଦଣ୍ଡ, ଶରୀର ଅସୁସ୍ଥ, ଦୂରସ୍ଥାନକୁ ଯାତ୍ରା, ଅଯଥା ଖର୍ଚ୍ଚାନ୍ତ, ମାନସିକ ଅସ୍ଥିରତା, ଦ୍ୱିଜାମେଷ ସତର୍କ ରହିବେ, ଶୁଭରଙ୍ଗ-ଲାଲ, ଅଙ୍କ-୩, ଆରାଧନା- ମା ବଗଳାମୁଖି ।
ବୃଷ- ବାଦବିବାଦ, ସ୍ୱାସ୍ଥ୍ୟପ୍ରତି ସତର୍କ, ଅତ୍ୟଧିକ ଖର୍ଚ୍ଚ, ନୂତନ କାର୍ଯ୍ୟରେ ବିରୋଧ, ମନ ଅସ୍ଥିର, ଯାତ୍ରାରେ ସାମାନ୍ୟ ଲାଭ, ଶତ୍ରୁ ରହିବେ, କର୍ମକ୍ଷେତ୍ରେ ଖୁସି, ବନ୍ଧୁ ମିଛେଦ, ପାରିବାରିକ ସହଯୋଗ, ଭ୍ରମଣଯୋଗ, କାର୍ଯ୍ୟରେ ଅସନ୍ତୁଷ୍ଟ, କୃତ୍ତିକା ବୃଷ ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ମହାଲକ୍ଷ୍ମୀ ।
ମିଥୁନ- ମନରେ ପ୍ରସନ୍ନତା, ବନ୍ଧୁ ଦର୍ଶନ, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ଉନ୍ନତି, ଅତିଥି ଆଗମନ, ସ୍ୱାସ୍ଥ୍ୟରେ ଉନ୍ନତି, ପାରିବାରିକ ଖୁସି, ଉଚ୍ଚବ୍ୟକ୍ତିଙ୍କ ସହ ସୁସମ୍ପର୍କ, ଉଚ୍ଚସମ୍ମାନ ପ୍ରାପ୍ତି, ଗୃହରେ ଉତ୍ସବ, ଗୁରୁଜନଙ୍କ ଆଶିର୍ବାଦ, ବିଦ୍ୟାଲାଭ, ଶତ୍ରୁ ପରାଜିତ, ମୃଗଶିରା ମିଥୁନ ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ପ୍ରଭୁ ଜଗନ୍ନାଥ ।
କର୍କଟ-  ପରୋପକାର, ବନ୍ଧୁଲାଭ, କର୍ମକ୍ଷେତ୍ରେ ଆନନ୍ଦ, ରାଜସମ୍ମାନ ପ୍ରାପ୍ତି, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ବିରୋଧ, ନ୍ୟାୟିକ ବ୍ୟବସ୍ଥାରେ ଲାଭ, ଶାରୀରିକ ସୁସ୍ଥତା, ନୂତନ କାର୍ଯ୍ୟରେ ପାରିବାରିକ ଖୁସି, ପୁଷ୍ୟାକର୍କଟ ସତର୍କ ରହିବେ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୨, ଆରାଧନା- ମା ତି୍ରପୁରାସୁନ୍ଦରୀ । 
ସିଂହ-  କର୍ମେ ଅଶାନ୍ତି, ମନଅସ୍ଥିର, କର୍ମକ୍ଷେତ୍ରେ ବିରୋଧ, ବ୍ୟବସାୟରେ ସ୍ୱଳ୍ପ ଲାଭ, ଗୃହରେ ସହଯୋଗ, ପୁରାତନ ରୋଗରେ ପିଡ଼ା, ଅର୍ଥ ସମସ୍ୟା, ଗାଡ଼ିଚାଳନାରେ ସାବଧାନ, ଶତ୍ରୁ କଷ୍ଟ, ଚିଡ଼ିଚିଡ଼ାପଣ, ବନ୍ଧୁଙ୍କ ସହ ମିତ୍ରତା, ଉତ୍ତରାଫାଲଗୁନି ସିଂହ ସତର୍କ ରହିବେ, ଶୁଭରଙ୍ଗ- ହଳଦୀ, ରଙ୍ଗ-୪, ଆରାଧନା- ଭଗବାନ ବିଷ୍ଣୁ ।
କନ୍ୟା-  ବିବାଦ ସମାଧାନ, ବନ୍ଧୁଙ୍କ ସହ ମିତ୍ରତା, ମନରେ ସନ୍ଦେହ, ବ୍ୟବସାୟିକ ଖୁସି, ଦୂରଯାତ୍ରା, ଗୃହରେ ଉତ୍ସବ, ଥଣ୍ଡାଜନିତ ସମସ୍ୟା, ଦ୍ରବ୍ୟଚୋରି, ମହିଳାଙ୍କ ସହଯୋଗ ମିଳିବ, ଆର୍ଥିକ ଲାଭ, ଅଯଥା ଅଶାନ୍ତି, ଚିତ୍ରା କନ୍ୟା ସତର୍କ ରହିବେ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୫, ଆରାଧନା- ଭଗବାନ ବିଷ୍ଣୁ ।
