ସ୍ୱାସ୍ଥ - Samaya Live

ରାଜଧାନୀକୁ ଫେରିଲା କରୋନା ! ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର :  ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ! ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ୫୦ ବର୍ଷୀୟ ସଂକ୍ରମିତ । ସମ୍ପୃକ୍ତ ଘରୋଇ ମେଡ଼ିକାଲ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ସଂକ୍ରମିତଙ୍କ ଘର ବରମୁଣ୍ଡା ଅଂଚଳରେ ବୋଲି ସୂଚନା ମିଳିଛି । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।

ସୂଚନାନୁସାରେ, ଜୁଲାଇ ମାସରେ  ନିକଟରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ଆନ୍ଧ୍ର ପ୍ରଦେଶରେ ୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ସଂକ୍ରମିତ ପ୍ରାଣ ହରାଇଥିଲେ । ଏହା ପରେ ସୀମାନ୍ତ ଜିଲ୍ଲା ଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ମାତ୍ର ତିନି ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଆୟୁର୍ବେଦିକ ହସ୍ପିଟାଲର ନବ କଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱରର ଆୟୁର୍ବେଦିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଆୟୁର୍ବେଦିକ ହସ୍ପିଟାଲ ର ହେବ ନବ କଳେବର । ଆଧୁନିକ ଚିକିତ୍ସା ସହ ଆୟୁର୍ବେଦର ଚିକିତ୍ସା ମଧ୍ୟ ସରକାରୀ ଭାବେ ମିଳିବ । ଆଜି ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗିରେ ଭୁବନେଶ୍ୱର କୋର୍ଟ ନିକଟରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ। ଏହି ହସ୍ପିଟାଲ୍ ର ଶଯ୍ୟା ସଂଖ୍ୟା ବଢ଼ାଇବାକୁ ବିଭାଗ ନିଷ୍ପତ୍ତି ନେଇଛି । ଇନ୍ଡୋର୍ରେ ଥିବା ୪୩ଟି ଶଯ୍ୟା ସଂଖ୍ୟାକୁ ବଢ଼ାଇ ୧୦୦ ଶଯ୍ୟା କରାଯିବ ।

ରୋଗୀ ସଂଖ୍ୟା ଦିକୁ ଦିନ ବଢ଼ୁଥିବା ବେଳେ ଅଧିକ ଶଯ୍ୟା ଆବଶ୍ୟକ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାଦ୍ଵାରା ଭୁବନେଶ୍ୱରବାସୀଙ୍କୁ ଶସ୍ତା ଏବଂ ଗୁଣାତ୍ମକ ଆୟୁଷ ଚିକିତ୍ସା ମିଳିବ। ସବୁଠୁ ବଡ଼ କଥା ହେଲା, ଆୟୁଷ୍ମାନ କାର୍ଡରେ ବି ଏହି ଚିକିତ୍ସା ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାନୁସାରେ, ବର୍ତ୍ତମାନ ଏହି ହସ୍ପିଟାଲରେ ମାତ୍ର ୪୩ଟି ଇନପେସେଣ୍ଟ ବେଡ୍ ରହିଥିବା ବେଳେ ଆୟୁର୍ବେଦିକ ଚିକିତ୍ସାର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ୧୦୦ ଶଯ୍ୟାକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଏହି ନୂତନ କୋଠାର ନିର୍ମାଣ ଦାୟିତ୍ୱ ସାମଲ ଇଞ୍ଜିନିୟରିଂ ଆଣ୍ଡ କନସଲଟାଣ୍ଟକୁ ଦିଆଯାଇଛି ଏବଂ ଆସନ୍ତା ୧୫ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।

