ପାଇଖାନା ଘରୁ ଷଷ୍ଠଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର

ସମୟ ଲାଇଭ,3/5: ମୟୁରଭଞ୍ଜ  ଜିଲ୍ଲା ଉଦଳା ଏନଏସିର 3 ନମ୍ବର ୱାର୍ଡ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା, ମାଆ ଗୀତାଞ୍ଜଳି ବେହେରା ଅlଠପଢା ପ୍ରାଇମେରୀ ସ୍କୁଲର  ଶିକ୍ଷୟତ୍ରୀ  ପୁଅ ବିଷ୍ନୁ ପ୍ରକାଶ ବେହେରା (12)ଙ୍କ ସହ  କଲିଆ ଭବନରେ ରହୁ ଥିଲେ |  ଆଜି ମୋବାଇଲ ଚଳାଇବାକୁ ନେଇ ବିଷ୍ନୁ ଙ୍କ ମାଆ ତାଗିଦ  କରିଥିଲେ | ମାଧ୍ୟାନ୍ନରେ ଖାଇ ସାରିବା ପରେ ଗୀତାଞ୍ଜଳି  ବାସନ ଧୋଇବା  ପାଇଁ ଯିବା ପରେ ବିଷ୍ନୁ  ପାଇଖାନା ଘରେ ପଶି ଅlଉ ବାହାରି ନ ଥିଲା | ଘରର ମାଲିକ କବାଟ ଭାଙ୍ଗି ଗାମୁଛାରେ ମୃତଦେହ ଝୁଲୁ ଥିବାର ଦେଖି ତାକୁ ତଳକୁ ଆଣି ଡାକ୍ତର ଖାନା ନେଇ ଥିଲେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରି ଥିଲେ l 

Comments are closed.