ତୁଳା- ମନରେ ଉତ୍ସାହ, ଦ୍ରବ୍ୟପ୍ରାପ୍ତି, ପିଲାଙ୍କ ଖୁସି, ବିଦେଶ ଭ୍ରମଣ, ବ୍ୟବସାୟରେ ଲାଭ, ଆର୍ଥିକ ଉନ୍ନତି, ବନ୍ଦୁ ସହଯୋଗ, କର୍ମକ୍ଷେତ୍ରେ ଶାନ୍ତି, ଶତ୍ରୁରେ ମିତ୍ରତା, ଶରୀର ସୁସ୍ଥ, ମୋକଦ୍ଦମାରେ ବିଜୟ, ସମ୍ମାନ ଲାଭ, ଶୁଭ ଆଲୋଚନା, ସ୍ୱାତିତୁଳା ସତର୍କ ରହିବେ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୩, ଆରାଧନା- ଭଗବାନ ଶଙ୍କର ।
ବିଛା-  ମାନସିକ ଅସ୍ଥିରତା, ଅଯଥା ହଇରାଣ, କର୍ମକ୍ଷେତ୍ରେ ବିରୋଧ, ଅର୍ଥସମସ୍ୟା, ଗୃହଶତ୍ରୁ, ଉଚ୍ଛବ ପ୍ରତି ବିମୁଖ, ବ୍ୟବସାୟରେ ଶତ୍ରୁତା, ଯାନ୍ତ୍ରିକ ସମସ୍ୟା, ବିଦ୍ୟାରେ ଅଳ୍ପ ଲାଭ, ରାଜଦଣ୍ଡ, ଶତ୍ରୁ ଲାଗିରହିବେ, ଶାରୀରିକ ସମସ୍ୟା, ବନ୍ଧୁସହଯୋଗ, ଯାତ୍ରାରେ ଖୁସି, ଜ୍ୟେଷ୍ଠାବିଛା ସତର୍କ ରହିବେ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା- ପ୍ରଭୁ ଜଗନ୍ନାଥ ।
ଧନୁ-  ମନରେ ପ୍ରସନ୍ନତା, ସୁସମ୍ମାନ, ଉଚ୍ଚଆଶା ପୂର୍ଣ୍ଣ, ବନ୍ଧୁମିଳନ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ବ୍ୟବସାୟରେ ଉନ୍ନତି, ବିବାଦର ସମାଧାନ, ପଦବୀ ଲାଭ, ଭୂସମ୍ପତ୍ତି ଲାଭ, କର୍ମକ୍ଷେତ୍ରେ ସମସ୍ୟା ସମାଧାନ, ବିଦ୍ୟାରେ ଉନ୍ନତି, ଯଶ ମିଳିବ, ଉତ୍ତରାଷାଢ଼ା ଧନୁ ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା- ମା ଶ୍ୟାମାକାଳୀ ।
ମକର- ଶରୀର ଅସୁସ୍ଥ, ବନ୍ଧୁଦର୍ଶନ, ଭ୍ରମଣଯୋଗ, ଉଚ୍ଚଆଶାରେ ବାଧା, ଶତ୍ରୁସଙ୍କଟ, ବ୍ୟବସାୟରେ ମାନ୍ଦାବସ୍ଥା, ଅଳସୁଆ ବୃଦ୍ଧି, ଋଣ କରିବେ, କର୍ମକ୍ଷେତ୍ରେ ଅଶାନ୍ତି, ଅର୍ଥ ସମସ୍ୟା, ଭଲକାର୍ଯେ୍ୟ ବିବାଦ, ଅପବାଦ, ଚୋରି ଭୟ, ଅଜଣାବ୍ୟକ୍ତିଙ୍କ ମିତ୍ରତା, ଧନିଷ୍ଠା ମକର ସତର୍କ ରହିବେ, ଶୁଭରଙ୍ଗ-ନିଳ, ସଂଖ୍ୟା-୪, ଆରାଧନା- ମା ବଗଳା ।
କୁମ୍ଭ-  ନୂତନ କର୍ମାରମ୍ଭ, ଆର୍ଥିକ ଉନ୍ନତି, ପାରିବାରିକ ଖୁସି, ବ୍ୟବସାୟରେ ଲାଭ, ସମ୍ପର୍କରେ ସୁଧାର, ଅର୍ଥଖର୍ଚ୍ଚ, ମୋକଦ୍ଦମାରେ ବିଜୟ, ଶରୀର ସୁସ୍ଥ, ନୂତନ ଆଶା, ସୁସମାଚାର, ବନ୍ଧୁରେ ଆଗ୍ରହ, ଗୃହେ ଉତ୍ସବ, ଅଯଥା ଅଶାନ୍ତି, ପୂର୍ବାଭାଦ୍ର କୁମ୍ଭ ସତର୍କ ରହିବେ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-୧, ଆରାଧନା- ପ୍ରଭୁ ହନୁମାନ ।
ମୀନ- କର୍ମରେ ସଫଳତା, ସମ୍ମାନପ୍ରାପ୍ତି, ପାରିବାରିକ ସହଯୋଗ, ଆର୍ଥିକ ଲାଭ, ପଦବୀ ଲାଭ, ଶତ୍ରୁ ପରାଭବ, ବିଦେଶ ଭ୍ରମଣ, ନୂତନ ନିଯୁକ୍ତି, ବନ୍ଧୁଙ୍କ ସହ ମିତ୍ରତା, ଶୁଭକାର୍ଯେ୍ୟ ଆହତ, ପିଲାଙ୍କ ଚିନ୍ତା, ଯାନବାହନରେ ସତର୍କତା, ଦ୍ରବ୍ୟଲାଭ, ଉତ୍ତରାଭାତ୍ର ମୀନ ସତର୍କ ରହିବେ, ଶୁଭରଙ୍ଗ-ନାଲି, ସଂଖ୍ୟା-୯, ଆରାଧନା- ପ୍ରଭୁ ରାଧାବଲ୍ଲଭ । 

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

Tags: Horoscope