ରଖନ୍ତୁ ପାଦର ଯତ୍ନ
ବର୍ଷା ଋତୁରେ ଅତ୍ୟଧିକ ଆର୍ଦ୍ରତା ଓ ସୂର୍ଯ୍ୟକିରଣର ଅଭାବ ଯୋଗୁଁ ଜୋତା ଶୀଘ୍ର ଶୁଖିନଥାଏ, ଯାହାଫଳରେ ସେଥିରେ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ବୃଦ୍ଧି ପାଇଥାଏ । ଏହି କାରଣରୁ ଗମ୍ଭୀର ଦୁର୍ଗନ୍ଧ ସହ ଆଥଲେଟ୍ସ ଫୁଟ୍ ଓ କୁଜି ଭଳି ଚର୍ମ ସଂକ୍ରମଣର ଆଶଙ୍କା ବଢ଼ିଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କାନ୍ଭାସ୍, ଚମଡ଼ା (ଲେଦର) ଓ ଅଧିକ ଚିପା ଜୋତାରେ ବାୟୁ ଚଳାଚଳ କମ୍ ହେଉଥିବାରୁ ଏଗୁଡ଼ିକରେ ଫଙ୍ଗସ୍ ସୃଷ୍ଟି ହେବାର ଆଶଙ୍କା ଅଧିକ ଥାଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଓଦା ଜୋତାର ଫିତା ଓ ଇନ୍‌ସୋଲ୍ ଅଲଗା କରି ସେଥିରେ ଖବରକାଗଜ ପୂରାଇ ପଙ୍ଖା ବା ଖୋଲା ବାୟୁ ଚଳାଚଳ କରୁଥିବା ସ୍ଥାନରେ ଶୁଖାଇବା ଉଚିତ୍ । ଦୁର୍ଗନ୍ଧ ଦୂର କରିବା ପାଇଁ ବେକିଂ ସୋଡ଼ା, ଶୁଖିଲା ଟି-ବ୍ୟାଗ୍‌, ହ୍ୱାଇଟ୍ ଭିନେଗାର୍ ସ୍ପ୍ରେ କିମ୍ବା ଆଣ୍ଟିଫଙ୍ଗାଲ୍ ପାଉଡର ବ୍ୟବହାର କରାଯାଇପାରିବ । ଏହାସହ ନିୟମିତ ପାଦକୁ  ଲୁଣ ପାଣିରେ ସଫା କରିବା, ସୂତା ବା କଟନ୍ ମୋଜା ପିନ୍ଧିବା, ନଖଗୁଡ଼ିକୁ ସଫା ରଖିବା ଏବଂ ଓଦା ହେବା ମାତ୍ରେ ଜୋତା-ମୋଜା ବଦଳାଇବା ଦ୍ୱାରା ପାଦର ଯତ୍ନ ସଠିକ୍ ଭାବେ ନିଆଯାଇପାରିବ ।

ଆଇଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ ,ଓଡିଶାରୁ ୩ ମେଡିକାଲ କଲେଜ
ଭୁବନେଶ୍ୱର : ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି । ବିଶେଷକରି ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଶା । ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ (IIRF)-୨୦୨୬ ରାଙ୍କିଂରେ ଓଡ଼ିଶାର ମେଡିକାଲ କଲେଜଗୁଡ଼ିକ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦେଶର ଶ୍ରେଷ୍ଠ ୧୦୦ଟି ମେଡିକାଲ କଲେଜ ତାଲିକାରେ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜ ସ୍ଥାନ ପାଇଛନ୍ତି । କଟକ ଏସ୍‌ସିବି ୧୫ତମ, ବୁର୍ଲା ଭିମ୍‌ସାର୍‌ ୬୪ ତମ ଏବଂ ବ୍ରହ୍ମପୁର ଏମ୍‌କେସିଜି ୭୪ତମ ମାନ୍ୟତା ହାସଲ କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର ଏମ୍ସ ୧୬ ତମ ସ୍ଥାନରେ ରହିଛି । ଅର୍ଥାତ୍‌ ଓଡ଼ିଶାରେ ଏସ୍‌ସିବି ଏକ ନମ୍ବରରେ ଅଛି । ପ୍ରଥମଥର ପାଇଁ ଓଡ଼ିଶାର ଏକ ସରକାରୀ ଭେଷଜ ମହାବିଦ୍ୟାଳୟ ଏମ୍ସ ଭୁବନେଶ୍ବରକୁ ପଛରେ ପକାଇଛି ।

ରାଜ୍ୟର ତିନୋଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ଜାତୀୟସ୍ତରର ଟପ୍-୧୦୦ ତାଲିକାରେ ସ୍ଥାନ ପାଇବା ଓଡ଼ିଶାର ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି।

ସେପଟେ, ରାଙ୍କିଙ୍ଗ୍‌ର ପ୍ରଥମ ସ୍ଥାନରେ ଦିଲ୍ଲୀ ଏମ୍ସ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଚେନ୍ନଇର ଏମଏମ୍‌ସି ଏବଂ ତୃତୀୟ ସ୍ଥାନରେ ପୁଡୁଚେରୀର ଜେଆଇପିଏମ୍‌ଇଆର ରହିଛି ।

