ଦେଶରେ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା, ଜାଣନ୍ତୁ କଣ ରହିଛି ସ୍ଥିତି

ସମୟ ଲାଇଭ,୫/୪: କରୋନା ସାରା ଦେଶରେ ବ୍ୟାପିଛି, ଏହି ବିପଜ୍ଜନକ ଭୂତାଣୁ 4224ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି । ମୃତ୍ୟୁ ସଂଖ୍ୟା ୧୧୯ କୁ ବୃଦ୍ଧି ପାଇଛି । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ
୩୭୮୪ ଲୋକ କୋଭିଡ -୧୯ ରେ ପୀଡିତ ଥିବାବେଳେ ୩୨୧ ଜଣ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଯାଇଛନ୍ତି କିମ୍ବା ଡାକ୍ତରଖାନାରୁ ଘରକୁ ପଠାଯାଇଛି ।

Comments are closed.