ଦିନକରେ 17 କରୋନା ପଜିଟିଭ ଚି଼ହ୍ନଟ

ସମୟ ଲାଇଭ,30/4: 3 ଦିନ ପରେ ରାଜ୍ୟରୁ ଲକ ଡାଉନ ଉଠିବାକୁ ଥିବାବେଳେ ଆଜି ଦିନକରେ ଏପର୍ଯ୍ୟନ୍ତ 17 ନୂଆ କରୋନା ଆକ୍ରାନ୍ତଙ୍କୁ ଚି଼ହ୍ନଟ କରାଯାଇଛି | ଆଜି ସକାଳେ 3 ଜଣ ଓ ଅପରାହ୍ନରେ 14 ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି |

ଏହି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚି଼ହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 36 କୁ ବୃଦ୍ଧି ପାଇଛି | ଏହିପରି ଭାବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 142 ରେ ପହଂଚିଛି |

Comments are closed.