ଚାନ୍ଦିପୁରା ଭାଇରସ୍
ବର୍ତ୍ତମାନ ଦେଶରେ ଚାନ୍ଦିପୁରା ଭାଇରସ ନାମକ ଏକ ସଂକ୍ରମଣ ଖୁବ ବଢିବାରେ ଲାଗିଛି । ତେବେ ଏହି ଚାନ୍ଦିପୁରା ଭାଇରସ୍ ହେଉଛି ଏକ ଭେକ୍ଟର-ବର୍ଣ୍ଣ ଭାଇରାଲ୍ ସଂକ୍ରମଣ, ଯାହା ମୁଖ୍ୟତଃ ସଂକ୍ରମିତ 'ସ୍ୟାଣ୍ଡଫ୍ଲାଇ' ( ଏକପ୍ରକାରର ମାଛି) କାମୁଡ଼ିବା ଦ୍ୱାରା ମଣିଷ ଶରୀରକୁ ବ୍ୟାପିଥାଏ । ଏହା ମଣିଷର ମସ୍ତିଷ୍କକୁ ଆକ୍ରାନ୍ତ କରି ତୀବ୍ର ନ୍‌ସେଫାଲାଇଟିସ୍  କିମ୍ବା ମସ୍ତିଷ୍କ ପ୍ରଦାହ ସୃଷ୍ଟି କରିଥାଏ । ୧୫ ବର୍ଷରୁ କମ୍ ବୟସର ପିଲାମାନେ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି। ଲକ୍ଷଣ ଦେଖାଯିବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇ ଶିଶୁକୁ କୋମା ଓ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ । ଭାରତର ଗୁଜରାଟରେ ଏହି ଭାଇରସର ପ୍ରକୋପ ବୃଦ୍ଧି ପାଇଛି । ରାଜ୍ୟରେ ପ୍ରାୟ ୧୮୪ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ଘଟିଛି ।   ଏହିରୋଗ ମାଈ 'ଫ୍ଲେବୋଟୋମାଇନ୍ ସ୍ୟାଣ୍ଡଫ୍ଲାଇ' କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ଏହା ଜଣକ ଶରୀରରୁ ଅନ୍ୟ ଜଣକୁ ସିଧାସଳଖ ବ୍ୟାପେ ନାହିଁ । ରୋଗର ମୁଖ୍ୟ ଲକ୍ଷଣ ଭାବେ  ହଠାତ୍ ପ୍ରବଳ ଜ୍ୱର ହେବା,  ପ୍ରଚଣ୍ଡ ମୁଣ୍ଡବିନ୍ଧା  ବାନ୍ତି ଓ ଝାଡ଼ା ହେବା  ବାତ ମାରିବା, ଚେତା ହରାଇବା କିମ୍ବା ଅଚେତ ହୋଇପଡ଼ିବା ଆଦି ଦେଖିବାକୁ ମିଳିଥାଏ । ତେବେ ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।  ଏହି ଭାଇରସ୍ ଅତି ଦ୍ରୁତ ଗତିରେ (୨୪-୪୮ ଘଣ୍ଟା ମଧ୍ୟରେ) ମସ୍ତିଷ୍କକୁ ପ୍ରଭାବିତ କରୁଥିବାରୁ ପ୍ରାରମ୍ଭିକ ସ୍ତରରେ ଡାକ୍ତରୀ ସହାୟତା ଜରୁରୀ । ଏଥିରୁ ରକ୍ଷା ପାଇବାକୁ ହେଲେ ସଚେତନତା ଓ କୀଟପତଙ୍ଗଙ୍କଠାରୁ ଦୂରରେ ରହିବା ହିଁ ମୁଖ୍ୟ ବ୍ୟବସ୍ଥା । ବାହାରକୁ ଯିବା ସମୟରେ ପୂର୍ଣ୍ଣ ପୋଷାକ ଓ ରିପେଲେଣ୍ଟ ଲଗାନ୍ତୁ । ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ଶରୀର ଢାଙ୍କି ହେଉଥିବା ପୋଷାକ ପିନ୍ଧାନ୍ତୁ ଏବଂ ମଶା/କୀଟପତଙ୍ଗ ନିବାରକ କ୍ରିମ୍ ବ୍ୟବହାର କରନ୍ତୁ ।  ଶୋଇବା ସମୟରେ ନିୟମିତ ମଶାରି ବ୍ୟବହାର କରନ୍ତୁ ।  ଘର ଏବଂ ଘର ଚାରିପାଖକୁ ସଫାସୁତୁରା ରଖନ୍ତୁ । କାନ୍ଥର ଫାଟ କିମ୍ବା କଚ୍ଚା ଘର ପରି ସ୍ଥାନରେ ସ୍ୟାଣ୍ଡଫ୍ଲାଇ ବଂଶବୃଦ୍ଧି କରୁଥିବାରୁ ସେଗୁଡ଼ିକୁ ପରିଷ୍କାର ରଖିବା ସହ କୀଟନାଶକ ସ୍ପ୍ରେ କରନ୍ତୁ ।

