ଦୂତୀ ନଜର ଆସିବେ କେବିସିରେ

କେବିସିର ହଟ ସିଟରେ ଦୂତୀ

0

ସମୟ ଲାଇଭ,୨୦/୧୦:  ଟେଲି ଦୁନିଆର ଚର୍ଚ୍ଚତ ରିଆଲିଟି ସୋ ‘କନ ବନେଗା କରୋଡପତି’ ରେ ନଜର ଆସିବେ ଓଡ଼ିଶାର ଗୈାରବ ଦୈାଡ଼ରାଣୀ ଦୂତୀ । କେବିସିର ହଟ ସିଟରେ ବିଗ୍ ବିଙ୍କ ସହ ବସିବେ ଦୂତୀ ଆଉ ଖେଳିବେ । ଏଥିପାଇଁ ଶନିବାର ଦୂତୀ ମୁମ୍ବାଇ ଅଭିମୁଖେ ଯାତ୍ରା କାରିଛନ୍ତି । ଏହା ପୂର୍ବରୁ ଦୂତୀ କମେଡ଼ି ଷ୍ଟାର କପିଲଙ୍କ ‘କମେଡ଼ି ନାଇଟ୍ ୱିଥ୍ କପିଲ’ ସୋ ରେ ଭାଗ ନେଇସାରିଛନ୍ତି । କ୍ରୀଡ଼ା କ୍ଷତ୍ରରେ ଦେଶ ଓ ରାଜ୍ୟ ପାଇଁ ଗୈାରବ ଆଣିଥିବା ଦୂତୀ ଏବେ ରିଆଲିଟି ସୋ ମାଧ୍ୟମରେ ପ୍ରକାଶ କାରିବେ ନିଜ ମନର କଥା ।

Leave A Reply

Your email address will not be published.