୧୬ରେ ଶପଥ ନେବେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ,୧୫/୨: ତୃତୀୟ ଥର ପାଇଁ ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆପ ନେତା ଅରବିନ୍ଦ କେଜରିୱାଲ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରାଷ୍ଟ୍ରପତି ଅରବିନ୍ଦଙ୍କୁ ନିଯୁକ୍ତ କରିଥିବା ନେଇ ସୂଚନା ଜାରି କରିଛନ୍ତି। ଏହା ସହ ଅନ୍ୟ ୬ ଜଣ ନେତା ତାଙ୍କ ମନ୍ତ୍ରୀ କରିବା ନେଇ ମଧ୍ୟ ଅଧିସୂଚିତ ଜାରି ହୋଇଛି। ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋଟ, ଇମରାନ ହୁସୈନ ଓ ରାଦେନ୍ଦ୍ର ଗୌତମଙ୍କ ନାମ ରହିଛି। ସଦ୍ୟ ସେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ଥରେ ଆମ ଆଦମୀ ପାର୍ଟି ଏକ ବଡ ବିଜୟ ହାସଲ କରିଛି।

Comments are closed.