ବର୍ଷା ଦିନିଆ ସଂକ୍ରମଣ
ବର୍ଷା ଋତୁରେ ସୂର୍ଯ୍ୟକିରଣର ଅଭାବ ଏବଂ ବାୟୁମଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା କାରଣରୁ କପଡ଼ା ସହଜରେ ଶୁଖିନଥାଏ । ଯାହାଫଳରେ ଲୁଗାପଟାରୁ ଏକ ଅଜବ ଦୁର୍ଗନ୍ଧ ଆସିବା ସହ ଆଲମାରୀରେ ରଖାଯାଇଥିବା ଶୁଖିଲା କପଡ଼ାରୁ ମଧ୍ୟ ଓଦାଳିଆ ବାସ୍ନା ବାହାରିଥାଏ । ତେବେ ବର୍ଷା ଦିନେ କପଡ଼ା ୬ ରୁ ୮ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଓଦା ରହିଲେ ସେଥିରେ ବ୍ୟାକ୍ଟେରିଆ ଓ ଫଙ୍ଗସ୍‌ ବଂଶବୃଦ୍ଧି କରନ୍ତି, ଯାହା ଦୁର୍ଗନ୍ଧର ମୁଖ୍ୟ କାରଣ ସାଜିଥାଏ । ଏହାଛଡ଼ା ଲୁଗା ଧୋଇବା ପରେ ସେଥିରେ ସାବୁନ୍ କିମ୍ବା ଡିଟରଜେଣ୍ଟ୍‌ର ଅଂଶ ରହିଯିବା ଏବଂ ଓଦା ଲୁଗାକୁ ଦୀର୍ଘ ସମୟ ବାଲ୍ଟି କିମ୍ବା ୱାଶିଂ ମେସିନ୍‌ରେ ଛାଡ଼ିଦେବା ଦ୍ୱାରା ମଧ୍ୟ ମାଇକ୍ରୋବ୍ସ ବଢ଼ି ଦୁର୍ଗନ୍ଧକୁ ତୀବ୍ର କରିଥାନ୍ତି । ବିଶେଷ କରି ସୁତା ଏବଂ ଉଲ୍ କପଡ଼ା ଅଧିକ ଆଦ୍ରତା ଧରିରଖୁଥିବାରୁ ଏଥିରୁ ଅଧିକ ଦୁର୍ଗନ୍ଧ ଆସୁଥିବା ବେଳେ ସିନ୍ଥେଟିକ୍ କପଡ଼ା ଶରୀରର ଝାଳ ଶୋଷି ବ୍ୟାକ୍ଟେରିଆ ବଢ଼ାଇଥାଏ । ଏଭଳି ଦୁର୍ଗନ୍ଧଯୁକ୍ତ କିମ୍ବା ଓଦାଳିଆ କପଡ଼ା କ୍ରମାଗତ ପିନ୍ଧିବା ଦ୍ୱାରା ତ୍ୱଚାର ସୁରକ୍ଷା ସ୍ତର ଦୁର୍ବଳ ହୋଇଯାଏ । ଯାହାଫଳରେ କାଛୁ, କୁଣ୍ଡିଆ ଭଳି ଗମ୍ଭୀର ଫଙ୍ଗାଲ୍ ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ, ତେଣୁ ଏହି ଦିନଗୁଡ଼ିକରେ କପଡ଼ାକୁ ସମ୍ପୂର୍ଣ୍ଣ ଶୁଖାଇବା ସହ ସଠିକ୍ ଭାବେ ଧୋଇ ବ୍ୟବହାର କରିବା ଉଚିତ୍ ।

