ସକାଳ 5.30 ରେ ଫାଶୀ

ସମୟ ଲାଇଭ,19/3:ସବୁ ଅପେକ୍ଷାର ଅନ୍ତ ହୋଇଛି |ଆସନ୍ତାକାଲି ସକାଳ 5.30ରେ ଫାଶୀ ପାଇବେ 4 ନିର୍ଭୟା ଦୋଷୀ | ଏନେଇ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଜ୍ୱାଲ୍ହାଦଙ୍କ ଦ୍ୱାରା ଡମି ଫାଶୀ ମଧ୍ୟ ଦିଆଯାଇଛି | 7 ବର୍ଷରୁ ଉର୍ଦ୍ଧ ସମୟ ଧରି ଝିଅ ନ୍ୟାୟ ପାଇବାକୁ ଅପେକ୍ଷା କରିଥିଲା ବେଳେ ବିନା ପାଉଣା ରେ ଓକିଲ ତାଙ୍କ କେସ ଲଢ଼ିଥିଲେ | ତେବେ ଘଟଣା ରେ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି |

Comments are closed.