ସାଇନସ
ବର୍ଷା ଋତୁ ଗ୍ରୀଷ୍ମରୁ ତ୍ରାହି ଦେଇଥାଏ ସତ, କିନ୍ତୁ ଅଧିକ ଆର୍ଦ୍ରତା, ଫଙ୍ଗସ୍, ଡଷ୍ଟ, ଭୂତାଣୁ ସଂକ୍ରମଣ ଓ ତାପମାତ୍ରାର ଆକସ୍ମିକ ପରିବର୍ତ୍ତନ ଯୋଗୁଁ ନାକ ଏବଂ ଚେହେରାର ହାଡ଼ ଭିତରେ ଥିବା ବାୟୁକୋଠରୀଗୁଡ଼ିକରେ ପ୍ରଦାହ ( ଫୁଲିବା) ସୃଷ୍ଟି ହୋଇ ସାଇନସାଇଟିସ୍ ବା ସାଇନସ୍ ସଂକ୍ରମଣର ଆଶଙ୍କା ବହୁଗୁଣିତ କରିଦେଇଥାଏ । ଯାହାକୁ ସାଧାରଣ ଥଣ୍ଡା - କଫ ଭାବି ନଜର ଅନ୍ଦାଜ କଲେ ଏହା ଗମ୍ଭୀର ରୂପ ନେଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ମାଥା, ଗାଲ ଓ ନାକ ପଛରେ ଥିବା ୪ଟି ପ୍ରମୁଖ ସାଇନସ୍ କୋଠରୀରେ ଆର୍ଦ୍ରତା ଓ ଆଲର୍ଜି ଯୋଗୁଁ ସ୍ଲେଷ୍ମା ଜମିବା ଏବଂ ବାଟ ବନ୍ଦ ହେବା ଦ୍ୱାରା ମୁଣ୍ଡବିନ୍ଧା, ଚେହେରାରେ ଯନ୍ତ୍ରଣା, ନାକ ବନ୍ଦ ହେବା ଓ ଜ୍ୱର ଭଳି ଲକ୍ଷଣ ଦେଖାଦିଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବର୍ଷା ଜଳରେ ନଭିଜିବା,  ଫ୍ରିଜ୍ ପାଣି ନପିଇ ଗରମ ପାଣି ପିଇବା ଓ ବାଷ୍ପ ନେବା, ନାକକୁ ପରିଷ୍କାର ରଖିବା ଏବଂ ସାଧାରଣ ଥଣ୍ଡା ୭-୧୦ ଦିନରୁ ଅଧିକ ସମୟ ରହିଲେ ବା ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆସିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।  ଦୀର୍ଘଦିନର କ୍ରୋନିକ୍ ସାଇନସାଇଟିସ୍ କ୍ଷେତ୍ରରେ ଔଷଧ ସହ ଏଣ୍ଡୋସ୍କୋପି, ସିଟି ସ୍କାନ୍ କିମ୍ବା ଆବଶ୍ୟକ ସ୍ଥଳେ ସର୍ଜରୀର ମଧ୍ୟ ଆବଶ୍ୟକତା ପଡ଼ିଥାଏ ।

ବିଶ୍ୱ ହେପାଟାଇଟିସ୍ ଦିବସ
ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ସାରା ବିଶ୍ୱରେ 'ବିଶ୍ୱ ହେପାଟାଇଟିସ୍ ଦିବସ'  ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାରାତ୍ମକ ଭୂତାଣୁଜନିତ ଯକୃତ (ଲିଭର୍‌) ସଂକ୍ରମଣ ହେପାଟାଇଟିସ୍ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା । ହେପାଟାଇଟିସ୍ ରୋଗ ସାଧାରଣତ ବିଭିନ୍ନ ପ୍ରକାରର ହୋଇଥିବା ବେଳେ ଏହା ସଠିକ୍ ସମୟରେ ଚିହ୍ନଟ ନହେଲେ ଲିଭର୍ ସିରୋସିସ୍ ଏବଂ କ୍ୟାନ୍ସର ଭଳି ପ୍ରାଣଘାତୀ ରୋଗର ରୂପ ନେଇଥାଏ । ବିଶେଷ କରି ଦୂଷିତ ଜଳ, ଅସ୍ୱାସ୍ଥ୍ୟକର ଖାଦ୍ୟ, ସଂକ୍ରମିତ ରକ୍ତ ଗ୍ରହଣ ଏବଂ ବ୍ୟବହୃତ ସିରିଞ୍ଜର ପୁନଃବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ । ତେବେ ଠିକ୍ ସମୟରେ ହେପାଟାଇଟିସ୍ 'ବି' ଟିକାକରଣ, ଆଗୁଆ ଲକ୍ଷଣ ଚିହ୍ନଟ, ନିୟମିତ ଡାକ୍ତରୀ ପରୀକ୍ଷା ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସଂକ୍ରମଣରୁ ସହଜରେ ରକ୍ଷା ମିଳିପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ଏହି ଭୂତାଣୁଜନିତ ରୋଗକୁ ବିଶ୍ୱରୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ସଚେତନତା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆଜିର ସମୟରେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

କ୍ୟୁଡେଙ୍ଗା
ଡେଙ୍ଗୁ ରୋଗରେ ଭାରତରେ ପ୍ରତିବର୍ଷ ଅନେକ ରୋଗୀଙ୍କର ଜୀବନ ଯାଉଥିବାବେଳେ ଶତାଧୀକ ଏଥିରେ ପିଡିତ ହୋଇଥାଆନ୍ତି । ତେବେ ନିକଟରେ ପ୍ରସ୍ତୁତ ହୋଇଛି ଦେଶର ପ୍ରଥମ ଡେଙ୍ଗୁ ଟିକା କ୍ୟୁଡେଙ୍ଗା, ଯାହା ଆଗକୁ ଏହି ରୋଗକୁ ସମାଜରୁ ଦୂରେଇବାରେ ବଡ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇଛି ।

ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ( ସିଡିଏସସିଓ ) ଦେଶର ପ୍ରଥମ ଡେଙ୍ଗୁ ଟିକା 'ଡେଙ୍ଗୁ ଟେଟ୍ରାଭାଲେଣ୍ଟ ଭାକସିନ ବା କ୍ୟୁଡେଙ୍ଗାର ବଜାର ପ୍ରବେଶ ପାଇଁ ଅନୁମୋଦନ ଦେଇଛି ।  ଜର୍ମାନୀର ଟାକେଡା ଜିଏମବିଏଚ ଦ୍ୱାରା ନିର୍ମିତ ଏବଂ ମେସର୍ସ ଟାକେଡା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ ହେବାକୁ ଥିବା ଏହି ଟିକାକୁ ଔଷଧ ଓ ପ୍ରସାଧନ ଆଇନ୍, ୧୯୪୦ ଏବଂ ଔଷଧ ନିୟମାବଳୀ, ୧୯୪୫ ଅନୁଯାୟୀ ଏହାର ଗୁଣବତ୍ତା, ସୁରକ୍ଷା ଓ କାର୍ଯ୍ୟକାରିତାର ବ୍ୟାପକ ବୈଜ୍ଞାନିକ ମୂଲ୍ୟାୟନ ପରେ ଅନୁମୋଦିତ କରାଯାଇଛି । କ୍ୟୁଡେଙ୍ଗା ହେଉଛି ରିକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ମାଧ୍ୟମରେ ପ୍ରସ୍ତୁତ ଏକ ଜେନେଟିକାଲି ମୋଡିଫାଇଡ୍ ଜୀବ (GMOs) ଆଧାରିତ ଲାଇଭ୍ ଆଟେନୁଏଟେଡ୍ ଟେଟ୍ରାଭାଲେଣ୍ଟ ଟିକା । ଯାହା ଭେରୋ ସେଲରେ ଡେଙ୍ଗୁ ଭାଇରସ ଟାଇପ୍-୨ ବ୍ୟାକବୋନ୍ ବ୍ୟବହାର କରି ନିର୍ମାଣ କରାଯାଇଛି । ଏହା ଶୁଖିଲା ଗୁଣ୍ଡ (ଫ୍ରିଜ୍-ଡ୍ରାଇଡ୍ ପାଉଡର) ଆକାରରେ ଉପଲବ୍ଧ ହେବ, ଯାହାକୁ ମିଶ୍ରଣ କରି ଚର୍ମ ତଳେ (ସବକୁଟାନିଅସ) ଇଞ୍ଜେକ୍ସନ ଆକାରରେ ଦିଆଯିବ। ୪ ରୁ ୬୦ ବର୍ଷ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ନିର୍ଦ୍ଦିଷ୍ଟ ଏହି ଟିକାର ୦.୫ ମିଲିଲିଟରର ଦୁଇଟି ଡୋଜ୍ ୩ ମାସର ବ୍ୟବଧାନରେ (୦ ଏବଂ ୩ ମାସ) ଗ୍ରହଣ କରିବାକୁ ସୁପାରିଶ କରାଯାଇଛି । ବ୍ରାଜିଲ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ଭାରତର ୪ ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଫେଜ୍-୩ କ୍ଲିନିକାଲ ଟ୍ରାଏଲ୍ ସହ ବ୍ୟାପକ ବିଶ୍ୱସ୍ତରୀୟ ଗବେଷଣାରୁ ଏହାର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା ସ୍ପଷ୍ଟ ହୋଇଛି  । ୟୁରୋପୀୟ ୟୁନିଅନ, ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ସମେତ ବିଶ୍ୱର ୪୨ଟି ଦେଶରେ ଅନୁମୋଦନ ପାଇସାରିଥିବା ଏହି ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପ୍ରି-କ୍ୱାଲିଫିକେସନ ହାସଲ କରିସାରିଛି । ବିଶ୍ୱସ୍ତରରେ ଏପର୍ଯ୍ୟନ୍ତ ୨.୪ କୋଟିରୁ ଅଧିକ ଡୋଜ୍ ବଣ୍ଟନ କରାଯାଇସାରିଥିବା ବେଳେ ପୋଷ୍ଟ-ମାର୍କେଟିଂ ତଥ୍ୟ ଅନୁଯାୟୀ ଏହାର ସୁରକ୍ଷା ରେକର୍ଡ ଅତ୍ୟନ୍ତ ସନ୍ତୋଷଜନକ ରହିଛି । ଜାତୀୟ ଭେକ୍ଟର ବୋର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ ଅଧୀନରେ ଚାଲିଥିବା ମଶା ନିୟନ୍ତ୍ରଣ, ପ୍ରାରମ୍ଭିକ ରୋଗ ନିରୂପଣ ଓ ଚିକିତ୍ସା ବ୍ୟବସ୍ଥା ସହ ଏହି ପ୍ରଥମ ଡେଙ୍ଗୁ ଟିକା ସାମିଲ ହେବା ଦ୍ୱାରା ଭାରତର ଜନସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ମଜବୁତ କରାଯାଇପାରିବ ବୋଲି  ଆଶାପ୍ରକାଶ ପାଇଛି ।

ବ୍ରହ୍ମପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ !
ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ ପଶିଲା କରୋନା ! ବ୍ରହ୍ମପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ ମହିଳା ଥିବାବେଳେ ଜଣେ ପୁରୁଷ ଅଛନ୍ତି ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଜଣଙ୍କର ଚିକିତ୍ସା ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜାରି ରହିଛି । ଅନ୍ୟ ଦୁଇ ଜଣଙ୍କର ଲକ୍ଷଣ ସାମାନ୍ୟ ଥିବାରୁ ସେମାନେ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସା ନେଉଛନ୍ତି । ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣା ପଡିଛି । ତଥାପି ଏନେଇ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ଓ ଆବଶ୍ୟକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସେହିସହିତ ଲୋକଙ୍କୁ ଅଯଥା ଆତଙ୍କିତ ନହୋଇ ସତର୍କ ରହିବା, ଅସୁସ୍ଥ ଅନୁଭବ କଲେ ପରୀକ୍ଷା କରାଇବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟବିଧି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି, ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନିଆଯିବ ।

ଜଟିଳ ରୋଗ ଔଷଧ ପାଇଁ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କଲେ ସରକାର
ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ପ୍ରତି ଔଷଧ ଦୋକାନ ସାମ୍ନାରେ ଔଷଧର ଦର ସମ୍ପର୍କରେ ଚିଠା ଲାଗିବ । କେନ୍ଦ୍ର ସରକାର ୩୯ ଟି ଔଷଧର ନିର୍ଦିଷ୍ଟ ଦର ଧାର୍ଯ୍ୟ କରିବା ପରେ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଫଳରେ, ଏଣିକି ଆଉ ଔଷଧ ଦୋକାନୀ ଭିନ୍ନଭିନ୍ନ ଦର କଷିପାରିବେ ନାହିଁ। ସାଧାରଣ ରୋଗୀ ବା ସମ୍ପର୍କୀୟ ମଧ୍ୟ ହଟହଟା ହେବେ ନାହିଁ । ପ୍ରତି ଔଷଧ ଦୋକାନରେ ଦର ଚିଠା ଲାଗିବ । ତାହା ପୁଣି ସମାନ ଦର ରହିବ । ରାଜ୍ୟର ଯେକୌଣସି ସ୍ଥାନରୁ ଧାର୍ଯ୍ୟ କରାଯାଇଥିବା ଔଷଧ କିଣିଲେ ଦର ସବୁଠି ସମାନ ରହିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲିକାକୁ ରାଜ୍ୟର ସମସ୍ତ ଔଷଧ ଦୋକାନରେ ଲଗାଯିବ । ବିଶେଷକରି ରକ୍ତଚାପ, ମଧୁମେହ, ହୃଦରୋଗ ଆଦି ବିଭିନ୍ନ ରୋଗର ୩୯ ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଏହାକୁ ଆଧାର କରି ରାଜ୍ୟରେ ସମାନ ଦର କରାଯିବ ବୋଲି ଜଣାପଡ଼ିଛି।

ରଥଯାତ୍ରା ପାଇଁ ପୁରୀରେ ହାଇଟେକ ହସ୍ପିଟାଲ ଉଦଘାଟିତ
ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ହାଇଟେକ ମେଡିକାଲ କଲେଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜରୁରୀକାଳୀନ ତଥା ଅସ୍ଥାୟୀ ହସ୍ପିଟାଲ ଖୋଲାଯାଇଛି।ଶ୍ରୀମନ୍ଦିର ଉତ୍ତର ଦ୍ଵାର tv ନିକଟରେ ସ୍ଵତନ୍ତ୍ର ଭାବେ ଜରୁରୀକାଳୀନ ତଥା ଅସ୍ଥାୟୀ ହସ୍ପିଟାଲ ଭକ୍ତଙ୍କ ପାଇଁ ଉଦ୍ଘାଟିତ ହୋଇଛି।୨୫ ଶଯ୍ୟା ବିଶିଷ୍ଟ ଏହି  ହସ୍ପିଟାଲରେ ଏଚଡିୟୁର ବ୍ୟବସ୍ଥା ରହିଛି।ହସ୍ପିଟାଲରେ ଅଭିଜ୍ଞ ଓ ବରିଷ୍ଠ ଡ଼ାକ୍ତର ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବ।ଗୁରୁତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥିତ ହାଇଟେକ୍ ହସ୍ପିଟାଲ ସ୍ଥାନାନ୍ତର କରାଯିବ ଓ ସେଠାରେ ଚିକିତ୍ସା ପାଇଁ ରିହତିର ବ୍ୟବସ୍ଥା ରହିଛି।ଉନ୍ନତ ମାନର ଉଚ୍ଚକ୍ଷମତାସମ୍ପନ୍ନ ଆମ୍ବୁଲାନ୍ସ ମହଜୁଦ ରହିଛି।ଏଥିସହ ଆଖି ଓ ଦାନ୍ତ ଚିକିତ୍ସା ପାଇଁ ମୋବାଇଲ ଭ୍ୟାନ କାର୍ଯ୍ୟକାରୀ ହେଉଛି।ହସ୍ପିଟାଲରେ ଅଭିଜ୍ଞ ଓ ବରିଷ୍ଠ ଡ଼ାକ୍ତର ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବ।ଗତବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ମୋଟ ୧୨,୩୩୫ ରୋଗୀଙ୍କ ଚିକିତ୍ସା କରାଯାଇଛି।ଉତ୍ତର ଦ୍ଵାରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଜରୁରୀକାଳୀନ ହସ୍ପିଟାଲ ଉଦ୍ଘାଟନ ଉତ୍ସବରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର , କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ,ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ  ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ,,ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ ,ଉତ୍ତର ପାର୍ଶ୍ୱ ମଠ ମଠାଧୀଶ ନାରାୟଣ ରାମାନୁଜ ଦାଶ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ,ବରିଷ୍ଠ ସେବାୟତ ,ପ୍ରମୁଖ ଉପସ୍ଥିତ ଥିଲେ।ସ୍ଵାସ୍ଥ୍ୟ ସେବାକୁ ଏକ ସଂକଳ୍ପ ଭାବି ଆମେ ମହାପ୍ରଭୁଙ୍କ ଆଶୀର୍ବାଦରେ ଆଗକୁ ଏହି କାର୍ଯ୍ୟ ଜାରୀ ରଖିବୁ ବୋଲି କହିଛନ୍ତି ହାଇଟେକ୍ ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ। ଶ୍ରୀଯୁକ୍ତ ମନୋଜ କୁମାର ଦାସ, ଶ୍ରୀ ସାରଙ୍ଗଧର ଜେନା ପରିଚାଳନା ଦାୟିତ୍ୱଭାର ନେଇଛନ୍ତି ।